June 30, 2025

Odia Express

Leading Odia News Portal of Odisha

ମାଛ ଖାଇବାର ଫାଇଦା ଆପଣଙ୍କୁ ଲକ୍ଷ ଲକ୍ଷ ଖର୍ଚ୍ଚ କରି ବି ମିଳିବନି – ଏବେ ନିଶ୍ଚୟ ଜାଣିରଖନ୍ତୁ…

ଆଜିର ବିଷୟ ଆମିଷ ଖାଉଥିବା ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ। ଆଜି ଆମେ ଆପଣଙ୍କୁ ମାଛ ଖାଇବାର ସମସ୍ତ ଫାଇଦା କହିବାକୁ ଯାଉଛୁ। ଅର୍ଥାତ ଆପଣ ଜାଣିବା ଦରକାର କି ମାଛ ଖାଇବାରେ କି କି ଫାଇଦା ଥାଏ। ମାଛ ଆମ ଲାଇ ଅତ୍ୟନ୍ତ ପୃଷ୍ଟିକର ଖାଦ୍ୟ ହେଇ ଥାଏ। ଏହା ଭିତରେ ଅନେକ ରୋଗ ପ୍ରତିରୋଧକ ଶକ୍ତି ଥାଏ। ତ ଆସନ୍ତୁ ଜାଣିବା ମାଛ କ୍ବାଇବାର ଫାଇଦା ବାବଦରେ।

୧: ଏହା ଆମର ହୃଦୟ କୁ ସୁସ୍ଥ ରଖେ: ମାଛ ଏକ ଏପରି ଜୀଵ ଯାହା ଭିତରେ କି ପ୍ରୋଟିନ ତଥା ଅମେଗା ୩ ଫ୍ୟାଟି ଏସିଡ ଭରପୁର ମାତ୍ରା ରେ ରହି ଥାଏ। ଏହା ଆମ ହୃଦୟ କୁ ସୁସ୍ଥ ରଖେ। ଆମ ଶରୀର ର କୋଳେଷ୍ଟେରୋଲ ର ମାତ୍ରା କମାଏ ଆଉ ଆମର ହୃଦୟ କୁ କିଛି ଆଞ୍ଚ ଆସିବାକୁ ଦେଇ ନଥାଏ। ଆପଣ ଯଦି ସର୍ବଦା ମାଛ ଖାଉଛନ୍ତି ତ ଆପଣ ହାର୍ଟ ଅଟାକ କୁ ବଂଚି ପାରିବେ। ତେଣୁ ମାଛ ର ସେବନ କରନ୍ତୁ।

୨: ଦ୍ୱିତୀୟ ଯାହା ଆମକୁ ଫାଇଦା ହୁଏ ତାହା ହେଉଛି ମାଛ ଖାଇବା ଦ୍ୱାରା ଆମକୁ କ୍ୟାନ୍ସର ହେଇ ନଥାଏ। ଆମେ ସମସ୍ତେ ଜାଣୁ କି କ୍ୟାନ୍ସର ଏକ କେତେ ଭୟଙ୍କର ବେମାରି ଅଟେ , ଏହା ଆମର ପଇସା ଆଉ ଜୀବନ ଦୁଇଟି ଖାଇ ଯାଏ। ତେଣୁ ଆପଣ ଯଦି କ୍ୟାନ୍ସର ରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଆପଣ ମାଛ ନିଶ୍ଚୟ ସେବନ କରନ୍ତୁ। ଏହା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ଆଉ ଅନ୍ୟ କ୍ୟାନ୍ସର ଠିକ ହେଇଯାଏ।

୩: ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ତଥା ଆପଣଙ୍କ ଛୁଆ ମାନଙ୍କର ମସ୍ତିଷ୍କ ଭଲ ଭାବେ କାମ କରୁ ତ ଆପଣ ତାଙ୍କୁ ମାଛ ଖାଇବାକୁ ଦିଅନ୍ତୁ। ମାଛ ରେ ସ୍ଥିତ ପୁସ୍ତିକ ତତ୍ତ୍ୱ ଆମର ମସ୍ତିଷ୍କ କୁ ବହୁତ ଶୀଘ୍ର ଆଉ ଭଲ କରାଏ। ମାଛ ଭିତରେ ଥିବା ଫ୍ୟାଟି ଏସିଡ ତଥା ଅନ୍ୟ ପ୍ରୋଟିନ ଆମ ମୁଁଡ଼ ଲୁ ଠିକ ଆଉ ଫାଷ୍ଟ କରାଏ।

୪: ମାଛ ଭିତରେ ଅମେଗା ଏସିଡ ଅଛି ଆଉ ଏହା ଆମ ବାଳ ର ମୂଳ କୁ ଷ୍ଟ୍ରଙ୍ଗ କରାଏ। ଏହାଦ୍ୱାରା ବାଳ ଝଡ଼ିବା କମିଯାଏ। ଏହାଦ୍ୱାରା ବାଳ ଅଧିକା ଲମ୍ବା ହୁଏ।

୫: ଏହି ଫାଇଦା ପୁରୁଷ ମାନଙ୍କ ପାଇଁ ଆଉ ସେହି ପୁରୁଷ ମାନନ୍କ ପାଇଁ ଯେଉଁ ମାନଙ୍କର ଶୁକ୍ରାଣୁ କମ ଅଛି ଆଉ ସେମାନେ ଇଂଫରଟିଲିଟି ର ଶିକାର। ସେମାନେ ମାଛ ଖାଇବା ଦ୍ୱାରା ସେମାନଙ୍କ ଶୁକ୍ରାଣୁ ମାତ୍ରା ବଢିଥାଏ। ଯଦି ଆପଣଙ୍କୁ ଡକ୍ଟର ଙ୍କ ପାଖକୁ ଯିବାକୁ ପଡୁଛି ତ ତାର କିଛି ଆବଶ୍ୟକତା ନାହିଁ। ଆପଣ ବାସ ମାଛ ଖାଆନ୍ତୁ।

Leave a Reply

Your email address will not be published. Required fields are marked *