ଏହି ଲୋକପ୍ରିୟ ଅଭିନେତ୍ରୀ ନିଜ ଭାଇଙ୍କୁ ବିବାହ କରିନେଇଥିଲେ , ଏବେ ୧୫ ବର୍ଷ ପରେ ଏହି କାରଣରୁ ହେବ ତାଙ୍କର ଛାଡପତ୍ର….
 
                ସୋସିଆଲ୍ ମିଡିଆରେ ଆମେ ଛୋଟ ପରଦା , ଓ ବଡ ପରଦା, ଖେଳ ଜଗତର ଖବର ମାନ ପାଇଥାଉ । ଆଜିର ସମୟରେ ଆମ ପସନ୍ଦର ସେଲିବ୍ରେଟିଜ୍ ଙ୍କ ପର୍ସନାଲ୍ ଲାଇଫ୍ ରେ କଣ ଘଟୁଛି ତାହା ଫାନ୍ସ ମାନେ ଜାଣିବାକୁ ଉତ୍ସୁକ ରୁହନ୍ତି , ଆଜି ଆମେ ଆପଣଙ୍କ ପାଇଁ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଖବର ଆଣିଛୁ , ଯାହା ଛୋଟ ପରଦା ସହ ଯୋଡି ହୋଇଛି , ଆପଣ ୨୦୦୦ ମସିହାରେ ଷ୍ଟାର୍ ପ୍ଲସ୍ ରେ ଏକ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ଏକତା କାପୁର୍ ଙ୍କ ଶୋ କାହାଣୀ ଘର ଘର କି ତ ନିଶ୍ଚିତ ମନେ ରଖିଥିବେ ।ଏହି ଶୋରେ ଏକ ଫେମସ୍ ଶୋ ଥିଲା ଯାହାକି ସମସ୍ତଙ୍କ ମଧ୍ୟରେ ଲୋକପ୍ରିୟ ଥିଲା ବୋଧେ ଏହି କାରଣରୁ ଏହି ଶୋ ପ୍ରାୟ ୮ ବର୍ଷ ଧରି ଚାଲିଲା ,

ଯଦି ଆପଣ ଏହି ଶୋ କୁ ଦେଖିଥିବେ ତେବେ ଏହି ଶୋରେ ସବୁ ଭୁମିକା ଆପଣ ଭଲଭାବେ ଜାଣିଥିବେ , ଯେଉଁଥିରେ ଶୋ ରେ କିରଣ କୁମାର ଓ ଓମ୍ ମାନେ ରିଙ୍କୁ ଧବନ ଦୁହେଁ ଅଭିନେତା ଅଭିନେତ୍ରୀ ଭାଇ ଭଉଣୀ ରୋଲ୍ ରେ ନଜର ଆସିଥିଲେ । କିନ୍ତୁ ଯେମିତି ଏକ ସେଲିବ୍ରେଟିଜ୍ ଙ୍କ ସହ ହୋଇଥାଏ ସେପରି ଗୋଟେ ଶୋରେ କାମ କରୁ କରୁ କେବେ ବନ୍ଧୁତା ହୋଇଯାଏ ଓ ତାପରେ ପ୍ରେମ ଓ ବିବାହ କିଛି ଏପରି ହୋଇଥିଲା ଏହି ଦୁହିଁଙ୍କର ସହ । ଏହି ଦୁହେଁ ଶୋରେ ଅନସ୍କ୍ରିନ୍ ଭାଇ ଭଉଣୀ ରୋଲ୍ କରୁଥିଲେ, ଓ ସାଥିରେ କାମ କରୁ କରୁ ଦୁହେଁ ବନ୍ଧୁ ହୋଇଗଲେ ଓ ପ୍ରେମରେ ଏହ୍ ପରିବର୍ତ୍ତନ ହୋଇଗଲା , ତାପରେ ଦୁହେଁ ବିବାହ କରିବାର ଫଇସଲା କଲେ , ବିବାହ ପରେ ତାଙ୍କର ଏକ ପୁଅ ହୋଇଥିଲା< କିନ୍ତୁ ଏବେ ବିବାହର ୧୫ ବର୍ଷପରେ ଏହି ସଂମ୍ପର୍କ ଏବେ ଖୁସି ନାହିଁ , ଓ ସେମାନେ ଏହି ସଂମ୍ପର୍କକୁ ଏହିଠାରେ ସ୍ଥଗିତ କରିବାକୁ ଚାହୁଁଛନ୍ତି ।

ମିଡିଆରୁ ମିଳିଥିବା ସୁଚନା ମୁତାବିକ ଏହି କଥା ସାମ୍ନାକୁ ଆସିଛି କି ରିଙ୍କୁ ଓ କିରଣ ପ୍ରାୟ ୧ ବର୍ଷ ହେବ ଅଲଗା ଅଲଗା ହୋଇଯାଇଛନ୍ତି , ଓ ଏହି ସଂମ୍ପର୍କରେ ଏବେ ଫାଟ ଦେଖାଦେଇଛି , ଓ ଗତ ବହୁତ ସମୟରୁ ଦୁହେଁଙ୍କ ମଧ୍ୟରେ ଝଗଡା କମିବାର ନାଁ ହିଁ ନେଉନି , ଯାହାକୁ ନେଇ ଦୁହେଁ ଆପସିକ ସହମତିରେ ଛାଡପତ୍ର ନେବାର ନିଷ୍ପତ୍ତି ନେବାର ଜଣାଯାଇଛି । ଯାହାର କାରଣରୁ ସେମାନେ ଏବେ ଛାଡପତ୍ର ନେବାର ଜଣାଯାଊଛି , କିନ୍ତୁ ମିଡୀଆରେ ଏହି ଦୁହେଁଙ୍କର ଛାଡପତ୍ର ନେବାର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି , କିପରି ଦୀର୍ଘ ୧୫ ବର୍ଷପରେ ଏମାନେ ଛାଡପତ୍ର ନେଉଛନ୍ତି ତାହା ଏବେ ଜାଣିବାକୁ ସମସ୍ତେ ଉତ୍ସୁକ ଅଛନ୍ତି ।

ପ୍ରକୃତରେ ଏହି ଦୁହେଁ ଅଭିନେତା ଓ ଅଭିନେତ୍ରୀ ଦୁହେଁ ବହୁତ ପରିପକ୍ୱ ଥିଲେ , ସେମାନେ ଦୁହେଁ ମିଶିକରି ଏହି ନିଷ୍ପତି ନେଇଥିଲେ, ଯେବେ କିରଣଙ୍କୁ ଏହି ଛାଡପତ୍ର ବିଷୟରେ ପଚାରାଗଲା ତେବେ ସେ ଏହା ବିଷୟରେ କିଛି ବି କହିନଥିଲେ, ସେମାନେ ବୋଧେ ଚାହୁଁଥିଲେ କି ଯଦି ତାଙ୍କର ଛାଡପତ୍ର ଖବର ବାହାରେ ଲିକ୍ ହୁଏ ତାହା ତାଙ୍କ ପୁଅ ଉପରେ କୌଣସି ପ୍ରକାରର ଅସୁବିଧା ସୃଷ୍ଟି ନ କରୁ , ଓ ଏହି ଘଟଣା ଚର୍ଚ୍ଚାର ଘେରରେ ଆସୁ , ସେଥିପାଇଁ ସେମାନେ ଏହାକୁ ବ୍ୟକ୍ତିଗତ ଭାବେ ରଖିଥିଲେ, ଏବେ କିରଣ “ୟେ ବାଦା ରହା” ସିରିଆଳ୍ ରେ ନିଜ୍ ଅଭିନୟ୍ ନିଭାଇବା ପାଇଁ ନିଜ ମୂଣ୍ତରୁ ବାଳ କାଟିଦେଇଛନ୍ତି , ଓ ନିଜ ଅଭିନୟରୁ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି , କିରଣ ଏବେ ପର୍ଯ୍ୟନ୍ତ ନିଜ ଅଭିନୟ ପାଇଁ ବହୁତ ଆୱାର୍ଡ ଜିତିଛନ୍ତି ।

 
                         
                                 
                                 
                                