ଫଟୋରେ ଦେଖାଯାଉଥିବା ଏହି କ୍ୟୁଟ୍ ଛୁଆ ହୋଇସାରିଛି ଏବେ ଏତେ ବଡ ସୁପରଷ୍ଟାର୍ , କୋଟି କୋଟି ଲୋକ ତାଙ୍କର ଫ୍ୟାନ୍ , କଣ ଆପଣ ଚିହ୍ନିଛନ୍ତି କିଏ ସେ..

ଏମିତି ତ ଆପଣ ବହୁତ ବଲିଉଡ୍ କଳାକାରଙ୍କ ଛୁଆବେଳର ଫଟୋ ଦେଖିଥିବେ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ୟୁଟ୍ ଅଭିନେତାଙ୍କ ବିଷୟରେ କହିବାକୁ ଯାଊଛୁ , ଯାହାଙ୍କୁ ସେମିତି ବଲିଉଡ୍ ଫିଲ୍ମରେ କାମ କରିନାହାନ୍ତି , କିନ୍ତୁ ଆଜି ବି ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଛନ୍ତି , ହଁ ଆଜ୍ଞା ଆଜି ତାଙ୍କର ସମସ୍ତେ ଷ୍ଟାଇଲ୍ ଓ ଲୁକ୍ସର ଦିୱାନା ହୋଇଛନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଅଭିନେତାଙ୍କ୍ ଛୁଆ ବେଳର ଫଟୋ ଦେଖାଇବାକୁ ଯାଊଛୁ , ଯାହାଙ୍କୁ ଆପଣ ବହୁତଥର ଫିଲ୍ମରପରଦାରେ ଦେଖିସାରିଛନ୍ତି , କିନ୍ତୁ ଏହି ଫଟୋଗୁଡିକ ଦେଖିବାପରେ ଆପଣ ଚିହ୍ନିବି ପାରିବେ ନାହିଁ , ଆପଣଙ୍କୁ କହିଦେବୁ କି ଏହି ହିରୋ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିରେ ରାଜ୍ କରୁଛି , ଓ ଏବେ ସେ ସାଉଥ୍ ଫିଲ୍ମରେ ସୁପର୍ ଷ୍ଟାର୍ ଅଛନ୍ତି ।
ହଁ ଆଜ୍ଞା ଆଜ୍ଞା କଥା ହେଉଛୁ ଆଉ ଜଣେ ଅଭିନେତାଙ୍କର ସେ ମହେଶ ବାବୁ କିମ୍ବା ପ୍ରଭାସ ନୁହନ୍ତି , ବର୍ଂ ସେହି ଅଭିନେତା ଯିଏକି ଆର୍ୟା ହୋଇକରି ସମସ୍ତଙ୍କ ହୃଦୟ ଚୋରି କରିଥିଲେ, ଆମେ ଆଜି ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ଆଲୁ ଅର୍ଜୁନଙ୍କ କଥା କହୁଛୁ , ଯିଏକି ଛୁଆବେଳରେ ବହୁତ ହ୍ୟାଣ୍ତସମ୍ ଦେଖାଯାଉଥିଲେ , ଆଲୁ ଅର୍ଜୁନଙ୍କ ଜନ୍ମ ୮ ଅପ୍ରେଲ୍ ୧୯୮୩ ରେ ଚେନ୍ନାଇରେ ହୋଇଥିଲା। ସେ ହିନ୍ଦି ଫିଲ୍ମରେ କେବେ କାମ କରିନାହାନ୍ତି , କିନ୍ତୁ ତା ସତ୍ତ୍ୱେ ବି ଅଭିନୟ ଓ ନିଜ କାମ ପାଇଁ ଏକ ଅଲଗା ପରିଚୟ ବନାଇଛନ୍ତି , କିନ୍ତୁ ତାଙ୍କର ଅଭିନୟ ଓ କାମ ପାଇଁ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି , ତେବେ ପୁରା ଦୁନିଆଁ ତାଙ୍କୁ ଭଲରେ ଚିହ୍ନିଛି , ଆଜିସେ କେଉଁ ପରିଚୟର ଆବଶ୍ୟକତା କରୁନାହାନ୍ତି ।
ସେମିତି ଆଲୁ ଅର୍ଜୁନ୍ ବହୁତ ବିଜ୍ଞାପନରେ ନଜର ଆସିଛନ୍ତି , ସେମିତି ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆଲ୍ଲୁ ଅର୍ଜୁନ୍ ଜଣେ ଭଲ ଅଭିନେତା ନୁହନ୍ତି , ବରଂ ଜଣେ ଫିଲ୍ମ ନିର୍ମାତା, ଡ୍ୟାନ୍ସର୍ , ଓ ବହୁତ ଭଲ ପ୍ଲେ ବ୍ୟାକ୍ ସିଙ୍ଗର୍ ବି ଅଟନ୍ତି , ତାଙ୍କ ମଧ୍ୟରେ କେବଳ ଅଭିନୟର ଜଲୱା ନାହିଁ , ବରଂ ଆହୁରି ବହୁତ କିଛି ଦକ୍ଷତା ଅଛି , ଆଲୁ ଅର୍ଜୁନ୍ ସାଉଥ୍ ଫିଲ୍ମର କ୍ୟାରିୟର୍ ୨୦୦୩ ମସିହାରେ ଗଙ୍ଗୋତ୍ରି ଫିଲ୍ମରୁ କରିଥିଲେ, କହିଦେବୁ କି ଏହି ଫିଲ୍ମ ପାଇଁ ସେ କଡା ପରିଶ୍ରମ କରିଥିଲେ , ଏହି କାରଣରୁ ତାଙ୍କ ପ୍ରଥମ ଫିଲ୍ମ ସୁପରହିଟ୍ ହୋଇଥିଲା , ପ୍ରଥମ ଫିଲ୍ମ ସୁପରହିଟ୍ ହେବା ପରେ ଆଲୁ ଅର୍ଜୁନ୍ ପଛକୁ ବୁଲି ଚାହିଁନାହାନ୍ତି ।
ସେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇଚାଲିଲେ ଓ ଦର୍ଶକଙ୍କ ହୃଦୟରେ ଜାଗା ବନାଇଚାଲିଲେ , ମାନେ ଆମେ ସିଧା ଶବ୍ଦରେ କହିବା ଲଗାତାର ସଫଳତାର ସିଡି ଚଢି ସେ ସାଉଥ୍ ଫିଲ୍ମ ଇଣ୍ତଷ୍ଟ୍ରିର ସୁପରଷ୍ଟାର୍ ହୋଇଗଲେ, କିନ୍ତୁ ସବୁବେଳେ ତାଙ୍କ ଫିଲ୍ମ ଦେଖିବାର ବହୁତ ମଜା ଆସିଥାଏ , କହିଦେବୁ କି ସନ୍ ଅଫ୍ ସତ୍ୟମୁର୍ତ୍ତି , ରେସ୍ ଗୁରମ୍ , ସରାଇନାଡୁ, ଆର୍ୟା ୨ , ଡିଜେ , ଓ ଲକି ଦି ରେସର୍ ଆଦି ଫିଲ୍ମରେ ଆଲ୍ଲୁ ଅର୍ଜୁନ୍ ସ୍ମରଣୀୟ ଫିଲ୍ମରୁ ଜଣାଯାଏ ।। ସେମିତି କହିଦେବୁ କି ଆଲୁ ଅର୍ଜୁନ୍ ୨୦୧୧ ରେ ସ୍ନେହା ରେଡ୍ଡିଙ୍କୁ ବିବାହ କରିଥିଲେ । ସେମିତି ତାଙ୍କ ସ୍ତ୍ରୀଙ୍କୁ ଫିଲ୍ମରେ କୌଣସି ଇଚ୍ଛା ନାହିଁ କିନ୍ତୁ ସେ କେଉଁ ଅଭିନେତ୍ରୀଙ୍କ ଠାରୁ କମ୍ ଲାଗୁନାହାନ୍ତି ।