July 1, 2025

Odia Express

Leading Odia News Portal of Odisha

କେବେ ହାତ ଥରିଲା ନାହିଁ ଏହି ଲୋକର – ଜାଣନ୍ତୁ କଣ ପାଇଁ ନିଜ ସ୍ତ୍ରୀ ସହ ନିଜ ତିନିଜଣ ଛୁଆଙ୍କୁ ଏମିତି ଭୟାନକ ମୃତ୍ୟୁ ଦେଲା – ଜାଣିଲେ ଲୁହ ଆସିଯିବ ନିଶ୍ଚୟ..

ଗୋଟେ ବାପା ପାଇଁ ତାର ଛୁଆ ତାର ଜୀବନରୁ ବଳିକରି ହୋଇଥାନ୍ତି , ସେ ନିଜ ଛୁଆଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରୁହନ୍ତି , ଜଣେ ବାପା ଏପରି ଥିଲେ ଯିଏ ନିଜ ହାତରେ ନିଜ ଛୁଆଙ୍କ ଜୀବନରେ ମାରିଦେଇଥିଲା |ଯାହାକି ଏହ ଭୟାନକ ବିଷୟ ଅଟେ  ଆପଣ ଜାଣିବାକୁ ଚାହୁଁଥିବେ କି ଏମିତି କଣ ହୋଇଥିଲା ଯାହା ଏପରି ଭୟାନକ କାଣ୍ତ ହୋଇଗଲା , ଆସନ୍ତୁ ଜାଣିବା ପୁରା ମାମଲା ।ଏହି ପୁରା ମାମଲା ୟୁପିର ମେହରୋଲିର ଅଟେ , ଯେଉଁଠି ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ତାହା ପରେ ତିନୋଟି ଛୁଆଙ୍କ ନିର୍ମମ ହତ୍ୟା କରିଦେଇଥିଲା , ଆରୋପି ଉପେନ୍ଦ୍ର ନିଜ ପରିବାର ସହ ମେହେରୋଲି ୱାର୍ଡର ୨ ରେ ରହୁଥିଲା,  ତାହାର ପରିବାରରେ ତାର ସ୍ତ୍ରୀ ସହିତ ୩ ଟି ଛୁଆ ଥିଲେ,  ଯେଉଁଥିରେ ଦୁଇଟି ଝିଅ ଓ ଗୋଟିଏ ପୁଅ ଥିଲା , ବଡ ଝିଅର ବୟସ ୬ ବର୍ଷ ଓ ପୁଅର ବୟସ ୫ ବର୍ଷ ସେମିତି ଛୋଟ ଝିଅର ବୟସ ୨ ମାସ ବୋଲି କୁହାଯାଉଛି , ଉପେନ୍ଦ୍ର ଏକ ଟ୍ୟୁସନ୍ ଟିଚର୍ ଥିଲା , ଯିଏକି ଛୁଆଙ୍କ ଟ୍ୟୁସନ୍ କରୁଥିଲା ।

 

ମିଳିଥିବା ସୁଚନା ଅନୁସାରେ ପ୍ରଥମ ଆରୋପି ସ୍ୱାମୀ ନିଜ ସ୍ତ୍ରୀ ସହ ଛୁରୀରେ ହତ୍ୟା କରିଥିଲା,  ଓ ତାପରେ ନିଜ ନିରିହ ଛୁଆଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା,  ଆରୋପି ଉପେନ୍ଦ୍ର ଶୁକ୍ରବାର ରାତି ୧ ଟାରୁ ୧,୩୦ ମଧ୍ୟରେ ଏହି ଘଟଣାକୁ ଘଟାଇଥିଲା,  ଯେଉଁ ଘରେ ଏହି ଘଟଣା ହେଲା ସେଠାରେ ଉପେନ୍ଦ୍ରଙ୍କ ଛଡା ତାଙ୍କ ଶାଶୁ ବି ରହୁଥିଲେ,  ପ୍ରଥମେ ସେ କବାଟ ଖୋଲିବାକୁ ବହୁତ ଚେଷ୍ଟା କରିଥିଲେ, ଯେବେ ଉପେନ୍ଦ୍ର କବାଟ ଖୋଲିନଥିଲା ,ତେବେ ପଡୋଶୀ ଏହି ବିଷୟରେ ସୁଚନା ଦେଇଥିଲେ,  ଯାହାପରେ ପଡୋଶୀମାନେ ପୋଲିସ୍ ଙ୍କୁ ଫୋନ୍ କରିଥିଲେ । ପୋଲିସ୍ ମଉକାରେ ପହଞ୍ଚିକରି ଆରୋପିଙ୍କୁ ହିରାସତରେ ନେଇଥିଲେ,  ଏବେ ପୋଲିସ୍ ଉପେନ୍ଦ୍ରଙ୍କୁ ପଚାରାଉଚରା କରୁଛି ,

 

ପଚାରାଉଚରାରୁ ଉପେନ୍ଦ୍ର କହିଲା କି ସେ ଡିପ୍ରେସନର ଶିକାର ଅଟେ , ଏବେ ପର୍ଯ୍ୟନ୍ତ ଏହି ହତ୍ୟାକାଣ୍ତର ଖୁଲାସା କରିନାହିଁ , ଏବେ ଲାଶ ପାଖରୁ ପୋଲିସ୍ କୁ ୨ ଟି ନୋଟ୍ ମିଳିଛି,  ଗୋଟିଏ ହିନ୍ଦୀ ଓ ଇଂରାଜୀରେ ଲେଖାଯାଇଛି, ନୋଟରେ ଉପେନ୍ଦ୍ର ଏହି କଥାକୁ ସ୍ୱୀକାର କରିନେଇଛି କି ସେ ହତ୍ୟା କରିଛି ବୋଲି , ଡିସିପି କହିଲେ କି ଉପେନ୍ଦ୍ର ନିଜ ସ୍ତ୍ରୀ ଅର୍ଚ୍ଚନା ଡାଇବେଟିଜ୍ ପୀଡିତ ଥିଲା , ପୋଲିସ୍ ମୁତାବିକ ଆର୍ଥିକ ଅସୁବିଧା ଓ ଡିପ୍ରେସନ୍ ସକାଶେ ଏହି ହତ୍ୟାକାଣ୍ତ ହୋଇପାରେ ।

Leave a Reply

Your email address will not be published. Required fields are marked *