October 9, 2024

Odia Express

Leading Odia News Portal of Odisha

IAS Interviews ପ୍ରଶ୍ନ : ସେ କେଉଁ ପଶୁ ଅଟେ ଯିଏ ଭୋକ ଲାଗିଲେ ନିଜ ଶରୀରକୁ ବି ଖାଇପାରେ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କ୍ଷେତ୍ରଫଳର ସଂନ୍ଧର୍ଭରେ ଭାରତର ସବୁଠାରୁ ବଡ ଚାରି ରାଜ୍ୟ ଅବରୋହି କ୍ରମ କଣ ଅଟେ ? ଉତ୍ତର- ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ

୨) ଉଲାନ ଉଦେ ନାମକ ବିଖ୍ୟାତ ଜଙ୍କସନ କେଉଁ ବଡ ରେଳମାର୍ଗରେ ଅଛି ? ଉତ୍ତର- ଟ୍ରାନ୍ସ ସାଇବେରିଆନ୍ ରେଳମାର୍ଗ

୩) ଭାରତରେ ସବୁଠାରୁ ଅଧିକା ଉପଯାଉ ମୃଦା କେଉଁଟା ଅଟେ ? ଉତ୍ତର- ଜଲୋଢ(ଅଲ୍ୟୁବିୟଲ)

୪) ଗ୍ଲୋବରେ କର୍କ ରେଖା ଭାରତର କେଉଁ କେଉଁ ରାଜ୍ୟରେ ହୋଇକରି ଯାଇଥାଏ ? ଉତ୍ତର- ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ଝାରଖଣ୍ତ, ପଶ୍ଚିମ ବଙ୍ଗାଳ, ତ୍ରିପୁରା, ଓ ମିଜୋରାମ୍ ଆଠଟି ରାଜ୍ୟ ହୋଇକରି ।

୫) ଭାରତର କେଉଂ ରାଜ୍ୟର ସୀମାରେ ମିଆଁମାର୍ ସୀମା ମିଶିଥାଏ ? ଉତ୍ତର- ମିଜୋରାମ୍, ମଣିପୁର, ନାଗାଲାଣ୍ତ, ଅରୁଣାଚଳ ପ୍ରଦେଶ ଚାରୋଟି ରାଜ୍ୟ ।

୬) କେଉଁ ରାଷ୍ଟ୍ରିୟ ମାର୍ଗର ଲମ୍ବା ଅଧିକାଅଟେ ? ଉତ୍ତର- NH-7 ବାରଣାସୀରୁ କନ୍ୟାକୁମାରୀ ୨୩୬୯ କିମି )

୭) ଟାରସ ଜଳସନ୍ଧି କେଉଁ ଦୁଇ ଦେଶକୁ ଅଲଗା କରିଥାଏ ? ଉତ୍ତର- ଅଷ୍ଟ୍ରେଲିଆ ଓ ପାପୁଆ ନ୍ୟୁଗିନିକୁ

୮) କେଉଁ ସହର ଦୁଇ ରାଜ୍ୟର ସଂଯୁକ୍ତ ରାଜଧାନୀ ଅଟେ ? ଉତ୍ତର- ଚଣ୍ତିଗଡ ପଞ୍ଚାବ ଓ ହରିଆଣାର୍ ରାଜଧାନୀ

୯) କୋଚି ଭାରତର କେଉଁ ସମୁଦ୍ରୀ ତଟରେ ଅଛି ? ଉତ୍ତର- ପଶ୍ଚିମି ଆରବସାଗର ତଟରେ

୧୦) ଭାରତର ଦକ୍ଷିଣତମ ସ୍ଥାନ ଇନ୍ଦିରା କେଉଁ ପଏଣ୍ଟ ସ୍ଥିତ ଅଛି ?  ଉତ୍ତର- ବୃହତ ନିକୋବର ଦ୍ୱିପରେ

୧୧) ପାର୍ବତୀ ପରିଯୋଜନା କେଉଁ ରାଜ୍ୟର ସବୁଠାରୁ ବୃହତ ଜଳବିଦ୍ୟୁତ୍ ପରିଯୋଜନା ରୁପରେ ବିକଶିତ୍ କରାଯିବ ? ଉତ୍ତର- ହିମାଚଳ ପ୍ରଦେଶ

୧୨) ରାଷ୍ଟ୍ରପତି ଶପଥ କିଏ ଦେଇଥାନ୍ତି ? ଉତ୍ତର- ସର୍ବୋଚ୍ଚ ନାୟାଳୟର ମୁଖ୍ୟ ନ୍ୟାୟାଧିଶ ରାଷ୍ଟ୍ରପତିଙ୍କୁ ଶପଥ ଦିଅନ୍ତି ।

୧୩) ସଂସଦର୍ ଦୁଇ ସଦନର ସଂଯୁକ୍ତ ବୈଠକର ଅଧ୍ୟକ୍ଷତା କିଏ କରେ ? ଉତ୍ତର- ରାଷ୍ଟ୍ରପତି

୧୪) କାଉ କେଉଁ ଦେଶର ରାଷ୍ଟ୍ରିୟ ପକ୍ଷି ଅଟେ ? ଉତ୍ତର୍- ଭୁଟାନ୍ ର ରାଷ୍ଟ୍ରିୟ ପକ୍ଷୀ କାଉ ଅଟେ, ଏହା ସେଠାକାର ସବୁଠାରୁ ଶକ୍ତିଶାଳୀ ଦେବତାଙ୍କ ମଧ୍ୟରେ ଜଣେ ଜାରୋଗ୍ ଡୋଗଚେନ୍ ପ୍ରତିନିଧିତ୍ୱ କରିଥାଏ, କାଉ କୁ ବୈଜ୍ଞାନିକ ନାମରେ କୋର୍ବସ୍ ଓ ଦୁନିଆଁରେ ଏହାର ୪୦ ଟି ପ୍ରଜାତି ମିଳନ୍ତି ।

୧୫) ଭାରତର ସଂବିଧାନ ରେ ନୀତି ନିର୍ଦ୍ଧେଶକ ତତ୍ତ୍ୱ କେଉଁ ଦେଶର ସଂବିଧାନରୁ ନିଆଯାଇଛି ? ଉତ୍ତର- ଆୟରଲ୍ୟାଣ୍ତର ସଂବିଧାନରୁ ନିଆଯାଈଛି ।

୧୬) ଫ୍ରାଂନବା ନର୍ନିୟର୍ କେଉଁ ଚିକିତ୍ସକ ଅଟନ୍ତି ? ଉତ୍ତର- ବର୍ନିୟର୍ ଫ୍ରାନ୍ସ ଏକ ପ୍ରସିଦ୍ଧ ଚିକିତ୍ସକ ଅଟନ୍ତି ଏହା ସହ ସେ ଭଜୋହରୀ ଓ ଇତିହାସକାର ବି ଅଟନ୍ତି, ସେ ୬ ଥର ଭାରତ ଯାତ୍ରା କରିଥିଲେ, ୧୬୫୬ ଇସାପୁର୍ବ ଓ ୧୬୬୮ ଇସାପୁର୍ବ ପର୍ଯ୍ୟନ୍ତ ଭାରତରେ ୧୨ ବର୍ଷ ରହିଥିଲେ, ସେ ଶାହଜାହାନ୍ ଙ୍କ ପୁଅ ଦ୍ୱାରା ଶିକୋହ ଚିକିତ୍ସକ ଭାବେ ନିଯୁକ୍ତ୍ ହୋଇଥିଲେ ।

୧୭) ସେ କେଉଁ ପଶୁ ଅଟେ ଯିଏ ଭୋକ ଲାଗିଲେ ନିଜ ଶରୀରକୁ ବି ଖାଇଦେଇପାରେ ? ଉତ୍ତର- ମୁଷା

Leave a Reply

Your email address will not be published. Required fields are marked *