October 22, 2024

Odia Express

Leading Odia News Portal of Odisha

ଇଣ୍ଟରଭିୟୁ ରେ ପଚରାଗଲା ଯଦି ଜଣେ ଜ୍ୱାଇଁ ନିଜ ଶାଶୁ ସହ ବାହା ହୋଇଗଲେ ତେବେ ତା ସ୍ତ୍ରୀ ସହ ତାର କଣ ସଂମ୍ପର୍କ ହେବ , ଜବାବ୍ ଶୁଣିଲେ ତାଯୁବ ହେଇଯିବେ ଆପଣ..

ଆଜି କାଲି ପ୍ରତିଯୋଗୀ ପରୀକ୍ଷାରେ ପରିକ୍ଷାର୍ଥୀଙ୍କ ଚୟନ ହେବା ବହୁତ ମୁସକିଲ୍ ହୋଇଯାଇଛି । ଓ ଏହା ବି କଠିନ ଅଟେ , ଇଣ୍ଟରଭ୍ୟୁ ଠିକ୍ ହେବା ଆଜିର ସମୟରେ ଉଚ୍ଚ ପଦରେ ଚାକିରି କରିବା ହୋଇଥାଏ । ସେତେ ହିଁ କଠିନ ପ୍ରଶ୍ନ ହୋଇଥାଏ , କେବେ ଇଣ୍ଟରଭ୍ୟୁରେ ଏମିତି କିଛି ପ୍ରଶ୍ନ ହୋଇଥାଏ ,ଯାହା ଆମ ମସ୍ତିଷ୍କକୁ ହଲାଇଦେଇଥାଏ , ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚାରାଯାଇଥାଏ କି ଯାହାର ଉତ୍ତର ଦେବାକୁ ହେଲେ ବହୁତ ଭାବିବାକୁ ପଡିଥାଏ ।

 

ଯେଉଁ ପରିକ୍ଷାର୍ଥୀଙ୍କର ଇଣ୍ଟରଭ୍ୟୁର ପ୍ରକିୟା ହୋଇଥାଏ , ତାଙ୍କର ଚୟନ ଆଧାରରେ ହୋଇଥାଏ , ସାମାନ୍ୟତା ଦେଖାଯାଏ ତ ପରୀକ୍ଷାର୍ଥୀ ଲିଖିତ ପରିକ୍ଷା ଉତ୍ତିର୍ଣ୍ଣ କରିନେଇଥାଏ , କିନ୍ତୁ ଇଣ୍ଟରଭ୍ୟୁ ସମୟରେ ନରଭର୍ସ ହୋଇଯାଏ , ତେବେ ଆସନ୍ତୁ ଆଜି ଆମେ ଆମେ ଆପଣଙ୍କ ନିକଟରେ କିଛି ଏପରି ପ୍ରଶ୍ନ ନେଇକରି ଆସିଛୁ , ଯାହା ଅଜବ ଅଟେ , କିନ୍ତୁ ଆପଣ ନିଜ ଦିମାଗକୁ ଜୋର୍ ଦେଇ  ଜବାବ ଦେବାରେ ସଫଳ ହୋଇପାରିବେ , ଏହି ଥିରେ ଜଣାପଡିବ କି ଆପଣ କେଉଁ ସ୍ତର ଯାଏଁ ନିଜ ବୁଦ୍ଧିର ପ୍ରୟୋଗ କରିପାରିବେ , ଚାଲନ୍ତୁ ଜାଣିବା ।

 

ପ୍ରଶ୍ନ : ଅପରେସନ୍ ସମୟରେ ରୋଗୀକୁ ଭୁଲ୍ ଚିକିତ୍ସା ଦ୍ୱାରା ମୃତ୍ୟୁ ହୋଇଯାଏ , କଣ ଡାକ୍ତର ତା ପାଈଁ ଦଣ୍ତିତ ହେବେ କି ?

ଉତ୍ତର : ଏହି ପରି ପ୍ରଶ୍ନ ପରିସ୍ଥିତି ଉପରେ ନିର୍ଭର କରେ , ରୋଗୀର ପରିଜନ ଅପରେସନ୍ ସମୟରେ ଯେଉଁ କାଗଜରେ ଦସ୍ତଖତ କରିଥିବେ , ତାହା ଯଦି କୁହାଯାଇଥିବ କି ଏଥିପାଇଁ ହସ୍ପିଟାଲ୍ ର କର୍ତ୍ତୁପକ୍ଷ ଦାୟୀ ରହିବେ ନାହିଁ , ତେବେ ବି ସୁଦ୍ଧା ତାଙ୍କୁ ଦଣ୍ତ ଭୋଗିବାକୁ ପଡିଥାଏ , ଓ ଲାଇସେନ୍ସ ରଦ୍ଧ କରାଯାଏ ।

ପ୍ରଶ୍ନ : ଯଦି ଆପଣଙ୍କ ପାଖକୁ କିଏ ଲୁଟିବାକୁ ଆସୁଛି ,ଓ ଆପଣଙ୍କ ପାଖରେ ବନ୍ଧୁକ ଅଛି ତେବେ କଣ କରିବେ ,

 

ଉତ୍ତର : ଆମେ ତାକୁ ତାର ଆଣ୍ଠୁରେ ଗୁଳି ଚଳାଇ ଆଘାତ କରାଇପାରିବୁ , କାରଣ ଆଣ୍ଠୁରେ ଗୁଳି ଚଳାଇବା ଏକ ଡିଫେନ୍ସର ଅନ୍ତର୍ଗତ ଆସିଥାଏ , ଓ ଏମିତିରେ ଆପଣଙ୍କ ବିରୁଦ୍ଧରେ ହତ୍ୟା କିମ୍ବା ଆଟେମଡ୍ ଟୁ ମର୍ଡର କେସ୍ ହୋଇପାରିବ ନାହିଁ , ସେଲ୍ଫ୍ ଡିଫେନ୍ସ ପାଇଁ ବ୍ୟକ୍ତିକୁ ସେହି ଛାଡ ଦିଆଯାଇଥାଏ , ଏହା ପରେ ବି ସେ ଯଦି ଆକ୍ରମଣ କରେ , ତେବେ ଆପଣ ଆଇନଗତ କାର୍ଯ୍ୟନୁଷ୍ଠାନ ଅନ୍ତର୍ଗତରେ ଆସିପାରନ୍ତି ।

ପ୍ରଶ୍ନ : ଯଦି ଜଣେ ବ୍ୟକ୍ତି ନିଜ ଶାଶୁକୁ ବାହା ହୋଇଯାଏ ତେବେ ତାର ସ୍ତ୍ରୀ ସହ କଣ ସଂମ୍ପର୍କ ହେବ ।

 

ଉତ୍ତର : ଯଦି ଜଣେ ବ୍ୟକ୍ତି ଦୁଇଟି ସ୍ତ୍ରୀଙ୍କୁ ବିବାହ କରିଥାଏ ତେବେ ଏହା ଏକ ପାରିବାରିକ ବିବାଦ ଅଟେ , ଯାହାକୁ କୋର୍ଟ ରେ ପ୍ରସ୍ତୁତ କରାଯାଏ , ଓ ତାହା ଉପରେ ଆଇନଗତ କାର୍ଯ୍ୟନୁଷ୍ଠାନ ହୋଇପାରେ , ନହେଲେ ସେ ପର୍ଯ୍ୟନ୍ତ ମା ଓ ଝିଅ ଦୁହେଁ ତାଙ୍କର ସ୍ତ୍ରୀ ରହିବେ , ଏମିତି ଏକ ଉଦାହରଣ ଅଛି ଯେଉଁଠି ଗୋଟେ ଗାଁରେ ଜଣେ ଆଶା ନାମକ ମହିଳା ସହ ତାର ଜ୍ୱାଇଁ ବିବାହ କରିନେଇଥିଲେ , ଯାହାପରେ ଆଶା ନିଜ ଝିଅକୁ ସଉତୁଣି ବୋଲି ମାନି ଚଳିଲା ।

Leave a Reply

Your email address will not be published. Required fields are marked *