ଆପଣଙ୍କର କିମ୍ବା ଆପଣଙ୍କ ଆଖପାଖରେ କେହି ଯଦି J ଅକ୍ଷର ରୁ ଆରମ୍ଭ ବ୍ୟକ୍ତି ଥାନ୍ତି ତେବେ ତାଙ୍କ ବିଷୟରେ କିଛି ବିଶେଷ କଥା ଜାଣିରଖନ୍ତୁ

ଯେବେ ମଧ୍ୟ ଜ୍ୟୋତିଷଶାସ୍ତ୍ରରେ ନାମ ଆଧାରରେ କାହାର ବ୍ୟକ୍ତିତ୍ବ ବିଷୟରେ ଜାଣିବାର ପ୍ରଶ୍ନ ଉଠିଥାଏ ତ ସମସ୍ତ ଲୋକ ଏହା ଜାଣିବା ନିମନ୍ତେ ଉତ୍ସୁକ ହୋଇଯାନ୍ତି ଯେ ତାଙ୍କର ନାମ କଣ କହିଥାଏ, ତାଙ୍କ ନାମ ର କଣ ଅର୍ଥ ଅଟେ । ଜ୍ୟୋତିଷ ଦୃଷ୍ଟିରେ ଦେଖାଯାଏ ତ ଉତ୍ସୁକତା ମଧ୍ୟ ଠିକ ଅଟେ କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜର ନାମ ସହିତ ଜଡିତ ତଥ୍ୟ ବିଷୟରେ ସୂଚନା ରହିବା ଆବଶ୍ୟକ ଅଟେ। ଅନେକଥର ଏପରି ସୂଚନା ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଜାଣିବାରେ ସାହାଯ୍ୟ କରିଥାଏ, କୌଣସି ବ୍ୟକ୍ତିଙ୍କର ବ୍ୟକ୍ତିତ୍ଵ, ସ୍ଵଭାବ ଓ ତାଙ୍କ ବିଷୟରେ ଅନ୍ୟ ସୂଚନା ଜାଣିବା ନିମନ୍ତେ ଅନେକଥର ତାଙ୍କର ନାମ ହିଁ ଯଥେଷ୍ଟ ହୋଇଥାଏ, ଆଜିର ଆମର ଏହି ପୋଷ୍ଟ ଏହି ବିଷୟରେ ରହିଛି। ଆଜି ଆମେ ସେହି ଲୋକଙ୍କ ବିଷୟରେ କଥା କହିବୁ ଯେଉଁ ମାନଙ୍କର ନାମ J ରୁ ଆରମ୍ଭ ହୋଇଥାଏ । ଏମିତିରେ ଯଦି ଆପଣଙ୍କର କିମ୍ବା ଆପଣଙ୍କ କୌଣସି ନିକଟତରଙ୍କର ନାମ ମଧ୍ୟ J ରୁ ଆରମ୍ଭ ହୋଇଥାଏ ତେବେ ଆପଣଙ୍କୁ Jନାମ ଥିବା ଲୋକଙ୍କ ବିଷୟରେ ଏହି କଥାର ସୂଚନା ରହିବା ବହୁତ ଆବଶ୍ୟକ ଅଟେ।
ଯେଉଁ ଲୋକଙ୍କର ନାମ J ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବନ୍ଧନ ପସନ୍ଦ ନୁହେଁ , ଏମାନେ ସବୁବେଳେ ସ୍ଵାଧୀନ ପକ୍ଷୀ ଭଳି ରହିବା ପସନ୍ଦ କରନ୍ତି । ନିଜର ଏହି ଅଭ୍ୟାସ କାରଣରୁ ଏହି ଲୋକଙ୍କ ସହିତ ଅଧିକ ସମ୍ପର୍କ ଗଢନ୍ତି ନାହିଁ ।
ଏହି ଲୋକମାନେ କାହା ଆଗରେ କିଛିବି କହିଦିଅନ୍ତି, ଏମାନଙ୍କୁ ମୁଖରା କୁହାଯାଏ ତ ଭୁଲ ହେବନାହିଁ , ତାସହ ଏମାନେ ଅଳ୍ପ ସ୍ଵାର୍ଥୀ କିସମର ମଧ୍ୟ ହୋଇଥାନ୍ତି ।
ଏହି ଲୋକମାନେ କୌଣସି ବି ଜିନିଷ ଠାରୁ ଶୀଘ୍ର ବୋର ହେବାରେ ଲାଗନ୍ତି , ଏହି କାରଣରୁ କୌଣସି ବି କାର୍ଯ୍ୟରେ ନିରନ୍ତରତା ରଖିପାରନ୍ତି ନାହିଁ ।
ଏହି ଲୋକଙ୍କର ଇଚ୍ଛା ନିଜର ଜୀବନରେ ସବୁକିଛି ପାଇବାର ହୋଇଥାଏ କିନ୍ତୁ ଏମାନଙ୍କୁ ପରିଶ୍ରମ କରିବା ମଧ୍ୟ ଭଲ ଲାଗିନଥାଏ , ଅନେକଲୋକ ତ ଏମାନଙ୍କୁ ସ୍ଵାର୍ଥପର ଓ ମତଲବି ମଧ୍ୟ କହିଥାନ୍ତି କାରଣ ଏମାନେ କାହାକୁ ମଧ୍ୟ ନିଜର ବନ୍ଧୁ ନିଜର ସ୍ଵାର୍ଥ ନିମନ୍ତେ ବନେଇଥାନ୍ତି ।
ଏହି ଲୋକଙ୍କର ସ୍ଵଭାବ ଏମିତିରେ ତ ଶାନ୍ତ ହୋଇଥାଏ କିନ୍ତୁ ଏମାନଙ୍କୁ ତାଙ୍କ ବିଷୟରେ ଖରାପକଥା ଜମା ପସନ୍ଦ ହୋଇନଥାଏ, ଯଦି କେହି ଏମାନଙ୍କର ବିଷୟରେ ଖରାପ କହିଥାଏ ତ ଏମାନେ ଖୁବ ଶୀଘ୍ର କ୍ରୋଧ ଅରମଭ କରିଦେଇଥାନ୍ତି ଓ ଅନେକଥର ତ ଏମାନେ ଝଗଡା କରିବା ପର୍ଯ୍ୟନ୍ତ ଆଗେଇ ଯାଇଥାନ୍ତି ।
ଏହି ନାମ ର ଲୋକମାନେ ଦେଖିବାକୁ ବହୁତ ଆକର୍ଷକ ହୋଇଥାନ୍ତି ଓ ତାସହ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି ଓ ପ୍ରେମରେ ଛଳନା କରିବାରେ ଓସ୍ତାଦ ହୋଇଥାନ୍ତି ।
ଏହି ଲୋକମାନେ ଏମିତି ତ ନିଜର ସାଥିଙ୍କ ସହିତ ସଚ୍ଚୋଟ ହୋଇଥାନ୍ତି କିନ୍ତୁ ଏହି ଲୋକଙ୍କର ସବୁଥ୍ରୌ ବଡ ଅଭାବ ଏହା ହୋଇଥାଏ ଯେ ଏମାନେ ସମ୍ପର୍କରେ ମଧ୍ୟ ନିଜର ଫାଇଦା ଓ କ୍ଷତି ଦେଖିଥାନ୍ତି , ଅନେକ ସମୟରେ ଏମାନେ ସମ୍ପର୍କରେ ତାଳମେଳ ବିଗାଡି ଦିଅନ୍ତି ।
ଏହି ଲୋକମାନେ ବହୁତ ମହତ୍ଵାକାଙକ୍ଷୀ ସ୍ଵଭାବର ହୋଇଥାନ୍ତି , କିନ୍ତୁ ଏମାନଙ୍କର ଏହି ମହତ୍ଵାକାଂକ୍ଷାଏମାନଙ୍କୁ ସବୁବେଳେ କିଛି ନା କିଛି ନୂଆ ଶିକ୍ଷା ଦେଇଥାଏ , ଯାହାକୁ ଏମାନେ ନିଜକୁ ଆହୁରି ସଜାଡି ନେଇଥାନ୍ତି ।
ଏହି ଲୋକମାନେ ସଠିକତାରେ ବିଶ୍ବାସ କରନ୍ତି , ଏଥିନିମନ୍ତେ ଏମାନେ ନିଜ ସହିତ ଜଡିତ ଲୋକଙ୍କୁ ମଧ୍ୟ ପରଫେକ୍ଟ କରେଇ ଚାଲନ୍ତି
ଏମାନଙ୍କର ଖୁସିବାସୀ ସ୍ଵଭାବ ଏମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଗୋଟିଏ ଚାକିରିରେ ଦୀର୍ଘ ସମୟ ପର୍ଯ୍ୟନ୍ତ କରିବାର ଅବସର ଦେଇନଥାଏ ଏଥିପାଇଁ ଏମାନେ ନିଜର ଚାକିରି ବଦଳେଇ ଚାଲନ୍ତି।