July 15, 2024

Odia Express

Here, There and Everywhere

17 ମାର୍ଚ୍ଚ ୨୦୨୩ ଶୁକ୍ରବାର,ଆଜିର ରାଶିଫଳ,କେମିତି କଟିବ ଆଜି ଆପଣଙ୍କ ଦିନ,ଏମାନଙ୍କ ପାଇଁ ଆସିପାରେ ଖୁସି ଖବର…

1 min read

ମେଷ ରାଶି:- ଆଜି ଆପଣ ଆତ୍ମବିଶ୍ବାସରେ ଭରି ରହିବେ। ଆଜି ଆପଣଙ୍କ ଭାଇଙ୍କ ସହିତ ଆପଣଙ୍କ ଧନ ଲାଭ ହୋଇ ପାରେ। ଆଜି ଦିନ ଆପଣଙ୍କ ପାଇଁ ପ୍ରଶଂସା ଓ ଆନନ୍ଦ ସହିତ ଅନେକ ସନ୍ଦେଶ ନେଇ ଆସିବ। ଆଜି ବହୁତ ଲୋକ ଆପଣଙ୍କୁ ପ୍ରଶଂସା କରିବେ।

ବୃଷ ରାଶି:- କଳା ସହିତ କ୍ଷେତ୍ରରେ ସଫଳତା ହାସଲ କରିବେ।ଥକା ଓ ଦୁର୍ବଳତାକୁ ଦୂର କରିବା ପାଇଁ ଯୋଜନା କରନ୍ତୁ। ଆଜି ଆପଣଙ୍କ ଜୀବନ ସାଥି ସହିତ ମିଶି କିଛି ଆର୍ଥିକ ଯୋଜନା କରି ପାରନ୍ତି। ପରିବାର ଲୋକଙ୍କ ସହିତ ଆନନ୍ଦରେ ସମୟ ଅତିବାହିତ କରିବେ।

ମିଥୁନ ରାଶି:- ଆପଣ ଦୁଃଖୀ ହୋଇ ପାରନ୍ତି ଆଜି ଆପଣଙ୍କ ବିବାହ ପାଇଁ ଶୁଭ ସମୟ ରହିଛି। ଖାଲି ସମୟରେ ମାତାଙ୍କ ସେବା କରିବାକୁ ଚାହିଁବେ।

କର୍କଟ ରାଶି:- କର୍ମ କ୍ଷେତ୍ରରେ ଧିରେ ସୁସ୍ଥେ ଗତି କରି ସଫଳତା ପାଇବେ। ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।

ସିଂହ ରାଶି:- ଆଜିର କର୍ମ କ୍ଷେତ୍ରରେ କେତେକ ସାମାନ୍ୟ ଭୁଲ କାରଣରୁ ବି ଶୃଙ୍ଖଳିତ ହୋଇପାରେ। ଅଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି।

କନ୍ୟା ରାଶି:- କର୍ମ କ୍ଷେତ୍ରରେ ଖରାପ ଭାବନା ବଢ଼ି ପାରେ, ସେଥିପାଇଁ ସତର୍କତା ରୁହନ୍ତୁ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା ପାଇଁ ସାମାଜିକ ଗତିବିଧି ଏକ ଉତ୍ତମ ସୁଯୋଗ ପ୍ରଦାନ କରିବ ନିଜର ଜୀବନ ସାଥିର ଛୋଟ ଭୁଲକୁ କ୍ଷମା କରି ଦିଅନ୍ତୁ।

ତୁଳା ରାଶି:- ସଭା ସମିତିରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇ ପାରନ୍ତି। ଆଜି ଅବଶ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବା ପାଇଁ ସ୍ଥିର କରିବେ। ଏହି ରାଶିର ଲୋକଙ୍କୁ ଆଜି ଜମି ଜମା ମାମଲାରେ ଖର୍ଚ୍ଚାନ୍ତ ହେବେ। ଅଚାନକ ହୋଇଥିବା ପ୍ରେମ କାରଣରୁ ଅସୁବିଧା ହୋଇ ପାରେ।

ବିଛା ରାଶି:- ନୂତନ ଯୋଜନା ପାଇଁ କର୍ମ ତତ୍ପର ହୋଇ ଉଠିବେ।ମହିଳା ମାନେ ଖୋଜୁଥିବା ଜିନିଷ ଅଚାନକ ପାଇଯିବେ। ଅଚାନକ ଲାଭ ମିଳିପାରେ।

ଧନୁ ରାଶି:- କିଛି କୌତୁହଳ କଥା ପଢ଼ି ମାନସିକ ବ୍ୟାୟାମ କରନ୍ତୁ।ଆଜି ଭଲ ପାଇବା ପାଇଁ ସୁଯୋଗ ମିଳିବ। କାର୍ଯ୍ୟାଳୟରେ ଶାନ୍ତ ବିଚାର ଆପଣଙ୍କ ମନକୁ ଉତ୍ସାହିତ ରଖିବ। ନିଜର ସାହସର ଲାଭ ଉଠାନ୍ତୁ ଓ ନୂଆ ବନ୍ଧୁ କରିବା ପାଇଁ ପ୍ରୟାସ କରନ୍ତୁ।

ମକର ରାଶି:- ବହୁ ପ୍ରତିକ୍ଷିତ ଖବର ଆଜି ଆପଣ ପାଇବେ।ଆପଣଙ୍କ ଦାନ କରିବାର ବ୍ୟବହାର। ଆପଣଙ୍କ ପାଇଁ ଆଶୀର୍ବାଦ ଭଳି ହେବ।

କୁମ୍ଭ ରାଶି:- ବ୍ୟବସାୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ ହୋଇ ପାରେ।ଘଟଣାକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ।ପରିବାର ଲୋକ ଆପଣଙ୍କ ବିଚାରରେ ସମର୍ଥନ ଦେବେ। ଆଜି ଯାହା ନିବେଶ କରିବେ ତାହା ଲାଭକାରୀ ହେବ। ଆପଣଙ୍କୁ ଅନୁଭବ ହେବ କି ବିବାହ ସମୟରେ ଯାହା ଶପଥ ନେଇ ଥିଲେ ଏହା ସତ।

ମୀନ ରାଶି:- କର୍ମ କ୍ଷେତ୍ରରେ ଧର୍ଯ୍ୟର ସହିତ ସମସ୍ୟାର ମୁକାବିଲା କରିବେ। ଆଜି ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ।

ଏହି ରାଶିଫଳ ୧୬ ମାର୍ଚ୍ଚର ଅଟେ।

ତେବେ ଆପଣଙ୍କର ଯେଉଁବି ରାଶି ହେଉ ଆପଣ ସର୍ବଦା ସତ୍ୟ ପଥରେ ରୁହନ୍ତୁ, ଭଗବାନଙ୍କ ନାମ ଜପ କରନ୍ତୁ, ସଫଳତା ହାସଲ କରିବେ।

Leave a Reply

Your email address will not be published. Required fields are marked *