IAS Interview Question – ସେ କେଉଁ ଜାଗା ଅଟେ, ଯେଉଁଠି ୧୦୦ ଲୋକ ଯାଇଥାନ୍ତି କିନ୍ତୁ ଆସିଥାନ୍ତି ୧୦୧ ଜଣ ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇଦେବେ ସଂଗେ ସଂଗେ
ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ ୧) ଅଷ୍ଟ୍ରିଆର ରାଜକୁମାର ଆର୍କ ଡ୍ୟୁକ୍ ଫ୍ରାନ୍ସିସ୍ ଫର୍ଡିନେସ୍ ହତ୍ୟା କେଉଁ ଯୁଦ୍ଧର ତତ୍କାଳିକ କାରଣ ହୋଇଥିଲା ? ଉତ୍ତର –ପ୍ରଥମ ବିଶ୍ୱଯୁଦ୍ଧର ।
୨) କେଉଁ ବଂଶର ସମ୍ରାଟ ଶିନ ହୁଆଁଗଲି ଚିନ୍ ର ମହାନ୍ ପ୍ରାଚୀର ନିର୍ମାଣ କରିଥିଲେ ? ଉତ୍ତର- ଶିନବଂଶର
୩) ଝାରଖଣ୍ତରେ ଆଦିବାସୀ ମ୍ୟୁଜିୟମ୍ କେଉଁଠି ଅଛି ? ଉତ୍ତର- ରାଞ୍ଚିରେ
୪) ଇନ୍ଦ୍ରାବତୀ ରାଷ୍ଟ୍ରିୟ ବାଘ ପରିଯୋଜନା କେଉଁ ରାଜ୍ୟରେ ଅଛି ? ଉତ୍ତର- ଛତିଶଗଡରେ
୫) ସଂଯୁକ୍ତ ରାଜ୍ୟ ଆମେରିକା କେଉଁ ପରିଯୋଜନା ଅନ୍ତର୍ଗତ ପରମାଣୁ ବମ୍ ନିର୍ମାଣ କରିଥିଲା ? ଉତ୍ତର- ମେନ୍ ହଟ୍ଟନ ପରିଯୋଜନା ଅନ୍ତର୍ଗତ ।
୬) ତେଲୁଗୁ ଗଙ୍ଗା ପରିଯୋଜନା ଜଳରେ ଭାଗିଦାର୍ କେଉଁ ରାଜ୍ୟ ଅଛି ? ଉତର- ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର,କର୍ଣ୍ଣାଟକ
୭) ନର୍ମଦା ଓ ତପ୍ତି ନଦୀ ଘେରା କେଉଁ ପର୍ବତ ଅଛି ? ଉତ୍ତର- ସତପୁଡା ପର୍ବତ ।
୮) ଜୈବ ଇନ୍ଧନ ଦ୍ୱାରା ସଂଚାଳିତ ପ୍ରଥମ ବ୍ୟବସାୟିକ ବାଣିଜ୍ୟକ ପ୍ରକ୍ଷେପଣ କେଉଁଟା ଅଟେ, ? ଉତ୍ତର- ଷ୍ଟାର୍ ଡଷ୍ଟ ୧,୦ ୟୁଏସ୍ ଷ୍ଟେଟ୍ ମେନେ ଦ୍ୱାରା ପ୍ରଥମ ବ୍ୟବସାୟିକ ଲଞ୍ଚ କରାଗଲା, ଓ ପୁରା ଭାଏ ଏହା ଜୈବଇନ୍ଧନ ଉପରେ ଆଧାରିତ ।
୯) ରାଜ୍ୟର କେଉଁ ବନ ବିଭାଗ ପ୍ରଥମଥର ଜଳ ପକ୍ଷୀଙ୍କର ଜନଗଣନା କରିଥିଲେ ? ଉତ୍ତର- ପଶ୍ଚିମ ବଙ୍ଗଳା ପ୍ରଥମେ ରାଜ୍ୟର ପାଖାପାଖି ୫୪ ଟି ବିଭିନ୍ନ ସ୍ଥାନରୁ ଜଳ ପକ୍ଷୀଙ୍କର ଜନଗଣନା କରିଥିଲେ ।
୧୦) କେଉଁ ମାଟିକୁ ରେଗୁର୍ ମାଟି ନାଁରେ ଜଣାଯାଏ ? ଉତ୍ତର- କଳା ମାଟି
୧୧) ଆମର ଆକାଶଗଙ୍ଗାର କେନ୍ଦ୍ରର ପରିକ୍ରମା କରିବାରେ ସୂର୍ଯ୍ୟଙ୍କୁ ଅନୁମାନିତ କେତେ ସମୟ ଲାଗିଥାଏ ? ଉତ୍ତର- ୨୫ ମିଲିୟମ୍ ବର୍ଷ ।
୧୨) ପ୍ରଶ୍ନ- ଧାନ ଚାଷ ପାଇଁ ଆଦର୍ଶ ଜଳବାୟୁ ପରିସ୍ଥିତି କଣ ହୋଇଥାଏ ? ଉତ୍ତର- ୧୦୦ ସେଣ୍ଟିମିଟର ଉପରକୁ ବର୍ଷା ଓ ୨୫୦ ସେଲସିୟମ୍ ଉପରେ ତାପକ୍ରମ ।
୧୩) କେଉଁ ଗ୍ରହର ଦିନର ମାନ ଓ ତାହାର୍ ଅକ୍ଷ ଝୁଲିବା ପୃଥିବୀର ସମତୁଲ୍ୟ ଅଟେ ? ଉତ୍ତର- ମଙ୍ଗଲ ଗ୍ରହ
୧୪) ବିଲି ବିଲି କଣ ଅଟେ ? ଉତ୍ତର- ଅଷ୍ଟ୍ରେଲିଆରେ ଚାଳୁଥିବା ଉଷଣକଟିବନ୍ଧିୟ ଝଡ
୧୫) ବେଙ୍ଗଇ କଣ ଅଟେ ? ଉତ୍ତର- ପଶ୍ଚିମ ଏସିଆର ଜନଜାତି
୧୬) ବିଶ୍ୱର ସବୁଠାରୁ ଉଚ୍ଚତମ ଜଳପ୍ରପାତ କେଉଁ ଦେଶରେ ଅଛି? ଉତ୍ତର- ବେନଜୁଏଲା, ଦକ୍ଷିଣଆଫ୍ରିକା
୧୭) ଗଙ୍ଗା ଡେଲଟା ଶୀର୍ଷରେ କେଉଁ ପାହାଡ ଅଛି ? ଉତ୍ତର- ରାଜମହଲ ପାହାଡ ।
୧୮) ଖାସି ଓ ଜେନ୍ତିଆ ପାହାଡ କେଉଁ ରାଜ୍ୟରେ ଅଛି ? ଉତ୍ତର- ମେଘାଳୟରେ
୧୯) ଅମରକଣ୍ଟକ ପଠାରରୁ ବାହାରିକରି ଅଲଗା ଅଲଗା ଦିଗରେ ବହୁଥିବା ଦୁଇ ପ୍ରମୁଖ ନଦୀଗୁଡିକ କଣ ? ଉତ୍ତର- ନର୍ମଦା ଓ ସୋନ୍ ନଦୀ
୨୦) ସେ କେଉଁ ଜାଗା ଅଛି ଯେଉଁଠିକୁ ୧୦୦ ଲୋକ ଯାଇଥାନ୍ତି କିନ୍ତୁ ଆସିଥାନ୍ତି ୧୦୧ ଜଣ ଲୋକ ? ଉତ୍ତର- ବରଯାତ୍ରୀ ।