September 12, 2024

Odia Express

Leading Odia News Portal of Odisha

୮୭ ବର୍ଷ ପୁରୁଣା ଆମ୍ବର ଗଛରେ ଏହି ବ୍ୟକ୍ତି ବନାଇଲେ ଚାରି ମହଲା ଘର, କାଟିବାକୁ ପଡିଲା ନାହିଁ ଗୋଟେ ହେଲେ ବି ଶାଖା

ଏହା କହିବାରେ କିଛି ବି ସନ୍ଦେହ ନାହିଁ କି ଭାରତ ଦେଶରେ ଦକ୍ଷତାର କିଛି କମି ନାହିଁ, ଏଠାରେ ଲୋକଙ୍କର ନିଜ ଦକ୍ଷତା ଦେଖିଇବା ପାଇଁ କେଉଁଠିକୁ ଯିବାକୁ ପଡେନାହିଁ, ବରଂ ଏହି ଲୋକଙ୍କର ଦକ୍ଷତା ନିଜେ ନିଜେ ଚର୍ଚ୍ଚାରେ ଆସିଯାଏ , ଏକ ଏମିତି କଥା ରାଜସ୍ଥାନ ଉଦୟପୁରରେ ହେଲା, ଯେଉଁଠି ଇଞ୍ଜିନିୟର ୮୭ ବର୍ଷ ପୁରୁଣା ଆମ୍ବର ଗଛରେ ନିଜ ଘର ବନାଇଦେଲେ, ଏହି ଅନୋଖା ଘରର ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଲା । ରିପୋର୍ଟର ମୁତାବିକ ଏହି ଘରର ଖାସିୟତ୍ ଏହା କି ଏହି ଗଛ ହେବା ସତ୍ତ୍ୱେ ବି ଏହି ଘରର ସବୁ ସାଧନ ସୁବିଧା ଅଛି, ସେମିତି ଆମ୍ବର ଗଛରେ ତିଆରି ଏହି ଘରର ଖାସିୟତ୍ ଏହା କି ଏଥିରେ ରହିବାର ପ୍ରକୃତି ସହ ପାଖାପାଖି ହେବାର ଅନୁଭୁତି ରହିଥାଏ, ଏହି ଟ୍ରି ହାଉସ୍ ର ଏହି ଖାସିୟତ୍ ଏଠାରେ ଯାଉଥିବା ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣି ନିଏ , ତେବେ ଆସନ୍ତୁ ଥରେ ଆପଣଙ୍କୁ ଆମ୍ବର ଗଛରେ ତିଆରି ହୋଇଥିବା ଏହି ଘରର ଫଟୋ ଦେଖାଇବୁ ।

କେପି ସିଂଙ୍କ ଇଚ୍ଛା ଥିଲା କି ସେ ପ୍ରକୃତିର ମଧ୍ୟରେ ରହିବେ, ଓ ତାଙ୍କ ଘର ଅଗଣାରେ ଗଛର ଛାଇ ଥିବ ଯାହାଦ୍ୱାରା ସେ ସତେଜ ପବନର ଆନନ୍ଦ ନେଇପାରିବେ, ଗଛର ପତ୍ରକୁ ଛାଣିକରି ଝରକା ଦେଇ ଘର ଭିତରକୁ ପହଞ୍ଚିପାରିବ , ସେମିତି ଏହା ବି ବହୁତ୍ କମ୍ ଲୋକଙ୍କୁ ଆଶ୍ଚର୍ଯ୍ୟ କଲାଭଳି କଥା ଅଟେ, ୨୦୦୦ ରେ କେପି ସିଂ ଯେବେ ଏହି ଘରର ତିଆରି କରିବା ଆରମ୍ଭ କରିଥିଲେ ତେବେ ଏହି ଆମ୍ବର ଗଛ ଏକ ଡାଳକୁ ବିନା କାଟି ଏହି ଘରକୁ ତିଆରି କରିଥିଲେ,  ଚାରି ମହଲା ଏହି ଘର ପର୍ଯ୍ୟାବରଣ ସଂରକ୍ଷଣ ବି ମିଶାଲ୍ ପେଶ୍ କରୁଛି ।

ଏହି ଘରର ଏହି ଖାସିୟତ୍ ଏହା ବି ଅଟେ କି ଏହି ଆମ୍ବର ଗଛ ବିକାଶରେ ଅସୁବିଧା ନ ପଡୁ ଏଥିପାଇଁ ଘରର ମଝିରେ ବହୁତ ଜାଗା ବଡ ହୋଲ୍ ଛଡା ହୋଇଛି, ମାନେ ଏହି କଥାକୁ ପୁରା ଧ୍ୟାନ ରଖାଯାଇଛି କି ପ୍ରକୃତି ଓ ଗଛକୁ କିଛି କ୍ଷତି ନ ପହଞ୍ଚୁ, ଏହି କାରଣରୁ ଗଛକୁ ଘରେ ନ ହେବା ପରେ ସୁର୍ଯ୍ୟଙ୍କ କିରଣ ମିଳିପାରେ , ଓ ଏହି ପରି ଲଗାତାର ସବୁଜ ସୁନ୍ଦର୍ ହୋଇ ରହୁ । ସେମିତି ଯେବେ ଅଧିକା ପବନ ଆସେ , ତେବେ ପୁରା ଘର ଝୁଲିଉଠେ ।

କେପି ସିଂହ କହନ୍ତି କି ସେ ଏଇ ଆମ୍ବର ଗଛରେ କିଛି ପରିବର୍ତ୍ତନ କରିନାହାନ୍ତି, ନିଜ ଘରକୁ ଗଛର ଆକାର ହିସାବରେ ବନାଇବାକୁ ଚେଷ୍ଟା କରିଛନ୍ତି, ଯେବେ ଆପଣ ତାଙ୍କ ଘରକୁଯିବେ , ତେବେ ଆପଣଙ୍କୁ ରୁମ୍ ରେ ଗଛର ଶାଖା ନଜର ଆସିବ, ପ୍ରଥମ ଫ୍ଲୋରରେ ସେ କିଚେନ୍, ବାଥରୁମ୍ ଓ ଡାଇନିଙ୍ଗ୍ ହଲ୍ ବନାଇଛନ୍ତି, ସେମିତି ଦ୍ୱିତୀୟ ଫ୍ଲୋରରେ ସେ ବାଥରୁମ୍ ,ଲାଇବ୍ରେରୀ, ଓ ରୁମ୍ ବନାଇଛନ୍ତି, ତୃତୀୟ ଫ୍ଲୋରରେ ସେ ଏକ ରୁମ୍ ବନାଇଛନ୍ତି, ଯାହାର ଛାତ ଉପରକୁ ଖୋଲିଥାଏ । କେପି ସିଂହ ଏହି ଅନୋଖା ଟ୍ରି ହାଉସ୍ କୁ ଲିମକା ବୁକ୍ ଅଫ୍ ରେକର୍ଡରେ ବି ସାମିଲ୍ କରାଯାଇଛି

ସେ କହନ୍ତି କି ଏବେ ବହୁତ ଲୋକ ମୋର ଘରକୁ ଦେଖିବାକୁ ଆସନ୍ତି , ଏହାକୁ ଦେଖି ଆଚମ୍ବିତ ହୋଇଯାଆନ୍ତି, କିପରି ଗଛ ଉପରେ ଘର ବନାଇଦେଲେ, ମୋର ମାନିବା କଥା କି ଯଦି ଆପଣଙ୍କ ମନରେ ଇଚ୍ଛା ଶକ୍ତି ଅଛି , ତେବେ ଆପଣ କିଛି ବି କରିପାରିବେ , ତାଙ୍କ ଘରକୁ ଦେଖିବାପରେ ବହୁତ ଲୋକଙ୍କର ତାଙ୍କ ଘର ଡିଜାଇନ୍ ମାଗିଛନ୍ତି । ଏହା ବିଷୟରେ କେପି ସିଂ କହନ୍ତି କି ଲୋକ କହିଲେ କି ଆପଣ ଆମ ପାଇଁ ଡିଜାଇନ୍ କରନ୍ତୁ, କିନ୍ତୁ କିଛି ବି ନିଜ ସୁବିଧା ସହ ବୁଝାମଣା କରିବାକୁ ନାରାଜ୍, ଓ ସେମିତି ଅନ୍ୟପଟେ ମୁଁ ଗଛର ସହ ବୁଝାମଣା କରେ ନାହିଁ, କାରଣ ମୋତେ ଲାଗେ କି ଗଛର ଏକ ପତ୍ର ଆମ ପାଇଁ କ୍ଷତି ନହେଉ ।

Leave a Reply

Your email address will not be published. Required fields are marked *