July 12, 2025

Odia Express

Leading Odia News Portal of Odisha

ସାର ମୁଁ ଏକ ଲାଇନ୍ ମ୍ୟାନ୍ ଅଟେ, ମୋର୍ ସ୍ତ୍ରୀ ବହୁତ ସୁନ୍ଦର ଅଟେ – ତାଙ୍କୁ ଜେଇ ସାହେବ ନେଇ ପଳାଇଲେ , ମୋତେ ଫେରାଇଦିଅନ୍ତୁ – ଦେଖନ୍ତୁ ତାପରେ କଣ ହେଲା..

କିଛି ଏପରି ଖବର ହୋଇଥାଏ , ଯାହା ଉପରେ ଭରସା କରିପାରିବା ଅସମ୍ଭବ ହୋଇଥାଏ , ଅଧିକାଂଶ ଖବର ସଂମ୍ପର୍କକୁ ଲଜ୍ଜିତ କରିବାର ପରି ହୋଇଥାଏ , ଯାହା ବିଷୟରେ ଜାଣିଲେ ମୁଣ୍ତ ଲାଜରେ ତଳକୁ ନଇଁ ଯାଏ , ଏମିତି ଏକ ଖବର ଉତ୍ତର ପ୍ରଦେଶର ଫତେହପୁର ସାମ୍ନାରେ ହୋଇଛି , ଏଠାରେ ବିଜୁଳି ବିଭାଗର କାମ କରୁଥିବା ଏକ ଲାଇନ୍ ମ୍ୟାନ୍ ଙ୍କ ସ୍ତ୍ରୀର ଗହଣା ଓ ପଇସା ନେଇକରି ଫେରାର୍ ହୋଇଯାଇଥିଲେ  । ଫତେହପୁର ସହର କ୍ଷେତ୍ରରେ ରାଣୀ କଲୋନୀରେ ରହୁଥିବା ଲାଇନ୍ ମ୍ୟାନ୍ ପ୍ରାୟ ଏକ ମାସ ପୂର୍ବରୁ ପୁଲିସ୍ ଅଧିକକ୍ଷ ପାଖରେ ଅଭିଯୋଗ କରିଥିଲେ, ବ୍ୟକ୍ତି ଜଣଙ୍କ ନିଜ ଅଭିଯୋଗରେ କହିଲେ କି ତାଙ୍କର ସ୍ତ୍ରୀ ପ୍ରାୟ ନଗଦ ଓ ଗହଣା ଅଳଙ୍କାଅ ନେଇ ସେହି ବିଭାଗର କାମ କରୁଥିବା ଏକ ଜେଇଙ୍କ ସହ ଫେରାର୍ ହୋଇଗଲେ,  ଏବେ ତାର ସ୍ୱାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ବି ଆସୁଛି

ପୂର୍ବାଞ୍ଚଳ ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ ରେ ଲାଇନ୍ ମ୍ୟାନ୍ ପଦରେ ନିଯୁକ୍ତ ହୋଇଥିବା ରାମ ଗୋପାଳ ବର୍ମା ପୁଲିସ୍ ଅଧିକ୍ଷକକୁ ଅଭିଯୋଗ ପତ୍ରରେ ଜଣାଇଥିଲେ କି ସେ ବହୁଆ ରେ ବିଲିଙ୍ଗ୍ କାର୍ଯ୍ୟ ଦେଖୁଥିଲେ , ଓ ବର୍ତ୍ତମାନରେ ସେ ଏକ ଭଡା ଘରେ ରହୁଥିଲେ , ଗତ ୧୪ ଜୁନ୍ କୁ ଡ୍ୟୁଟିକୁ ସେ ଚାଲିଯାଇଥିଏଲ୍ , ତାଙ୍କର ସ୍ତ୍ରୀ ରଚନା ବର୍ମା ଡିଘରୁବା ପାୱାର୍ ହାଉସ୍ ରେ ନିଯୁକ୍ତ ଥିବା ଜେଇ ଅବିନାଶ ଯାଦବଙ୍କ ସହ ସାତ ଲକ୍ଷ ଟଙ୍କାର ଓ ଅଢେଇ ଲକ୍ଷ ଟଙ୍କାର ଗହଣା ଅଳଙ୍କାର ନେଇ ଫେରାର୍ ହୋଇଯାଇଥିଲେ ,

ବ୍ୟକ୍ତିଙ୍କ ଅଭିଯୋଗ ରେ ୨୦ ଜୁନ୍ କୁ ଥାନା କୋତୱାଲିରେ କରିଥିଲେ , ତାଙ୍କର ସ୍ତ୍ରୀ ଓ ଆରୋପି ଜେଇ ସେହି ଦିନରୁ ଲଗାତାର ମାରିଦେବାର ଧମକ ଦେଉଛନ୍ତି , ପୋଲିସ୍ କହିଲେ ୨୪ ଜୁନ୍ କୁ ରଚନା ବର୍ମା ତାଙ୍କର ମୋବାଇଲ୍ ରେ ଫୋନ୍ କରି ଧମକ ଦେଇଥିଲେ କି ସେ ତାର ଲାୟକ ନୁହେଁ , ସେ କହିଲେ କି ଡ୍ୟୁଟିରେ ଯିବା ସମୟରେ ସେ ତାଙ୍କର ଆକ୍ସିଡେଣ୍ଟ କରାଇଦେବେ , ଓ ତାଙ୍କର ଚାକିରି ଛଡେଇନେବେ ।

Leave a Reply

Your email address will not be published. Required fields are marked *