ବ୍ୟାଙ୍କିଙ୍ଗ, ରେଲୱେ ର ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର – ଚିତ୍ର ଡିକେହନ୍ତୁ ଓ ସଠିକ ଉତ୍ତର କଣ ହେବ କୁହନ୍ତୁ – ସଠିକ ଉତ୍ତର ଏବେ ଦେଖି ନିୟନ୍ତୁ..
 
                ଆଜି ଆମେ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର ନେଇକି ଆସିଛି ଯାହାକି ବ୍ୟାଙ୍କିଙ୍ଗ, ରେଲୱେ ପରୀକ୍ଷା ଓ ଏସଏସସି ପରୀକ୍ଷାରେ ମଧ୍ୟ ଆସିଥାଏ।ତେବେ ଆସନ୍ତୁ ଜାଣିବା ଆଜିର ପ୍ରଶ୍ନ ବିଷୟରେ।ଏହିପରି ଆପଣ ଅନେକ ପ୍ରଶ୍ନ ସମାଧାନ କରିପାରିବେ।ଏହି ସବୁ ସାଧାରଣଜ୍ଞାନ ପ୍ରଶ୍ନ ଜାଣିବା ଜରୁଛି।କାରଣ ଆଜିକାଲି ସମସ୍ତ ଇଣ୍ଟରଭିଉ ପରୀକ୍ଷାରେ ସାଧାରଣଜ୍ଞାନ ପ୍ରଶ୍ନକୁ ବହୁତ ଗୁରୁତ୍ୱ ଦିଆଯାଉଛି।ଯଦି ଏହି ପ୍ରଶ୍ନ ଉତ୍ତର ଭଲ ଲାଗେ ତେବେ ସାଙ୍ଗ ମାନକ ସହ ନିଶ୍ଚୟ ସେୟାର କରିବେ | ଦେଖନ୍ତୁ ପ୍ରଶ୍ନଟି ଏହାକି ଗୋଟିଏ ଟେବୁଲରେ ତିନୋଟି ରୋ ଓ ତିନୋଟି କଲମ ରହିଛି।କହିରଖିବି କି ଟେବୁଲର ଲମ୍ବକୁ କଲମ କୁହାଯାଏ ଓ ଓସାରକୁ ରୋ କୁହାଯାଏ ଯାହାକି ଏଠାରେ ତିନୋଟି ଲେଖାଏ ଅଛି।ଏହା ସହିତ ସେହି ଟେବୁଲରେ ୯ ଟି ଘର ରହିଛି।

ପ୍ରତ୍ୟେକ ଘରେ କିଛି ସଂଖ୍ୟା ରହିଛି ।ପ୍ରଥମ କଲମରେ ରହିଛି ୨୪ ,୫,୯।ଦ୍ୱିତୀୟ କଲମରେ ରହିଛି ୩୦, ୭ ଓ ୧।ଓ ତୃତୀୟ କଲମରେ କିନ୍ତୁ ୧୯ ଓ ୧୮ ଦୁଇଟି ସଂଖ୍ୟା ଅଛି ଓ ଅନ୍ୟଟି? ଅଛି।ଏବେ ଆପଣ ଜାଣିପାରୁଥିବେ ପ୍ରଶ୍ନ ବାଚକ ଚିନ୍ହ ଯେଉଁ ଘରେ ରହିଛି ସେହି ସ୍ଥାନରେ କେଉଁ ସଂଖ୍ୟା ରହିବ।ଏଠି ଆମେ ଆପଣଙ୍କୁ ଏହାର ଅପସନ ମଧ୍ୟ କହିରଖିବୁ ଜାଣିରଖନ୍ତୁ।ଅପସନ ଏ ୪, ଅପସନ ବି ୧, ଅପସନ ସି ୫ ଓ ଅପସନ ଡ଼ି ୬ ଅଟେ।

ଏହାର ଉତ୍ତର କହିବା ଆଗରୁ ଜାଣିରଖନ୍ତୁ ପ୍ରଥମେ ଆମେ କାଲକୁଲେଟ କରିନେବା।ଯଦି ପ୍ରଥମ କଲମରେ ଆପଣ ଦେଖିବେ ରହିଛି ୨୪,୫, ୯ ଯଦି ଏହି ତିନୋଟି ସଂଖ୍ୟା କୁ ମିଶାଇବା ୨୪+୫+୯=୩୮ ଉତ୍ତର ୩୮ ହେବ।ସେହି ପରି ଦ୍ୱିତୀୟ କଲମ ଦେଖନ୍ତୁ ସେଠି ମଧ୍ୟ ରହିଛି ୩୦,୭,୧ ଏହାର ମିଶ୍ରଣ ମଧ୍ୟ ଅଟେ ୩୦+୭+୧=୩୮ ଅଟେ।ସେହି ପରି ତୃତୀୟରେ ଆମେ ନେବା ୧୯+୧୮+X =୩୮ ନେବା
୩୭+X= ୩୮
X =୩୮-୩୭=୧ | ଏହାର ଉତ୍ତର ଏବେ ଆପଣ ଜାଣିପାରିଥିବେ ଏହାର ଉତ୍ତର ହେଉଛି ଅପସନ ବି ୧।
ଯଦି ଏହାକୁ ଆପଣ ଭଲସେ ପଢିଥିବେ ତେବେ ଆପଣ ଆଗାମୀ ଦିନରେ ଏହା ଦ୍ଵାରା ଅନେକ ଲାଭ ପାଇବେ ତେଣୁ ଏହିପରି ପ୍ରଶ୍ନ ସବୁ ନିସ୍ଚୟ ଦେଖନ୍ତୁ।କାରଣ ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେପରି ବ୍ୟାଙ୍କିଙ୍ଗ, ରେଲୱେ ଓ ଏସଏସସି ଭଳି ପରୀକ୍ଷାରେ ଏହି ପରି ପ୍ରଶ୍ନ ମାନ ଆସିଥାଏ ଯାହା ଜଣେ ସାଧରଣ ପିଲା କେବେବି ସହଜରେ କହି ପାରିନାଥଏ।ସେଥିପାଇଁ ଯଦି ଆପଣ ଆଗରୁ ଏହାକୁ ସବୁ ଜାଣିଥିବେ ତେବେ ଏହିଭଳି ପ୍ରଶ୍ନ ଆସିବା ଦ୍ଵାରା ଆପଣ ସହଜରେ କରି ପରୀକ୍ଷାରେ ଭଲ କରିପାରିବେ।ତେଣୁ ଏହି ଭଳି ସାଧାରଣଜ୍ଞାନ ପ୍ରଶ୍ନ ଉପରେ ଗୁରୁତ୍ୱ ଦିଅନ୍ତୁ।

 
                         
                                 
                                 
                                