ୟୁଟ୍ୟୁବର ରାହୁଲ ମୃତ୍ୟୁକୁ ବିତିଗଲା ଏଗାର ଦିନ ଝୁରୁଛି ସ୍ତ୍ରୀ ତ୍ରିଷ୍ଣା,ତିନି ମାସ ର ବିବାହ 11 ବର୍ଷର ଭଲ ପାଇବା ଭୁଲି ପାରୁନି ସ୍ତ୍ରୀ ତ୍ରିଷ୍ଣା
ୟୁଟ୍ୟୁବର ରାହୁଲ ମୃତ୍ୟୁକୁ ବିତିଗଲା ଏଗାର ଦିନ ଝୁରୁଛି ସ୍ତ୍ରୀ ତ୍ରିଷ୍ଣା,ତିନି ମାସ ର ବିବାହ 11 ବର୍ଷର ଭଲ ପାଇବା ଭୁଲି ପାରୁନି ସ୍ତ୍ରୀ ତ୍ରିଷ୍ଣା,ସୋସିଆଲ ମିଡିଆରେ ତ୍ରିଷ୍ଣା ଲେଖିଛନ୍ତି – ମୁଁ ଏଇ ଭଲ ପାଇବା ପାଇଁ ତୋ ସହ ଥିଲି…କାଇଁ ଏମିତି ଭଲ ପାଉଥିଲୁ ମତେ…କାଇଁ ଏତେ special feel କରଉଥିଲୁ…ତୋ ବିନା ରହି ହଉନି ଜମା..ତୋ ଭଳିଆ ଭଲ ପାଇବା ଆଉ କେହି ଦେବେନି ମତେ..ଆଜିକୁ ୧୦ ଦିନ ହେଇଗଲା ତୁ ଛାଡିକି ଯିବା…trishna trishna ନ ହେଲେ ତୋ ଦିନ ଆରମ୍ଭ ହଉନଥିଲା
ଏବେ ତୁ କେମିତି ରହୁଥିବୁ ମୁଁ ଜାଣିନି…କିନ୍ତୁ ଏତିକି ଜାଣିଛି ତୁ ମୋ ବିନା ରହିପାରୁନଥିବୁ…ଆଉ ମୁଁ ଭି ରହିପାରୁନି…ଭଗବାନ ସବୁ ନେଇଗଲେ ମୋଠୁ କିନ୍ତୁ ଏତିକି ଦୟା କରନ୍ତୁ ମୋ ଉପରେ..ତୋ presence ମୁଁ ସବୁ ବେଳେ ଯେମିତି feel କରେ…ମୋ ପାଖା ପାଖି ସବୁ ବେଳେ ତୁ ଯେମିତି ରହ…ମତେ ସବୁ ବେଳେ ତୁ ଦରକାର ଥିଲୁ…ଆଜି ଭି ତୁ ଦରକାର ମତେ…ସବୁ ବେଳେ ତୋ ଉପରେ ଗର୍ବ କରେ..ତୁ ମତେ ଯେମିତି ଭଲ ପାଉ ଆଉ କେହି କାହାକୁ ଏମିତି ଭଲ ପାଉନଥିବେ କିନ୍ତୁ ଭଗବାନ ସବୁ ନେଇଗଲା ମୋ ଠୁ…କିନ୍ତୁ ତୁ ଯେତିକି memory ଛାଡିକି ଯାଇଛୁ ସେଇ memory ରେ ମୁଁ ରହିଯିବି…କିନ୍ତୁ ତୋ ଠୁ ଅଧିକ ଭଲ ପାଇବା ମତେ କେହି ଦେଇପାରିବେନି
ଗର୍ବ ର ସହ ମୁଁ କୁହେ ମୋ rahul ଯେମିତି ବିନା ସ୍ୱାର୍ଥ ରେ ଭଲ ପାଉଥିଲା ସେମିତି କିଏ କାହାକୁ ପାଇକି ଦେଖାଅ…କିନ୍ତୁ ଭଗବାନ ସାହିପାରିଲାନି ଆମ ଭଲ ପାଇବା…ତୁ ଯୋଉଠି ଭି ଥା କିନ୍ତୁ ମୋ ସହିତ please ଥା..ତୋ presence ଯଦି ମୁଁ feel ନ କରିବି ମୁଁ ଜମା ରହିପାରିବିନି…10ଦିନ ଯେମିତି ତୁ ମତେ feel କରେଇଲୁ ତୋ presence ବାସ ମୁଁ ମଲା ଯାଏ ସେମିତି feel କରିବାକୁ ଚାହେଁ
ସବୁ ବେଳେ ମତେ କହୁ ମୁଁ ଯଦି ମରିଯିବି ତାପରେ ବି ଭୁତ ହେଇକି ତୋ ସହିତ ରହିବି…ଏଇ promise ପୁରା କରିବାର time ଏବେ ଆସିଯାଇଛି ତୁ ମତେ ସବୁ ବେଳେ କହୁ ମୁଁ ତୋ ସ୍ୱାମୀ ହେଇକି ସବୁ ବେଳେ ରହିବାକୁ ଚାଁହୁଛି..ଆଜି ତୁ ପଳେଇଛୁ ସତ କିନ୍ତୁ ମୋ ସ୍ୱାମୀ ହେଇକି ଯାଇଛୁ ତୋ ଭଳିଆ ଭଲ ପାଉଥିବା ସ୍ୱାମୀ ସବୁ ଜନ୍ମ ରେ ମତେ ମିଳୁ
