ଭାରତୀୟ ପୋଲିସଙ୍କର ପୋଷାକର ରଙ୍ଗ ଖାକି କାହିଁକି ହୋଇଥାଏ ? ଆସନ୍ତୁ ଜାଣିବା ଦୁନିଆର କେତେକ ଆଶ୍ଚର୍ୟ୍ଯ ମୟ ଓ ଅବିଶ୍ଵସନୀୟ ସତ୍ୟତା ବିଷୟରେ..

ସାଙ୍ଗମାନେ ଆମମାନଙ୍କ ମନରେ ବହୁତ ପ୍ରଶ୍ନ ଆସେ ଯାହାର ଉତ୍ତର ଖୋଜିବା ବହୁତ କଷ୍ଟକର ଅଟେ।କିନ୍ତୁ କିଛି ପ୍ରଶ୍ନ ଅଟେ ଯାହା ଆମର ଆଖ ପାଖ ଲୋକଙ୍କ ସହିତ ଜଡିତ ହୋଇଥାଏ କିନ୍ତୁ ଆମେ ଏହାର ଉତ୍ତର ପାଇନଥାଉ।ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ ଓ ଏହାର ଉତ୍ତର:-
ପ୍ରଶ୍ନ ନମ୍ବର୍ ୦୧:- ପ୍ରଶ୍ନ ନମ୍ବର୍ ୦୨:-କଣ ଆପଣ ମାନେ ଜାଣିଛନ୍ତିକି ରବିବାରକୁ ହିଁ ଛୁଟି କାହିଁକି ହୋଇଥାଏ ?
ଉତ୍ତର:-ଗୋଟେ ଦିନର ଛୁଟିପାଇଁ ଆମ ଭାରତୀୟ ମାନଙ୍କୁ ବହୁତ ଲଢେଇ କରିବାକୁ ପଡିଥାଏ,ଏହା ସେ ସମୟର କଥା ଯେଉଁ ସମୟରେ ବ୍ରିଟିଶ ମାନଙ୍କ ଶାସନ ଚାଲିଥିଲା ସେ ସମୟରେ ଭାରତୀୟ ମିଲ ମଜୁରିଆଙ୍କୁ ୭ ଦିନ ପର୍ଯ୍ୟନ୍ତ କାମ କରିବାକୁ ପଡୁଥିଲା,କିନ୍ତୁ ଶ୍ରୀ ନାରାୟଣ ମେଘାଜି ଲୋଖଣ୍ଡେ ଯିଏ ସେ ସମୟରେ ମଜୁରିଆ ମାନଙ୍କ ନେତା ଥିଲେ ସେମାନେ ଇଂରେଜମାନଙ୍କ ଆଗରେ ଗୋଟେ ପ୍ରସ୍ତାବ ରଖିଲେ ସେ ସପ୍ତାହରେ ଛଅ ଦୀନହିଁ କାମ କରିବେ।କାରଣ ବ୍ରିଟିଶ ସରକାର ରବିବାର ଦିନ ଚର୍ଚ୍ଚ ଯାଉଥିଲେ ରବିବାର ତେଣୁ ସେବି ଛୁଟି ଚାହୁଁ ଥିଲେ।ପ୍ରଥମେ ବ୍ରିଟିଶ ସରକାର ତାଙ୍କ ପ୍ରସ୍ତାବକୁ ମନା କରିଦେଲେ ତାପରେ ସେ ହାର ମାନିଲେ ନାହିଁ। ତାପରେ ୭ ବର୍ଷ ପରେ ତାଙ୍କ କଥା ମାଣିନେଲେ। ୧୦ ଜୁନ ୧୮୯୦ ରେ ବ୍ରିଟିଶ ସରକାର ରବିବାରକୁ ଛୁଟି ବୋଲି ଘୋଷଣା କଲେ।ସେବେଠାରୁ ରବିବାର ସମସ୍ତଙ୍କୁ ଛୁଟି ବୋଲି ଘୋଷଣା କରିଦେଲେ।
ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ ଓ ଏହାର ଉତ୍ତର:- ଭାରତୀୟ ପୋଲିସଙ୍କର ପୋଷାକର ରଙ୍ଗ ଖାକି କାହିଁକି ହୋଇଥାଏ ?
ଉତ୍ତର:-ପୋଲିସ ଆମ ଆଇନ ବ୍ୟବସ୍ଥାର ମୁଖ୍ୟ ଅଙ୍ଗ ଅଟେ,ପ୍ରଥମେ ଇ.ଏନ.ଆର ଆରମ୍ଭ କରିଥିଲା ଓ ସେ ୧୮୨୯ ରେ ଆରମ୍ଭ କରିଥିଲେ।ସେ ସମୟରେ ଡ୍ରେସର ରଙ୍ଗ ଗହୀର ନିଳ ରଙ୍ଗ ହୋଇଥାଏ।ପୋଲିସଙ୍କୁ ଛାଡିଦେଲେ ସୈନିକମାନେ ଏହାକୁ ପିନ୍ଧୁଥିଲେ ଓ ବ୍ରିଟିଶ ସୈନିକଙ୍କ ଡ୍ରେସର ରଙ୍ଗ ନାଲି ଥାଏ।ତାଙ୍କ ପୋଷାକ ଅସନା ହେବା କାରଣରୁ ସେମାନଙ୍କ ପୋଷାକର ରଙ୍ଗକୁ ମାଟିଆ କରିଦେଲେ।ରଙ୍ଗ ତିଆରି ପାଇଁ ଚାପିତି ପାଣିର ବ୍ୟବହାର କରିଥିଲେ।
ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ ଓ ଏହାର ଉତ୍ତର:-ପ୍ରଶ୍ନ ନମ୍ବର୍ ୦୩:-ଆପଣ ଜାଣିଛନ୍ତିକି କେଉଁ ଠାରେ ଗୋଟେ ବୁଢ଼ୀ ଲୋକ କେବଳ ଏକା ରହୁଛି ?
ଉତ୍ତର:-ଏଲ.ସି ଆଇଲାଣ୍ଡ ନାମକ ଗୋଟେ ବୁଢ଼ୀ ମହିଳା,ଆମେରିକା ନିବ୍ରାସ ସ୍ଥିତ ମନୋବି ନାମକ ଗାଁରେ ଏକଲା ରହୁଥିଲେ।ସେ ନିଜ ଗାଁର ରକ୍ଷନା ବେକ୍ଷଣ କରନ୍ତି,ବିଜୁଳି ଓ ପାଣି ପାଇଁ ସରକାରକୁ ୩୫୦୦୦ ଟଙ୍କାର କର ମଧ୍ୟ ଦେଇଥାନ୍ତି।ତାଙ୍କୁ ପଚରା ଗଲା ପରେ ସେ କହିଥିଲେ କି କାହାକୁ ଏମିତି ନ ଲାଗୁକି ଏ ଗାଁ ଭୁତିଆ ଅଟେ,କୁହାଯାଇକି ୧୯୫୦ ପର୍ଯ୍ୟନ୍ତ ସେଠାରେ ୧୫୦ ଲୋକ ରହିଥାନ୍ତି।ସେ ଏକୁଟିଆ ରହିଥିବାରୁ ସେ ସେଠାକାର ମେୟର,କ୍ଳର୍କ,ଅଫିସର ଅଟନ୍ତି।ସରକାରଙ୍କ ତରଫରୁ ପବ୍ଲିକ ଜାଗାର ରକ୍ଷଣ ବେକ୍ଷଣ ପାଇଁ ତାଙ୍କୁ ପଇସା ମିଳିଥାଏ।