July 12, 2025

Odia Express

Leading Odia News Portal of Odisha

ଦାନ୍ତ ମଧ୍ୟରେ ଫାଙ୍କ ରହିବା ସମସ୍ତଙ୍କର ଭାଗ୍ୟରେ ନଥାଏ – ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ – ଯଦି ଆପଣଙ୍କ ଦାନ୍ତ ମଝିରେ ଫାଙ୍କ ଅଛି ତେବେ ନିଶ୍ଚୟ ପଢନ୍ତୁ..

ଯଦି ଆପଣଙ୍କ ଦାନ୍ତ ମଧ୍ୟରେ ଫାଙ୍କ ରହିଛି,ତାହେଲେ ଆପଣ ଆଗକୁ ନିଶ୍ଚିତଭାବରେ ପଢ଼ନ୍ତୁ।ତେବେ ଏହାର କାରଣ ଜାଣି ଆପଣ ଚକିତ ହୋଇଯିବେ ଓ ଲୋକ ମାନେ ଆପଣଙ୍କୁ ଈର୍ଷା କରିବାରେ ଲାଗିବେ।ଜାଣନ୍ତୁ ଆପଣଙ୍କ ଆଶ୍ଚର୍ଯ୍ୟ ଜନକ ଗୁଣ ମାନଙ୍କ ବିଷୟରେ। ସାମୁଦ୍ରିକ ଶାସ୍ତ୍ର ଭାରତୀୟ ଜ୍ୟୋତିଷ ଶାସ୍ତ୍ରର ଏକ ଅଙ୍ଗ ଅଟେ। ଏଥିରେ ମଣିଷ ଶରୀରରେ ଥିବା ବିଭିନ୍ନ ଅଙ୍ଗର ସଂରଚନା କୁ ଦେଖି ଯେକୌଣସି ବ୍ୟକ୍ତି ଙ୍କ ର ସ୍ଵଭାବ ବିଷୟରେ ଜାଣି ପାରିବେ। କୌଣସି ବ୍ୟକ୍ତି ର ଦାନ୍ତ କୁ ଦେଖି ତାର ବିଷୟରେ ଅନେକ କିଛି କଥା ଆମେ ଜାଣି ପାରିବେ।

ଯଦି ଆପଣଙ୍କ ଦାନ୍ତ ମଧ୍ୟରେ ଫାଙ୍କ ଅଛି ତେବେ ଚାଲନ୍ତୁ ଜାଣିବା ଏହାର ଚମତ୍କାରିତା ବିଷୟରେ। କିଛି ଖାସ୍ ଲୋକଙ୍କ ଦାନ୍ତ ମଧ୍ୟରେ ଫାଙ୍କ ରହିବା ଦେଖିବାକୁ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଯଦି ଆପଣଙ୍କ ଦାନ୍ତ ମଧ୍ୟରେ ଫାଙ୍କ ରହିଛି ତେବେ ଏହା କେଉଁ ସଙ୍କେତ ଦେଇଥାଏ ଆଉ ଭଵିଷ୍ୟତ ରେ କେଉଁ କେଉଁ ଦିଗକୁ ଏହା ଇସାରା କରିଥାଏ।

୧-ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କ ଦାନ୍ତ ମଧ୍ୟରେ ଫାଙ୍କ ରହିଛି ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି।ଏମାନେ ବିଭିନ୍ନ ପ୍ରକାରର ଲକ୍ଷଣର ଧନୀ ଅଟନ୍ତି।ଏହି ବ୍ୟକ୍ତି ମାନେ ଜୀବନରେ ଅନେକ ପ୍ରକାର ର ସଫଳତା ହାସଲ କରିଥାନ୍ତି। ଯେଉଁ ବ୍ୟକ୍ତି ମାନଙ୍କ ସାମ୍ନା ଦାନ୍ତ ମଧ୍ୟରେ ଫାଙ୍କ ଥାଏ, ସେହି ବ୍ୟକ୍ତି ମାନଙ୍କ ଶରୀରରେ ଉର୍ଯ଼ା ଭରି ହୋଇ ରହିଥାଏ। ଏହି ମାନେ ଯେଉଁ କାର୍ଯ୍ୟ କରନ୍ତି ବହୁତ ଉତ୍ସାହ ର ସହ କରିଥାନ୍ତି।ଏମାନଙ୍କ ଉର୍ଜାର ବରାବରୀ କରିବା କାହା ପକ୍ଷରେ ସମ୍ଭବ ପର ହୋଇନଥାଏ। ଏହି ବ୍ୟକ୍ତି ମାନଙ୍କୁ ବହୁତ ଭଗ୍ୟଶାଳୀ ମନେ କରାଯାଏ।

୨-ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଏହି ବ୍ୟକ୍ତି ମାନେ ସର୍ବଦା ଖୁସି ରହିଥାନ୍ତି,ଆଉ ସଦା ସର୍ବଦା ହସନ୍ତି ଓ କେବେ ଦୁଃଖୀ ହୁଅନ୍ତି ନାହିଁ।ଏହି ବ୍ୟକ୍ତି ମାନଙ୍କ ସହ ବନ୍ଧୁତା କରିବା ଉତ୍ତମ ବୋଲି କୁହାଯାଏ।ଏହି ବ୍ୟକ୍ତି ମାନେ କେବେ କାହାକୁ ଧୋକା ଦେଇନଥାନ୍ତି। ଏହି ବ୍ୟକ୍ତି ମାନେ ସର୍ବଦା ମିଳିମିଶି ରହିଥାନ୍ତି, ଏହି ବ୍ୟକ୍ତି ମାନଙ୍କ ର ଏକ ଗୁଣ ହେଉଛି ଏହି ବ୍ୟକ୍ତି ସମସ୍ତଙ୍କର କାମରେ ଆସିଥାନ୍ତି। ଏହି କାରଣ ରୁ ଏହି ବ୍ୟକ୍ତି ମାନଙ୍କୁ ବହୁତ ପସନ୍ଦ କରାଯାଏ।

୩-ଯେଉଁ ବ୍ୟକ୍ତି ମାନଙ୍କ ଦାନ୍ତ ମଧ୍ୟରେ ଫାଙ୍କ ରହିଥାଏ ସେହି ବ୍ୟକ୍ତି ସହଜ ରେ ହାର୍ ମାନନ୍ତି ନାହିଁ। ଏହି ବ୍ୟକ୍ତି ମାନେ ଚିନ୍ତା ରେ ରହିବାକୁ ପସନ୍ଦ କରନ୍ତି ନାହିଁ। ଚାକିରି କରୁଥିବା ବ୍ୟକ୍ତି ମାନଙ୍କର ଯଦି ଦାନ୍ତ ମଧ୍ୟରେ ଫାଙ୍କ ଥାଏ ତାହେଲେ ଏହା ବହୁତ ଶୁଭ ହୋଇଥାଏ।ଯେଉଁ ବ୍ୟକ୍ତି ମାନଙ୍କ ଦାନ୍ତ ମଧ୍ୟରେ ଫାଙ୍କ ଥାଏ ସେହି ବ୍ୟକ୍ତି ମାନେ ସର୍ବଦା ଖାଇବାକୁ ପସନ୍ଦ କରିଥାନ୍ତି ଓ ମନଭରି ଖାଇଥାନ୍ତି।

୪-ଯେଉଁ ବ୍ୟକ୍ତି ମାନଙ୍କ ଦାନ୍ତ ମଧ୍ୟରେ ଫାଙ୍କ ଥାଏ ତାଙ୍କ ପାର୍ଟନର ଙ୍କ ସହିତ ତାଙ୍କର ବହୁତ ଭଲ ସମ୍ବନ୍ଧ ରହିଥାଏ। ଏହି ବ୍ୟକ୍ତି ମାନଙ୍କ ଭିତରେ ଏକ ଖରାପ ଗୁଣ ଥାଏ ଯାହା ହେଉଛିକି ସେମାନେ କେବେ ମନଖୋଲି ହସନ୍ତି ନାହିଁ କାରଣ ଦାନ୍ତ ମଧ୍ୟରେ ଥିବା ଫାଙ୍କ କୁ ନେଇ ତାଙ୍କୁ ଖରାପ ଲାଗିଥାଏ ବା ତାଙ୍କୁ ଲାଜ ଲାଗିଥାଏ। ଏହି ବ୍ୟକ୍ତି ମାନେ ମନ ଭିତରୁ ବହୁତ ସଫା ହୋଇଥାନ୍ତି ଓ ଲୋକ ମାନଙ୍କ କଥା ବୁଝି ଥାଆନ୍ତି ଆଉ ସେମାନଙ୍କ ଭାବନାର ସନ୍ନମାନ କରନ୍ତି। ଏହି ବ୍ୟକ୍ତି ମାନଙ୍କୁ ରାମ ବହୁତ କମ ଲାଗିଥାଏ କହିବାକୁ ଗଲେ ଏମାନେ କେବେ ମଧ୍ୟ ରାଗି ନଥାନ୍ତି।

ତେବେ ଆପଣ ଜାଣିଲେ ତ ଯଦି ଦାନ୍ତ ମଧ୍ୟରେ ଫାଙ୍କ ରହିଥାଏ ସେମାନଙ୍କ ସ୍ଵଭାଵ ଅନ୍ୟମାନଙ୍କ ପ୍ରତି କିପିରି ହୋଇଥାଏ।ଯଦି ଆପଣଙ୍କ ଦାନ୍ତ ମଧ୍ୟରେ ଫାଙ୍କ ଅଛି ତେବେ ଆପଣ ଜଣେ ଭଗ୍ୟଶାଳୀ ବ୍ୟକ୍ତି ଅଟନ୍ତି। ଦାନ୍ତ ମଧ୍ୟରେ ଥିବା ଫାଙ୍କ ଆପଣଙ୍କୁ ଅନେକ ପ୍ରକାର ସଙ୍କେତ ଦେଇଥାଏ ଓ ଭବିଷ୍ୟତ ବିଷୟରେ ମଧ୍ୟ ଜଣାଇ ଥାଏ। ଦାନ୍ତ ମଧ୍ୟରେ ଫାଙ୍କ ଥିବା ବ୍ୟକ୍ତି ଅତ୍ୟନ୍ତ ଉତ୍ତମ ସ୍ଵଭାବ ର ହୋଇଥାନ୍ତି।

Leave a Reply

Your email address will not be published. Required fields are marked *