January 25, 2025

Odia Express

Leading Odia News Portal of Odisha

Odia Jokes : ଜଣେ ବ୍ୟକ୍ତି ଜେବେ ଶଶୁରଘରୁ ସ୍ତ୍ରୀକୁ ନେଇକରି ଯିବାକୁ ଲାଗିଲା ତେବେ ଶାଶୁ ତାକୁ ୨୦ ଟଙ୍କା ଦେଲେ କାରଣ ଜାଣିଲେ ଆପଣ ହସି ହସି ଗଡ଼ିଯିବେ..

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଆଜିର ମହାଜ୍ଞାନ – ହ୍ୱାଟ୍ସଆପ୍ ଯୁଗରେ ସହଜ ହେଲା ଚରିତ୍ର ଚିହ୍ନଟ କରିବା, ଲାଷ୍ଟ ସିନ୍ ଲୁଚାଉଥିବା ଲୋକ ହୋଇପାରେ ବେଇମାନ ।

୨) ଥରେ କଚେରିରେ ଏକ ସାକ୍ଷୀ ବହୁତ ଲମ୍ବା ଲମ୍ବା ବୟାନ୍ ଦେଉଥିଲା, ଯାହା କାରଣରୁ ସରକାରୀ ଓକିଲ ରାଗିଗଲା ଓ ସାକ୍ଷୀକୁ କହିଲା, ଏତେ ଅଧିକା କହିବାର ଦରକାର ନାହିଁ, ତୁମକୁ ଯାହା ପଚାରାଯିବ ତାହାର ଜବାବ୍ କେବଳ ହଁ କିମ୍ବା ନା ରେ ଦିଅ ।ସାକ୍ଷୀ- କିନ୍ତୁ ସାର୍ ସବୁ ପ୍ରଶ୍ନର ଜବାବ୍ ହଁ କିମ୍ବା ନା ରେ ଦିଆଯାଇପାରିବ ନାହିଁ , ଓକିଲ- କଣପାଇଁ ଦେଇହେବନି, ବିଲକୁଲ୍ ଦେଇହେବ , ତୁମେ ମୋତେ କିଛି ପ୍ରଶ୍ନ ପଚାର ମୁଁ କେବଳ ହଁ କି ନାହିଁ ରେ ଉତ୍ତର ଦେଇକରି ଦେଖାଉଛି, ସାକ୍ଷୀ- ଠିକ୍ ଅଛି ସାର୍ ଆପଣଙ୍କ ଜିଦ୍ ଉପରେ ମୁଁ ଗୋଟିଏ ପ୍ରଶ୍ନ ପଚାରୁଛି, ଆପଣ କେବଳ ହଁ କି ନାହିଁ ରେ ଜବାବ୍ ଦେବେ , ଓକିଲ- ଠିକ୍ ଅଛି ପଚାର ! ସାକ୍ଷୀ- କୁହନ୍ତୁ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ପିଟିବା ଛାଡିଦେଇଛନ୍ତି କି ନାହିଁ ? ବିଚରା ଓକିଲ ବାବୁ ଏବେ ପର୍ଯ୍ୟନ୍ତ୍ କୋମାରେ ଅଛନ୍ତି ।

୩) ପୁଅ ଦୁଇ ବର୍ଷ ପରେ ଘରକୁ କଣପାଇଁ ଆସିଲା ? ପୁଅ- ମୁଁ କହିଥିଲି ନା ମୁଁ କିଛି ହୋଇକରି ଘରକୁ ଫେରିବି, ବାପା- କଣ ହେଲୁ ? ପୁଅ- ବାପା ହେଲି, ଏବେ ଜୋତା ମାଡ ପୁଅ ଉପରେ

୪)  ହେ ଭଗବାନ ଇଏ ତ ମରିଗଲା, ଲାଗୁଛି କି ଏହାର ମୃତ୍ୟୁ ମରିବା ଦ୍ୱାରା ହୋଇଛି, ନା ବସ୍ ଏହାର ମୃତ୍ୟୁ ମରିବା ଦ୍ୱାରା ନୁହେଁ ଜୀବନ ଚାଲିଯିବାରୁ ହୋଇଛି ।

୫) ସ୍ତ୍ରୀ- ତୁମର ଦିମାଗ ଏକଦମ୍ ସଢିଗଲାଣି, ସ୍ୱାମୀ- ହଁ ବୋଧେ, ତୁମେ ଅଧିକା ଜାଣିଥିବ, ସବୁଦିନ ଖାଉଛ ଯେଉଁନା ।

୬) ଡାକ୍ତର- ମଦ ପିଉଛ ତ କସରତ୍ ଓ ୱାକିଙ୍ଗ୍ ବି ଜରୁରୀ ଅଟେ, ସାନ୍ତା- ମଦ ଭାଟି ତ ପାଦରେ ଚାଳିଚାଲି ଯାଉଛି ।

୭) ଶିକ୍ଷକ-କୁହ ସଂସାରରେ ସବୁଠାରୁ ପୁରୁଣା ଜୀବ କେଉଁଟା ଅଟେ ? ପପୁ- ଜେବ୍ରା ଶିକ୍ଷକ- କେମିତି ? ପପୁ- ସେ ବ୍ଲାକ୍ ଆଣ୍ତ ହ୍ୱାଇଟ୍ ଅଟେ ନା ସେଥିପାଇଁ ।

୮) ଆସନ୍ତୁ ଜାଣିବା ନୋଟ୍ ବନ୍ଧୀ ପରେ ଅଭିନେତା କିପରି ନୋଟ୍ ବଦଳାଇବେ ? ଦିଲ୍ଲୀପ କୁମାର୍- ଏ ଭାଇ ଏ ଭାଇ- ଆରେ କିଏ ଗାଡିକୁ ଅଟକାଅ, ଏ ଭାଇ ମୋର ନୋଟ୍ ବଦଳାଇଦିଅ ।

ଅମିତାଭ ବଚ୍ଚନ- ମୁଁ ନୋଟ୍ ବଦଳାଇ ଆଣିବି ମା, ମୁଁ ନୋଟ୍ ବଦଳାଇ ଆଣିବି କିନ୍ତୁ ପୁର୍ବରୁ ତାକୁ ଧରିକରି ଆଣ ଯିଏ ମୋର୍ ନୋଟ୍ ଉପରେ ଲେଖିଥିଲା କି ସୋନମ୍ ଗୁପ୍ତା ବେବଫା ଅଟେ ।

ଶତ୍ରୁଘ୍ନ ସିହ୍ନା- ଖାମୋସ୍….!!  ବ୍ୟାଙ୍କ୍ ମ୍ୟାନେଜର୍ କେଉଁଠି ଅଛି, ଆସିଲେ ତ କହିଦେବ ଛେନୁ ଆସିଥିଲା ।

ଏ କେ ହଂଗଲ- ଭିଡଦେଖିକରି ହଲି ଦୋହଲି ଫେରିବାବେଲେ- ଏତେ ଲମ୍ବା ଲାଇନ୍ କଣପାଇଁ ହେଉଛି ଭାଇ ।

ଶାହାରୁଖ୍ ଖାନ୍- କ୍ କ୍ କ୍ କିରନ୍- ବଡ ବଡ ନୋଟ୍ କୁ ବଦଳାଇବାରେ ଛୋଟ ଛୋଟ ନୋଟ୍ କୁ ଆଣିବାକୁ ପଡେ ସେନୋରିଟା

ରାଜକୁମାର- ନୋଟ୍ ବଦଳାଇବେ ନିଶ୍ଚିତ ବଦଳାଇବେ , କିନ୍ତୁ ବ୍ୟାଙ୍କ୍ ଆମର ହେବ ନୋଟ୍ ବି ଆମର ହେବ ଓ ତାରିଖ ବି ଆମର ହେବ ।

ଅଜିତ୍ ଙ୍କୁ ନୋଟ୍ ବଦଳାଇବାରେ କୌଣସି ଅସୁବିଧା ହେଲା ନାହିଁ, ସେ ବଡ ଆରାମରେ ବ୍ୟାଙ୍କ୍ ମ୍ୟାନେଜରକୁ ଫୋନ୍ କଲେ ଓ କହିଲେ- ଦେଖ ବରଖୁରଦାର୍- ତୁମର ଝିଅ ଆମର କବଜାରେ ଅଛି ,

ଧର୍ମେନ୍ଦ୍ର- ରାଗିକରି କହିଲେ- କମିନା କୁକୁର ଗଣି ଗଣି କି ନୋଟ୍ ବଦଳାଇବି ।

ପ୍ରେମ୍ ଚୋପ୍ରା- ମୁଁ ସେଇ ବଳା ଅଟେ ଯିଏ ୫୦୦ ର ନକଲି ନୋଟ୍ ଦେଇକରି ୨୦୦୦ ର ଅସଲି ନୋଟ୍ ନେଇଥାଏ ।

୯) ଯେବେ ବି ଜୀବନରେ କେଉଁ ଝିଅର କମି ଅନୁଭବ ହୋଇଥାଏ , ମୁଁ ୩-୪ ଏପିସୋଡ୍ କ୍ରାଇମ୍ ପେଟ୍ରୋଲ୍ ଦେଖିନିଏ, ମନ ଆପେ ଆପେ ଶାନ୍ତ ହୋଇଯାଏ ।

୧୦) ଜଣେ ବ୍ୟକ୍ତି ଯେବେ ଶଶୁରଘରୁ ସ୍ତ୍ରୀକୁ ନେଇକରି ଯାଉଥିଲା ତେବେ ତାର ଶାଶୁ ତାକୁ ୨୦ ଟଙ୍କା ଦେଲା, ଘର ପହଞ୍ଚିକରି ସ୍ତ୍ରୀ ତାଙ୍କୁ କହିଲା ସ୍ୱାମୀ- ତୋର ମା ମୋର ବହୁତ ବେଇଜ୍ଜତ୍ କରିଦେଲେ, ମୁଁ ୧୦୦ ଟଙ୍କାର କଦଳି ନେଇକରି ଯାଇଥିଲି କିନ୍ତୁ ସେ ମୋତେ ୨୦ ଟଙ୍କା ଦେଲେ ଲାଜ ଲାଗିଲାନି ଟିକେ, ଏତିକି ଶୁଣିକରି ସ୍ତ୍ରୀ ମୁଣ୍ତରେ ହାତ ଦେଇ ବସିପଡିଲା କହିଲା- ତୁମେ ମୋତେ ସେଠାକୁ ନେଇକି ଯାଇଥିଲ କି କଦଳି ବିକ୍ରି କରିବାକୁ ଯାଇଥିଲ କୁହ ଆଗ ।

Leave a Reply

Your email address will not be published. Required fields are marked *