February 13, 2026

Odia Express

Leading Odia News Portal of Odisha

ପରୀକ୍ଷାରେ ଶୁନ୍ୟ ନମ୍ବର ମିଳିବାପରେ ନ୍ୟାୟ ପାଇଁ ଲଢିଲେ ଛାତ୍ରୀ… ପରେ ଯେବେ ଯାଞ୍ଚ ହେଲା ତେବେ ମିଳିଲା ଏତେ ନମ୍ବର ଯେ ସମସ୍ତେ ଚକିତ ହେଇଗଲେ..

ତେଲେଙ୍ଗାନା ବୋର୍ଡ ଗତ ଦିନରେ +୨ ର ରେଜଲ୍ଟ ଘୋଷିତ କରିଥିଲା , ତାହା ପରେ ସେଠାରେ କମ୍ପାନୀର ମୁଲ୍ୟାୟନରେ ତ୍ରୁଟି ପାଇଁ ବହୁତ୍ ଅଭିଯୋଗ ଆସିଥିଲା  ଜଣେ ଶିକ୍ଷକ ଜଣେ ଛାତ୍ରୀକୁ ୯୯ ନମ୍ବର ଦେବା ପରିବର୍ତ୍ତେ ୦ ନମ୍ବର ଦେଇକରି ଫେଲ୍ କରିଥିଲେ , ଯାଞ୍ଚ ପରେ ଟିଚର୍ ର ତ୍ରୁଟି ମିଲିବାପରେ ତାଙ୍କୁ ଜୋରିମାନା ଲାଗିଲା ଓ ଚାକିରିରୁ ବାହାର କରିଦିଆଗଲା । କପିର ମୁଲ୍ୟାୟନରେ ଅଭିଭାବକ ଓ ଛାତ୍ରମାନେ ଅଧିକା ଅଭିଯୋଗ ଆସିବାପରେ ତେଲେଙ୍ଗାନା ସରଆର ତିନି ସଦସ୍ୟର କମିଟି ଗଠନ କରିଥିଲେ ରିପୋର୍ଟ ଆସିବାପରେ ଇଣ୍ଟର ମେଡିଏଟ୍ ଏଜୁକେସନ୍ ବୋର୍ଡ ବିଆଇ ଇ ସେହି ଶିକ୍ଷକଙ୍କ ବିପକ୍ଷରେ ଆକ୍ସନ ନେଇଥିଲେ , ଓ ଡ୍ୟୁଟିର ଅନିୟମିତତା ପାଇଁ ତାଙ୍କୁ ବାହାର କରିଥିଲେ ।

 

ଏହିଥିରେ ବି ଆଇ ଇ ଘୋଷଣା କରୁଥିବା ବେଳେ କହିଲେ କି ଗୋଟେ ପ୍ରାଇଭେଟ୍ ସ୍କୁଲ୍ ର ଟିଚର୍ ଉମାଦେବୀ କପିରେ ଭୁଲ୍ ମୁଲ୍ୟାୟନ କାରଣରୁ ପାଞ୍ଚ ହଜରା ଟଙ୍କା ଜୋରିମାନା ଲଗାଇଛନ୍ତି , ଟିଚର୍ ଉମା ଦେବୀ ତେଲେଗୁ ପେପରରେ ଯେବେ ୧୨ ତମ କପି ଯାଞ୍ଚ କରିଥିଲେ ତେବେ ଛାତ୍ରୀ ନ୍ୟାବ୍ୟା ୯୯ ନମ୍ବର ଦେବା ପରିବର୍ତ୍ତେ ୦ ନମ୍ବର ଦେଇଥିଲେ , ମାମଲା ସାମନାକୁ ଆସିବା ପରେ ଉମା ଦେବୀଙ୍କୁ ସ୍କୁଲ୍ ପ୍ରବନ୍ଧନ ବରଖାସ୍ତା କରିଥିଲେ ,

 

ତେଲେଙ୍ଗାନା ପରୀକ୍ଷାରେ ଭୁଲ୍ ଓ ତ୍ରୁଟି ମାମଲାରେ ଏକ ବଡ ଧରଣର କାର୍ଯ୍ୟକୁ ନେଇ ତେଲେଙ୍ଗାନା ଭାଜପା ପ୍ରମୁଖ କେ ଲକ୍ଷ୍ମଣ ଘୋଷଣା କରିଥିଲେ କି ଇଣ୍ଟରମେଡିଏଟ୍ ପରୀକ୍ଷାରେ ଫଳାଫଳ ଘୋଷଣାକୁ କଥିତ ଭୁଲ୍ ନ୍ୟାୟିକ ଯାଞ୍ଚ ପାଇଁ ଦାବି କରି ସୋମବାରକୁ ଅନିଶ୍ଚିତକାଳିନ ଅନଶନ କରାଯାଉଛି , ଏହି ସିଲସିଳାରେ ପାର୍ଟିରେ ରବିବାର କୁ କହିଲା କି ଭାଜପାକୁ ଲାଗୁଛି କି ପୁରା ପ୍ରକିୟା ସୁଧାର ପାଇଁ ଦରକାର ଅଛି , ଏବେ ପର୍ଯ୍ୟନ୍ତ ୨୩ ଜଣା ଛାତ୍ର ଛାତ୍ରି ଆତ୍ମହତ୍ୟା କରିଛନ୍ତି ।

Leave a Reply

Your email address will not be published. Required fields are marked *