January 18, 2026

Odia Express

Leading Odia News Portal of Odisha

ଆନନ୍ଦପୁର ରେ ଅମଲା ସଙ୍ଘ ର କଲମ ଛାଡ଼ ଆନ୍ଦୋଳନ !

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅମଲା ସଙ୍ଘ କର୍ମଚାରୀ ମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ରେ ବସିଛନ୍ତି !

ଗତ ମାସ ରାଜ୍ୟ ସରକାର ଙ୍କ ପ୍ରତିଶୃତି ମୁତାବକ ରାଜସ୍ବ ବିଭାଗ ଅମଲା କର୍ମଚାରୀ ମାନଙ୍କ ଦାବି ପୂରଣ ନିମନ୍ତେ ଭୁବନେଶ୍ୱର ବ୍ଲକ ସମ୍ମିଳନୀ କକ୍ଷ ରେ ହୋଇଥିବା ବୈଠକ ରେ ନିଷ୍ପତି ନିଆଯାଇଥିଲା, କିନ୍ତୁ ଗୋଟେ ମାସ ବିତି ଗଲେ ମଧ୍ୟ କୌଣସି ପ୍ରକାର ଦାବି ପୂରଣ ହୋଇନଥିବାରୁ ପୁନର୍ବାର ଦୁଇ ଦଫା ଦାବି ନେଇ ଅମଲା ସଙ୍ଘ କଲମଛାଡ ଆନ୍ଦୋଳନ କୁ ଓଲ୍ହାଇଛି !
ଆନନ୍ଦପୁର,,ଦୀପକ ମହାରଣା