June 30, 2025

Odia Express

Leading Odia News Portal of Odisha

ଗରିବ ବାପା ପାଖେ ପୁଅ ର ସ୍କୁଲ ବ୍ୟାଗ କିଣିବା ପାଇଁ ପଇସା ନଥିଲା – ପଢିବା ରେ କିଛି ଅସୁବିଧା ନହେଉ ବୋଲି ନିଜ ହାତରେ କରିଦେଲେ ଏଭଳି ବ୍ୟାଗ – ସାରା ଦେଶ କରୁଛି ପ୍ରଶଂସା..

ପାଠ ପଢିବା ସବୁ ପିଲାଙ୍କର ଅଧିକାର ଅଛି , ଗରିବ ହେଉ କିମ୍ବା ଧନୀ ସବୁ ଛୁଆ ପାଠ ପଢିବା ନିତାନ୍ତ ଜରୁରୀ ଅଟେ , ଲକ୍ଷାଧିକ ଛୁଆ ଏପରି ଅଛନ୍ତି ଯିଏକି ପଇସାର ଅଭାବ ସକାଶେ ପଢିପାରନ୍ତି ନାହିଁ , କାହାଙ୍କ ପାଇଁ ଆଡମିଶନ୍ ପାଇଁ ପଇସା ନଥାଏ ତ କାହା ପାଖରେ ବହି ଖାତା କିଣିବାକୁ ବି ପଇସା ଯୋଗାଡ ହୋଇପାରେ ନାହିଁ ।କମ୍ବୋଡିଆର ଜଣେ ଚାଷୀ ନିଜ ଛୁଆକୁ ସ୍କୁଲ୍ ଯିବାପାଇଁ ଏକ ବ୍ୟାଗ୍ ତିଆରି କରିଥିଲେ । କାରଣ ତାଙ୍କ ପାଖରେ ପୁଅର ସ୍କୁଲ୍ ଯିବାପାଇଁ ବ୍ୟାଗ୍ ନଥିଲା । ଓ ପଇସାର ଅସୁବିଧା ସକାଶେ ସେ ତାହା ପୁରା କରିପାରିନଥିଲେ। ଖାଲି ଏତିକି ନୁହେଁ କାନ୍ଧରେ ପକାଇଥିବା ଏହି ଛୁଆର ବ୍ୟାଗର ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ଶିକ୍ଷକ ମା ବାପାଙ୍କୁ କହିଲେ,

 

ଭାରତରେ ନୁହେଁ ଦୁନିଆଁ ସାରା ବହୁତ ଏମିତି ଛୁଆ ଅଛନ୍ତି ଯିଏକି ଆର୍ଥିକ ଅନାଟନ ସକାଶେ ସ୍କୁଲ୍ ଯାଇପାରନ୍ତି ନାହିଁ , ଯେଉଁ  ପରିବାର ଓ ଘରର ଅବସ୍ଥା ବହୁତ ଶୋଚନୀୟ ଅଟେ , ସେମାନେ ନିଜ ଛୁଆଙ୍କୁ ପାଠ ପଢାଇବାରେ ସଙ୍କୋଚ ବୋଧ କରନ୍ତି , ଏମିତି କିନ୍ତୁ କରିବା ଭୁଲ୍ ଅଟେ ।

 

NY Keng ନାଁର ପାଞ୍ଚ ବର୍ଷର ଛୁଆ ଯିଏକି କମ୍ବୋଡିଆର ବାସିନ୍ଦା ଅଟେ , ଜେବେ ଏହି ଛୁଆ ବାପାଙ୍କ ଦ୍ୱାରା ବନାହୋଇଥିବା ବ୍ୟାଗ୍ ନେଇକରି ସ୍କୁଲରେ ପହଞ୍ଚିଲା , ତେବେ ଶିକ୍ଷକ ତାର ବ୍ୟାଗ୍ ଦେଖି ଚକିତ ହୋଇଗଲେ । କେଂଗଙ୍କ ଶିକ୍ଷକ Sophous Suon  ବୋରଡ୍ ପଣ୍ତା କହିଲେ । ଏହା ଏକ ମାମୁଲି ସ୍କୁଲ୍ ବ୍ୟାଗ୍ ପରି ଦାମ୍ ୩୦୦୦ ରିୟଲ୍ସ ମାନେ ୭ ଡଲାର ଅଟେ , ଓ ତାଙ୍କର ପରିଜନ ଏତେ ମହଙ୍ଗା ବ୍ୟାଗ୍ ଦେଇପାରିବେ ନାହିଁ , କେଂଗର ବାପା ଜଣେ ଚାଷୀ ଅଟନ୍ତି , ଯିଏକି କିଛି ଆୟ କରିବାପାଇଁ ବହୁତ ପରିଶ୍ରମ କରିଥାନ୍ତି ।

 

କେଂଗର ବାପା ଦଘରା ନିଜ ଛୁଆକୁ ଭଲ ପାଆନ୍ତି , ଓ ଏହି ଅଦ୍ଭୁତ କାର୍ଯ୍ୟ ସବୁ ବିଦେଶୀଙ୍କୁ ଏତେ ପସନ୍ଦ ଆସିଲା କି ସେ କେଂଗର ବାପାଙ୍କ ସହ ସଂମ୍ପର୍କ କଲେ , ଓ ଏମିତି ବହୁତ ସାରା ବ୍ୟାଗ୍ ବନାଇବାକୁ ଅର୍ଡର ଦେଲେ , କେଂଗର ବାପା ରାଫିଆ ଷ୍ଟ୍ରିଙ୍ଗ୍ ଉପଯୋଗରୁ ଏହି ସୁନ୍ଦର ବ୍ୟାଗ୍ ତିଆରି କରିଥିଲା । ଆପଣ ନିଜେ ଦେଖୁଥିବେ କି ଜଣେ ବାପାର ଭଲ ପାଇଆ ନିଜ ଛୁଆର ପାଠ ପଢିବାର ଇଚ୍ଛାଶକ୍ତି ଦ୍ୱାରା ଲୋକମାନଙ୍କର ପାଖରେ ପହଞ୍ଚାଇବାକୁ ଚାହ୍ଁନ୍ତି ।

Leave a Reply

Your email address will not be published. Required fields are marked *