December 10, 2024

Odia Express

Leading Odia News Portal of Odisha

ଦେଶର ବଡ କମ୍ପାନୀ Tata Steel ଦେଲା କର୍ମଚାରୀଙ୍କୁ ବଡ ସୁବିଧା, ପୁଅ ଝିଅ କିମ୍ବା ଜ୍ୱାଇଁଙ୍କୁ ଟ୍ରାନ୍ସଫର୍ କରିପାରିବେ ଚାକିରି ଦେଖନ୍ତୁ କିପରି

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ସବୁ ବ୍ୟକ୍ତି ଏକ ଭଲ କମ୍ପାନୀରେ ଚାକିରି କରିବାକୁ ଭାବେ, ବହୁତ ଲୋକଙ୍କର୍ ଏହି ସ୍ୱପ୍ନ ହୋଇଥାଏ କି ସେ ଟାଟା ଷ୍ଟିଲ୍ ରେ ଚାକିରି କରନ୍ତୁ, ଯଦି ଆପଣ କିମ୍ବା ଆପଣଙ୍କ କିଏ ସଂମ୍ପର୍କୀୟ ଟାଟା ଷ୍ଟିଲରେ ଆରମ୍ଭରୁ ଚାକିରି କରୁହ୍ଚି ତେବେ ଏହା ବଡ ଖୁସିଖବର ବୋଲି ଭାବାଯାଏ । ହଁ ଆଜ୍ଞା, ଟାଟା ଷ୍ଟିଲ୍ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ସୁବର୍ଣ୍ଣ ଭବିଷ୍ୟତ ନାମକ ଏକ ଶାନଦାର୍ ଯୋଜନା ନେଇକରି ଆସିଛି, ଏଥିରେ ଦୁଇଟି ସ୍କିମ୍ କମ୍ପନି ଦ୍ୱାରାଦିଆଯାଈଛି, ଏହି ଦୁହେଁ ଯୋଜନାକୁ ୧ ନଭେମ୍ବରକୁ ଲାଗୁ କରିଦିଆଯାଈଛି ।ଆପଣଙ୍କୁ କହିଦେବୁ କି ଟାଟା ଷ୍ଟିଲ୍ ନିଜ କମ୍ପଚାରିଙ୍କୁ ଏଥିରେ ତାଙ୍କ ପରିବାର୍ ଲୋକଙ୍କୁ ଫାଇଦା ହୋଇପାରେ

ଟାଟା ଷ୍ଟ୍ରିଲ୍ କର୍ମଚାରୀ ଏକ ନିଶ୍ଚିତ ଅବଧିପାଇଁ କମ୍ପାନୀର ସର୍ଭିସ୍ ଦେବାପରେ ଆଶ୍ରିତ ଚାକିରିରୁ ଟ୍ରାନ୍ସଫର୍ କରିପାରିବେ, ଏହାପାଇଁ କମ୍ପାନୀ ଜବ୍ ଫର୍ ଜବ୍ ସ୍କିମ୍ ନେଇକରି ଆସିଛନ୍ତି, ଯଦି ଆପଣ ଜବ୍ ଫର୍ ଜବ୍ ସ୍କିମର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବୟସ ୫୨ ବର୍ଷ୍ ହେବା ଜରୁରୀ, ଏହି ବୟସର କର୍ମଚାରି ନିଜ ଚାକିରି ନିଜ ପୁଅ, ଝିଅ କିମ୍ବା ଜ୍ୱାଇଁଙ୍କୁ ଟ୍ରାନ୍ସଫର୍ କରିପାରିବେ, ଏହା ଛଡା ଇସିଏସ୍ ଲାଭ ପାଇବାପାଇଁ କର୍ମଚାରୀଙ୍କ ବୟସ ୪୫ ବର୍ଷ ହେବା ଉଚିତ୍, ଏହି ସ୍କିମର ଫାଇଦା ସେ ଉଠାଇପାରିବେଯେବେ ଡିପାର୍ଟମେଣ୍ଟାଲ୍ ହେଡ୍ ତାଙ୍କୁ ରିଲିଜ୍ କରିବାର ଅନୁମତି ଦେବେ।

ଯେଊଁ କର୍ମଚାରୀ ଇଏସଏସ୍ ନେବାକୁ ଚାହୁଁଛନ୍ତି , ତାଙ୍କୁ ପରେ ବେସିକ୍ ଡିଏ ରାଶି, ମେଡିକାଲ୍ ସୁବିଧା, ଓ କ୍ୱାଟର୍ ସୁବିଧା ମିଳିପାରିବ, ଯେଉଁ ସୁବିଧା ତାଙ୍କୁ ଇଏସଏସ୍ ନେବାର ୬ ବର୍ଷ ପରେ ମାନେ ୫୮ ବର୍ଷ ବୟସ ପର୍ଯ୍ୟନ୍ତ ଯାହା ଆଗୁଆ ହେବ, ଯଦି ମାନିନିଅନ୍ତୁ କେଉଁ କର୍ମଚାରି ଜବ୍ ଫର୍ ଜବ୍ ଓ ଇଏସଏସ୍ ଏହି ଦୁହେଁ ସ୍କିମର ଲାଭ ଏକା ସାଙ୍ଗେ ଉଠାଇବାକୁ ଚାହୁଁଛନ୍ତି ତେବେଏମିତି ସ୍ଥିତିରେ ତାଙ୍କ ନ୍ୟୁନତମ ବୟସ ତୟ ହୋଇଛି, ଯାହା ୫୦ ବର୍ଷ ଅଟେ, ଏହାପରେ କର୍ମଚାରିଙ୍କୁ ନିଜ ଆବେଦନ ଫର୍ମରେ ସ୍ୱିଚ୍ ଓଭର୍ ଅପଶନ୍ ଟିକ୍ ଲଗାଇବାକୁ ହେବ ।

ଯେଊଁ କର୍ମଚାରୀ ଏହି ଦୁହେଁ ସ୍କିମର ଲାଭ ଏକା ସାଙ୍ଗେ ଉଠାଉଛନ୍ତି, ତାଙ୍କୁ ୫୫ ବର୍ଷ ପର୍ଜ୍ୟନ୍ତ ବର୍ତ୍ତମାନ ବେସିକ୍ ଡିଏ ର ସମୁଦାୟ ରାଶି ମିଳିପାରିବ, ଯାହା ୫୦ ବର୍ଷ ପାର୍ ହୋଇଯିବେ ତାଙ୍କୁ ତାଙ୍କର ଆଶ୍ରିତ ଜବ୍ ଫର୍ ଜବ୍ ପାଇଁ ଟାଟା ଷ୍ଟିଲରେ ଆବେଦନ କରିପାରିବେ, କିନ୍ତୁ ଆପଣଙ୍କ ସୁଚନାପାଇଁ କହିଦେବୁ କି କମ୍ପାନୀ ଆପଣଙ୍କୁ ଚାକିରି ତେବେ ଦେବ ଯେବେ ଏଆଇଟିଟି ପରିକ୍ଷା ପାସ୍ କରିନେବେ ଏହି ପରିକ୍ଷା ପାସ୍ କରିବାପରେ ଆପଣଙ୍କୁ ପ୍ରଥମେ ଟ୍ରେନିଙ୍ଗ୍ ମିଳିବ ।

ଆପଣଙ୍କୁ କହିଦେବୁ କି କମ୍ପାନୀ ଦ୍ୱାରା ବୈଠକ ହୋଇଥିଲା, ଯାହା ବର୍ଷ ୨୦୧୮ ବ୍ୟାଚ୍ ର ୩୧୯ ଅପ୍ରେନ୍ସଟିସ୍ ର ଷ୍ଟାଇପେଣ୍ଟ ୭ ହଜାରରୁ ବଢାଇକରି ୧୫ ହଜାର କରିବାର ନିର୍ଣ୍ଣୟ କରାଗଲା,୨୦୧୮ ର ବ୍ୟାଚର୍ ଟ୍ରେଣ୍ତ ଅପ୍ରେନ୍ସଟିସ୍ ର ଏନସିବିଟି ପରିକ୍ଷା କୋଭିଡ୍ କାରଣରୁ ସ୍ଥଗିତ କରିଦିଆଯାଈଥିଲା, କମ୍ପାନୀ ପ୍ରବନ୍ଧନ ଓ ୟୁନିୟନ ଙ୍କ ମଧ୍ୟରେହୋଇଥିବା ବୁଝାମଣା ମୁତାବିକ କର୍ମଚାରିଙ୍କୁ ବଢାଯାଇଥିବା ବକାୟା ୧ ଜୁଲାଇରୁ ମିଳିବା ଆରମ୍ଭ ହୋଇଯାଈଛି ।

Leave a Reply

Your email address will not be published. Required fields are marked *