January 20, 2026

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମ ନୀତି ଦିନ ଜୀବନରେ ଵ୍ୟଵହୃତ ହେଉଥିବା କେତେକ ଜିନିଷର ପୁରାନାମ – IPLର ପୁରାନାମ ବା ଫୁଲ ଫର୍ମ କଣ ଅଟେ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ନମସ୍କାର, ଆଜି ଆମେ ଏଠାରେ ଆପଣ ମାନଙ୍କୁ ହାର୍ଦ୍ଧିକ ସ୍ୱାଗତ ଜଣାଉଛୁ।ଆପଣ ମାନେ ଭଲ ଭାବରେ ଜାଣିଥିବେ ଆଇପିଏଲ ଆରମ୍ଭ ହୋଇଗଲାଣି ଆଉ ଲୋକମାନଙ୍କ ଭିତରେ ଏହାକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ଚାଲିଥାଏ କିନ୍ତୁ ଆପଣ ମାନେ ଜାଣିଛନ୍ତିକି ଏହି ଆଇପିଏଲର ପୁରାନାମ କଣ ? ଆଜି ଆମେ ଏଠାରେ ଆପଣ ମାନଙ୍କ ନିତିଦିନ ଜୀବନରେ ଵ୍ୟଵହୃତ ହେଉଥିବା ଏମିତି ୧୦ ଟି ଜିନିଷର ପୁରାନାମ ନେଇ ଆସିଅଛୁ ଯାହାକୁ ଜାଣି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।ତେବେ ଚାଲନ୍ତୁ ଜାଣିବା ସେ ପୁରାନାମ ଗୁଡିକୁ।

ତେବେ ଚାଲନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୧:-IPL ର ପୁରାନାମ ବା ଫୁଲ ଫର୍ମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଣ୍ଡିଆନ ପ୍ରିମିଅର ଲିଗ।

ତେବେ ଚାଲନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୨:-ATM ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଟୋମେଟେଡ଼ ଟେଲର ମେସିନ।

ତେବେ ଚାଲନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୩:-WIFI ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୱାୟରଲେସ ଫିଡ଼ିଲିଟି।

ତେବେ ଚାଲନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୪:-SIM ର ପୁରାନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଅସକ୍ରାଇବର ଆଇଡେଣ୍ଟି ଫିକେସନ ମୋଡୁଲୁ।

ତେବେ ଚାଲନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୫:-SMS ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସର୍ଟ ମେସେଜ ସର୍ଭିସ।

ତେବେ ଚାଲନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୬:-MMS ସ ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମଲ୍ଟିମେଡିଆ ମେସେଜିଙ୍ଗ ସର୍ଭିସ।

ତେବେ ଚାଲନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୭:-NEWS  ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନର୍ଥ,ଇଷ୍ଟ,ୱେଷ୍ଟ,ସାଉଥ।

ତେବେ ଚାଲନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୮:-ପାନ କାର୍ଡ଼ ରେ ଥିବା PAN ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପରମାନେଣ୍ଟ ଆକାଉଣ୍ଟ ନମ୍ବର୍।

ତେବେ ଚାଲନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୦୯:-OTP ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୱାନ ଟାଇମ ପାଶୱାର୍ଡ।

ତେବେ ଚାଲନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ। ପ୍ରଶ୍ନ ନମ୍ବର୍ ୧୦:-GOOGLE  ର ପୁରାନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗ୍ଲୋବାଲ ଅରଗାନାଇଜେସନ ଅଫ ଓରିଏଣ୍ଟଡ଼ ଗ୍ରୁପ ଲାଙ୍ଗୁଏଜ ଅଫ ଆର୍ଥ।

ଏହା ଥିଲା କେତେକ ସାଧାରଣଜ୍ଞାନ ଭିତ୍ତିକ କେତେକ ପୁରାନାମ।

Leave a Reply

Your email address will not be published. Required fields are marked *