ଜୀବନଚର୍ଯ୍ୟା 24 ସେପ୍ଟେମ୍ବର ୨୦୨୧ ଶୁକ୍ରବାର,ଆଜିର ରାଶିଫଳ – କେମିତି କାଟିବ ଆଜି ଆପଣଙ୍କ ଦିନ – ଏହି ରାଶିକୁ ମିଳିବ ଖୁସି ଖବର,Family ସପୋର୍ଟ ମିଳିବ Odia Express ମେଷ : ଆଜି ଆପଣଙ୍କୁ କାର୍ଯ୍ୟରେ ଟିକେ ସତର୍କ ରହିବାକୁ ପଡିବ | କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କଠିନ ପରିଶ୍ରମ କରିବା ପରେ ମଧ୍ୟ ସମାପ୍ତ ହେବ...