ଏହି ୪ ରାଶିର ଝିଅମାନେ ନିଜ ସ୍ୱାମୀଙ୍କୁ ରଖିଥାନ୍ତି ନିୟନ୍ତ୍ରଣରେ – ଏହି ରାଶି ବିଷୟରେ ଜାଣିରଖନ୍ତୁ ଏବେ..
 
                ନମସ୍କାର ସାଙ୍ଗମାନେ।ଯେବେ କୌଣସି ଦୁଇ ବ୍ୟକ୍ତି ପ୍ରେମରେ ଥାନ୍ତି ତେବେ ସେମାନଙ୍କୁ ପରସ୍ପରର ପ୍ରତ୍ୟେକ କଥା ବହୁତ ଭଲ ଲାଗିଥାଏ।ତାଙ୍କୁ ସେହି ସମୟରେ ଦିନ ଦୁନିଆର ଖବର ନଥାଏ।ସେମାନଙ୍କୁ ପରସ୍ପରଙ୍କ କଥା ଠିକ ଲାଗିଥାଏ।ବିବାହର ପ୍ରଥମ ସୋପାନକୁ ହନୀମୁନ ପିରିୟଡ଼ କୁହାଯାଇଥାଏ।
ଏହି ସମୟରେ ସେମାନଙ୍କ ଜୀବନରେ ସର୍ବଦା ପ୍ରେମ ଏବଂ ରୋମାନ୍ସ ରହିଥାଏ।କିନ୍ତୁ ସମୟ ଯେପରି ଗଡ଼ିବାକୁ ଲାଗିଥାଏ ଏହାସହିତ ସେମାନଙ୍କୁ ପରସ୍ପରର କମି ଏବଂ ଖରାପ ଗୁଣ ବିଷୟରେ ଗଭୀରତାରେ ଜଣାପଡିଥାଏ।କିଛି ଝିଅ ଏପରି ହୋଇଥାନ୍ତି ପ୍ରଥମରୁ କିଛି ଦିନରେ ନିଜ ସ୍ୱାମୀର ପ୍ରତେକ କଥାରେ ରାଜି ହୋଇଥାନ୍ତି କିନ୍ତୁ ବିବାହପରେ ସେ ତାଙ୍କ ସ୍ୱାମୀକୁ ସମ୍ପୂର୍ଣ୍ଣ ରୂପରେ ନିୟନ୍ତ୍ରଣରେ ରଖିଥାନ୍ତି।
ଯଦି ଆପଣଙ୍କର ମଧ୍ୟ ବିବାହ ହେବାକୁ ଯାଉଛି ଏବଂ ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣଙ୍କ ହେବାକୁ ଯାଉଥିବା ସ୍ତ୍ରୀ ବିବାହପରେ ବଦଳି ଯିବ ନା ନାହିଁ ଏହାର ପତା ଆପଣ ରାଶି ସାହାଯ୍ୟରେ ଲଗାଇପାରିବେ।ଏହି ଆର୍ଟିକିଲ ମାଧ୍ୟମରେ ଆମେ ସେହି ରାଶିମାନଙ୍କ ବିଷୟରେ ଜଣାଣିବୁ ଯେଉଁ ରାଶିର ଝିଅମାନେ ବିବାହ ପରେ ନିଜ ସ୍ୱାମୀକୁ ନିୟନ୍ତ୍ରଣରେ ରଖିଥାନ୍ତି।

ପ୍ରଥମ ରାଶି ହେଉଛି ସିଂହ ରାଶି:-ଏହି ରାଶିର ଝିଅମାନଙ୍କ ସ୍ୱଭାବ ଗମ୍ଭୀର ଏବଂ ଶାନ୍ତ ରହିଥାଏ।ଏମାନେ ଜଲଦି କାହା ଉପରେ ବିଶ୍ୱାସ କରିନଥାନ୍ତି।ସେ ତାଙ୍କ ସ୍ୱାମୀ ମଧ୍ୟ ହେଇଥାଉ ନା କାହିଁକି।ଏମାନେ ସର୍ବଦା ନିଜ ସ୍ୱାମୀ ଉପରେ ଶଙ୍କା କରିଥାନ୍ତି।
ଦ୍ୱିତୀୟ ରାଶି ହେଉଛି ଧନୁ ରାଶି:-ଏହି ରାଶିର ଝିଅମାନେ ଅନ୍ୟକୁ ଶାସନ କରିବାରେ ଏବଂ ଆଦେଶ ଦେବାରେ ସର୍ବଦା ଆଗରେ ରହିଥାନ୍ତି।ଯଦି ଏମାନଙ୍କୁ କୌଣସି ଆଦେଶ ଦିଆଗଲେ ଏହି କଥା ତାଙ୍କୁ ବରଦାସ୍ତ ହୋଇନଥାଏ।ଏହି ଝିଅମାନଙ୍କୁ ନିଜ ଜୀବନରେ ଅନ୍ୟକାହାର ଦାଖଲ ପସନ୍ଦ ହୋଇନଥାଏ।ଏହି ସବୁ କାରଣରୁ ନିଜ ସ୍ୱାମୀକୁ ମଧ୍ୟ ନିୟନ୍ତ୍ରଣରେ ରଖିବାର ପୁରା ଚେଷ୍ଟା କରିଥାନ୍ତି।
ତୃତୀୟ ରାଶି ହେଉଛି ତୁଳା ରାଶି:-ତୁଳା ରାଶିର ଝିଅମାନଙ୍କ ପାଖରେ ନେତୃତ୍ବ ନେବାର ଗୁଣ ଥାଏ।ଏହାକୁ ଏମାନେ ଏତେ ଗଭୀରତାର ସହିତ ନେଇଥାନ୍ତିଯେ ଏମାନେ ନିଜ ସ୍ୱାମୀଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିଥାନ୍ତି।ଏବଂ ତାଙ୍କୁ ନିଜ ଇସାରା ଅନୁସାରେ କାମ କରାଇଥାନ୍ତି।ଏମାନେ ଚେଷ୍ଟା କରିଥାନ୍ତିଯେ ନିଜ ସ୍ୱାମୀର ସବୁ କଥା ଏମାନଙ୍କ ପାଖରେ ରହିବାପାଇଁ।
ଏହାପରେ ଚତୁର୍ଥ ରାଶି ହେଉଛି କନ୍ୟା ରାଶି:-କନ୍ୟା ରାଶିର ଝିଅମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି ଏବଂ ସେମାନେ ନିଜ ପାଟନରକୁ ବହୁତ ପ୍ରେମ କରିଥାନ୍ତି।ଏଥିପାଇଁ ତାଙ୍କୁ ନିଜ ସ୍ୱାମୀକୁ ଅନ୍ୟକାହା ସହ ଦେଖିବା ବରଦାସ୍ତ ହୋଇନଥାଏ।ଏହି କାରଣ ପାଇଁ ଏମାନେ ନିଜ ପାଟନରକୁ ନିଜ ପାଖରେ ଏବଂ ନିୟନ୍ତ୍ରଣରେ ରଖିବାକୁ ଚାହିଁଥାନ୍ତି।
ଏହା ଥିଲା ଏହି ୪ ରାଶିର ଝିଅମାନେ ନିଜ ସ୍ୱାମୀଙ୍କୁ ରଖିଥାନ୍ତି ନିୟନ୍ତ୍ରଣରେ।

 
                         
                                 
                                 
                                