ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇବାର ତରିକା – ଚାଲି ପାରୁନଥିବା ଲୋକ ଦୌଡିବା ଆରମ୍ଭ କରିଦେବା ଏହାର ବ୍ୟବହାର ପରେ..
 
                ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ତଙ୍କର ଏକ ଚିନ୍ତାର ବିଷୟ ଅଟେ।ଅନେକ ସମୟରେ ପାଦ, ଗୋଡ ଆଦିର ବ୍ୟଥା ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।
ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ତଙ୍କର ଏକ ଚିନ୍ତାର ବିଷୟ ଅଟେ।ଅନେକ ସମୟରେ ପାଦ, ଗୋଡ ଆଦିର ବ୍ୟଥା ମନୁଷ୍ୟ ଶରୀରକୁ କରିଦିଏ ବ୍ୟସ୍ତ ଓ ବିବ୍ରତ।ଅଧିକ ସମୟ ଚାଲିବା ଦ୍ୱାରା କିମ୍ବା ଅଧିକ ସମୟ ଠିଆ ହେବା ଦ୍ୱାରା ପାଦ ଓ ଗୋଡ ଆଦି ବହୁତ ଦରଜ ହୋଇଥାଏ।ଓ ବହୁତ ଯନ୍ତ୍ରଣା ଦାୟକ ମଧ୍ୟ ହୋଇଥାଏ।ବୟସ ବଢ଼ିବା ଯୋଗୁଁ ଆଣ୍ଠୁଗଣ୍ଠି ବ୍ୟଥା ହେବା ଓ ଦରଜ ହେବା ଏକ ସାଧାରଣ ସମସ୍ୟା।

ଯାହାଫଳରେ ଚାଳିବାରେ କଷ୍ଟ ହୁଏ।ସିଡ଼ି ଚଢ଼ିବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ।ଏଥି ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ କଷ୍ଟ ଅନୁଭୂତ ହୋଇଥାଏ।ତେଣୁ ଏହି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପଇବାକୁ ନିମ୍ନରେ ଏକ ଘରୋଇ ଉପଚାର ବର୍ଣ୍ଣନା କରାଯାଇଛି।ଆଶା କରୁଛି ଏହା ଆପଣଙ୍କ ଉପକାରରେ ଆସିବ।ଓ ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ସହାୟକ ହେବ।ଆମ ଶରୀରରେ ଥିବା ହାଡରେ କ୍ୟାଲସିୟମର ଉପସ୍ଥିତି ହାଡକୁ ମଝବୁତ କରିଥାଏ। ବୟସ ବଢ଼ିବା ଯୋଗୁଁ ଏହା କମ ହୋଇଥାଏ।ତେଣୁ ଆଣ୍ଠୁଗଣ୍ଠି ବ୍ୟଥା ହୋଇଥାଏ।

ଏଥିପାଇଁ ଏକ ଘରୋଇ ଉପଚାର ବର୍ଣ୍ଣିତ ହୋଇଛି।ପ୍ରଥମେ ଏକ କଡେଇରେ କିଛି ସିସେମ ମଞ୍ଜି ନେବା।ସେଥିରେ କିଛି ଚିନା ବାଦାମ, ନଡ଼ିଆ ପାଉଡର ନେଇ ଅଳ୍ପ ଆଞ୍ଚରେ ଭାଜିବା।ଓ ତାପରେ ଏଥିରେ କିଛି ରସୁଣ ଓ ଧନିଆ ପତ୍ର ମିଶାଇ ତାକୁ ଗ୍ରାଇଣ୍ଡିଂ କରି ଚଟଣୀ ପ୍ରସ୍ତୁତ କରିବା।ଏହି ସବୁ ଉପାଦାନ ଅସ୍ଥି ଓ ମଜ୍ଜାକୁ ଶକ୍ତ କରିବାରେ ବିଶେଷ ସହାୟକ ହୋଇଥାଏ।ଏହି ଚଟଣୀକୁ ଆପଣ ରୁଟି ସହିତ ଖାଇପାରିବେ।ଓ ଏହା ଏହି ଯନ୍ତ୍ରଣାରୁ ଉପଶମ ଦେଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଯଥାର୍ଥରେ ମତ ଉପସ୍ଥାପନ କରିଛନ୍ତିକି ଅତ୍ୟାଧୁନିକ ରାସାୟନିକ ଔଷଧ ଅପେକ୍ଷା ଆୟୁର୍ବେଦିକ ତଥା ପୌରାଣିକ ଘରୋଇ ଉପଚାର ସ୍ୱାସ୍ଥ୍ୟ ପ୍ରତି ବହୁତ ଉପଯୋଗୀ ଓ ଫଳପ୍ରଦ ହୋଇଥାଏ।ସ୍ୱାସ୍ଥ୍ୟର ତ୍ରୁଟି ମନୁଷ୍ୟକୁ ଭାରାକ୍ରାନ୍ତ କରିଦିଏ।ବିଭିନ୍ନ କ୍ଷେତ୍ରରେ ଏହାର ଆଗ୍ରହକୁ ପ୍ରତିରୋଧ କରିଥାଏ।ଜୀବନରେ ଦୁଃଖ ଆଣେ ଓ ମାନସିକ ସ୍ଥିତିକୁ ମଧ୍ୟ ଖରାପ କରିଥାଏ।ତେଣୁ ଛୋଟ ଠାରୁ ବଡ଼ ଯାଏ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ସୁସ୍ଥ ଓ ନିରୋଗ ରହିବାକୁ ଚାହାଁନ୍ତି। ହେଲେ ବୟସ ବଢ଼ିବା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସାଧାରଣତଃ ଦେଖା ଯାଇଥାଏ।ତେଣୁ ସ୍ୱାସ୍ଥ୍ୟର ସଠିକ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

 
                         
                                 
                                 
                                