July 2, 2025

Odia Express

Leading Odia News Portal of Odisha

୨୦୨୦ ଆଗାମୀ ୧୧ ମାସ ରେ ରାଜା ଭଳି ଜୀବନ ବିତାଉଥିବା ଏହି ରାଶିର ଲୋକମାନଙ୍କୁ, ମିଳିବ ସବୁଠାରୁ ବଡ ଖୁସି ଖବର, ହେବ ବୃହତ ଧନଲାଭ…

ଆମମାନଙ୍କ ଜୀବନରେ ତଳଉପର ଲାଗିରହିଥାଏ ଯାହାଦ୍ଵାରା କେବେ ଆମମାନଙ୍କୁ ବହୁତ ଖୁସି ମିଳେ ତ କେବେ ଆମେ ସମସ୍ତଙ୍କୁ ଦୁଃଖର ସମ୍ମୁଖୀନ ହେବାକୁ ପଡିଥାଏ କିନ୍ତୁ ଆମେ ଜାଣିପାରୁନାହୁଁ ଯେ ଏସବୁ ହେଉଛି କିପରି ତ ଆପଣମାନଙ୍କୁ ଆଜି ଆମର ଜ୍ୟୋତିଷ ବିଶେଷଜ୍ଞ ଜଣାଉଛନ୍ତି ଯେ ଏସବୁ ଘଟନାର ମୁଖ୍ୟ କାରଣ ଗ୍ରହ ଚଳନ ଯୋଗୁ ହେଉଛି । ଏହି ଚଳନ କାରଣରୁ ଆମମାନଙ୍କୁ ନିଜ ଜୀବନରେ ଅନେକ ବଡ ପରିବର୍ତ୍ତନ ଦେଖିବାକୁ ମିଳେ ଓ ଏସବୁ ସହିତ ଏହା ସମସ୍ତେ ଜାଣନ୍ତି ଯେ ୨୦୨୦ ଆରମ୍ଭ ହେଇ ସାରିଛି ବ ଓ ଏମିତିରେ ସମସ୍ତେ ନୂଆ ବର୍ଷକୁ ଅଧୌର୍ଯ୍ୟ ହୋଇ ପ୍ରତୀକ୍ଷା କରୁଛନ୍ତି । ଯଦି ଆପଣଙ୍କୁ ଏହା ଜଣାଥାଏ ଯେ ଆସୁଥିବା ନୂତନ ବର୍ଷ ଆପଣଙ୍କ ପାଇଁ ଖୁସି ନେଇ ଆସୁଅଛି, ତେବେ ଉତ୍ସବର ମଜା ଦୁଇଗୁଣ ହୋଇଯିବ ।

ପ୍ରାଚୀନ ଜ୍ୟୋତିଷଗ୍ରନ୍ଥରେ ମୋଟ 32ପ୍ରକାରର ରାଜଯୋଗ ବିଷୟରେ କୁହାଯାଇଛି । ଯେଉଁ ମନୁଷ୍ୟର କୁଣ୍ଡଳୀରେ 32ପ୍ରକାରର ସମସ୍ତ ଯୋଗ ପୂର୍ଣ୍ଣ ରୂପେ ଘଟିତ ହୋଇଯାଏ, ସେ ମନୁଷ୍ୟ ଚକ୍ରବର୍ତ୍ତୀ ସମ୍ରାଟ ହୋଇଥାନ୍ତି ଓ ଆସୁଥିବା ଏହି ନବବର୍ଷରେ ଏକ ଏଭଳି ଶୁଭଯୋଗ ନିର୍ମିତ ହେଉଛି ଯେଉଁଥିରେ 3ରାଶିର କୁଣ୍ଡଳୀରେ ରାଜଯୋଗ ନିର୍ମିତ ହୋଇଛି । ଯେଉଁ କରଣରନୁ ଏମାନଙ୍କ ନିମନ୍ତେ ନୂଆବର୍ଷ ବହୁତ ଶୁଭ ପ୍ରମାଣିତ ହେବାକୁ ଯାଉଛି ଓ ଆପଣଙ୍କ ଜୀବନରେ ବୃହତ ସଫଳତା ହାସିଲ କରିବାର ସୁଯୋଗ ରହିଛି । ତେବେ ଆସନ୍ତୁ ଜାଣିବା ଏହି 3ରାଶି ସବୁ କିଏ .

ତୁଳାରାଶି:- ତୁଳାରାଶିର ଜାତକ ମାନଙ୍କ ପାଇଁ ୨୦୨୦  ବହୁତ ଶୁଭ ହେବାର ଅଛି । ସବୁ ବିଗିଡି ଯାଇଥିବା କାମ ସଜାଡି ହୋଇଯିବ । ଜ୍ୟୋତିଷ ବିଶେଷଜ୍ଞଙ୍କର ଭବିଷ୍ୟବାଣୀ କରିଛନ୍ତି ଯେ ଆସୁଥିବା ଏହି ନୂଆବର୍ଷରେ ଏହି ରାଶି ମାନଙ୍କ ନିମନ୍ତେ ଶୀଘ୍ର ଧନୀ ହୋଇପାରନ୍ତି ଓ ଏମାନଙ୍କୁ ଅନେକ ବଡବଡ ଲାଭ ହେବ ଓ ଏମାନଙ୍କ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ରୋଜଗାରର ନୂତନ ଅବସର ପ୍ରାପ୍ତ ହେବ , ତାସହିତ ଆର୍ଥିକ ପରିସ୍ଥିତି ମଧ୍ୟ ଶକ୍ତିଶାଳୀ ହେବ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି, ବ୍ୟବସାୟରେ ଲାଭ ହେବ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହେବ । ଯେଉଁ ମାନେ ବିଦ୍ୟାର୍ଥୀ ଅଛନ୍ତି ତାଙ୍କୁ ପ୍ରତିଯୋଗୀତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ । ଆସୁଥିବା ସମୟ ଆପଣଙ୍କ ନିମନ୍ତେ ଆନନ୍ଦଦାୟକ ରହିବ ।

ସିଂହ ରାଶି:- ଜ୍ୟୋତିଷଙ୍କ ଅନୁଯାୟୀ ଆଗାମୀ ବର୍ଷ ସିଂହ ରାଶି ଜାତକ ମାନଙ୍କ ନିମନ୍ତେ ବହୁତ ଶୁଭ ରହିବ ଓ ଏମାନଙ୍କର ଅନେକ ପ୍ରକାର ନୂତନ ଲାଭ ପ୍ରାପ୍ତ ହେବ କିମ୍ବା ଏପରି ମଧ୍ୟ କୁହାଯାଇପାରେ ଯେ ଏମାନେ ଏକ ରାଜା ଭଳି ନିଜର ଜୀବନ କଟେଇବେ। ଏହି ରାଶିର ଲୋକ ନିଜର ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପିତ କରିବେ ଯାହାଦ୍ଵାରାଜୀବନରେ ଖୁସି, ଶାନ୍ତି ଓ ସମୃଦ୍ଧି ଆସିବ। ଭାଗ୍ୟ ବହୁତ ଦ୍ରୁତ ଗତିରେ ସକାରାତ୍ମକ ପରିବର୍ତ୍ତନ ଆଡକୁ ମୁହେଁଇବ । ଚାକିରି ବୃତ୍ତି ର ବ୍ୟକ୍ତିଙ୍କର ଆୟରେ ବୃଦ୍ଧି ଘଟିବ ଓ ପଦୋନ୍ନତିର ଯୋଗ ନିର୍ମିତ ହୋଇଛି । କାର୍ଯ୍ୟକ୍ଷେତ୍ରରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ବିଦ୍ୟାର୍ଥୀ ବର୍ଗଙ୍କୁ ସଫଳତା ଅବଶ୍ୟ ମିଳିବ ।

କୁମ୍ଭ ରାଶି:- ଜ୍ୟୋତିଷଙ୍କ ଅନୁଯାୟୀ ଆଗାମୀ ସମୟ ଏହି ରାଶିର ଲୋକଙ୍କ ନିମନ୍ତେ ବହୁତ କିଛି ଦେଇକରି ଯିବ ଓ ସମାଜରେ ଏହି ରାଶିର ବ୍ୟକ୍ତିଙ୍କର ମାନସମ୍ମାନ ବୃଦ୍ଧି ହେବ ଓ ଲୋକଙ୍କ ମଧ୍ୟରେ ତାଙ୍କର ପ୍ରଶଂସା କରାଯିବ । ଏହି ବର୍ଷ ରୋଜଗାରର ନୂତନ ଅବସର ଖୋଜୁଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟରେ ସଫଳତା ମିଳିବ। ଆୟର ସାଧନ ବଢିବ ଯାହାଦ୍ଵାରା ବହୁତ ଧନ ଆସିବ । ଆପଣଙ୍କୁ କୌଣସି ନୂତନ ଯୋଜନାର ଲାଭ ମିଳିପାରିବ । ଆପଣଙ୍କୁ କାର୍ଯ୍ୟସ୍ଥଳରେ ପ୍ରତିସ୍ପର୍ଦ୍ଧା ବୃଦ୍ଧି ଘଟିପରେ , ଆପଣ ନିଜ ଜୀବନରେ ସଫଳତାର ସିଡି ପର୍ଯ୍ୟନ୍ତ ପହଞ୍ଚି ପାରିବେ ।

Leave a Reply

Your email address will not be published. Required fields are marked *