October 24, 2024

Odia Express

Leading Odia News Portal of Odisha

ଗାଧୋଇବା ପରେ ପଢି ଦିୟନ୍ତୁ ରାମାୟଣର ଏହି ଗୋଟିଏ ଚୌପାଇ, ସଫଳତା ଆପଣଙ୍କ ପାଦ ଛୁଇଁବ କିଛି ଦିନରେ ସବୁଖୁସି ପାଇବେ ଆପଣ..

ଆଜିର ସମୟରେ ସଫଳ ହେବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଚେଷ୍ଟା କରିଥାନ୍ତି । ଏହା ପରେ କେବେ କେବେ ଲାଗିଥାଏ କି ସଫଳତା ଆମର ପାଖରେ ଥିବା ସତ୍ତ୍ୱେ ଆମ ପାଖରେ ନଥାଏ । କିନ୍ତୁ ଏହା ସତ୍ତ୍ୱେ ବି ଆମେ ଧନୀ ହେବାପାଇଁ କିଛି କରିନଥାଉ । ବହୁତ ଲୋକ ଅଛନ୍ତି ଯେଉଁମାନେ ବିନା କିଛି ନ କରି ସଫଳତା ପାଇଥାନ୍ତି , କିନ୍ତୁ ଆଉ କିଛି ପାଇପାରିନଥାନ୍ତି , ଜୀବନରେ ପରିଶ୍ରମ ସହ ଭାଗ୍ୟ ଉପରେ ନିର୍ଭର କରିଥାଏ । ଆଜି ଆମେ ଆପଣଙ୍କୁ କିଛି ଏପରି କହିବୁ ଯାହା ସହ ଆପଣଙ୍କ ପରିଶ୍ରମ ସହ ନିଜ ଭାଗ୍ୟ ଚମକି ଉଠିବ ।

 

କହିଦେବୁ କି ରାମାୟଣରେ କିଛି ଏପରି ଚୌପାଇ ଅଛି ଯାହା ଏମିତି ଅଛି କି ଏହାକୁ ପ୍ରତିଦିନ ଗାଧୋଇବା ସହ ଆମ ଜୀବନରେ ସବୁ ସ୍ୱପ୍ନ ପୁରା ହୋଇପାରିବ , ଆମର ସବୁ କାର୍ଯ୍ୟ ସଫଳ ହୋଇପାରିବ , ଯେମିତି କି ଆପଣ ସମସ୍ତେ ଜାଣିଥିବେ କି ରାମାୟଣ ହିନ୍ଦୁମାନଙ୍କର ଏକ ପବିତ୍ର ଗ୍ରନ୍ଥ ଅଟେ । ଏହାର ରଚନା ବାଲ୍ମିକି କରିଥିଲେ ।

ରାମାୟଣରେ ବହୁତ ଏପରି କଥା ଲେଖାହୋଇଛି, ଯାହା ଆମ ଜୀବନରେ ସତ୍ୟର ଉଜାଗର ହୋଇଥାଏ , ସେହିପରି ରାମାୟଣରେ କିଛି ଏପରି ଚୌପାଇ ଅଛି , ଯାହା ଆପଣଙ୍କ ଭାଗ୍ୟ ବଦଳାଇଦେବ , ଓ ସବୁ ସମସ୍ୟାର ସମାଧାନ କରିପାରିବ ।

 

ଚୌପାଇ : ଜୋ ପ୍ରଭୁ ଦିନଦୟାଲା କହାବା । ଆରତୀ ହରଣ ବେଦ ଜଶ ଗାବା ॥

ଜପହି ନାମୁ ଜନ ଆରତ ଭାରି । ମିଟାହି କୁସଂକଟ ହୋହିଂ ସୁଖାରି ॥

ଦିନଦୟାଲ୍ ବିରଦ ସଂଭାରୀ ॥ ହରହୁ ନାଥ ମମ ସଂଙ୍କଟ ଭାରି ॥

କହିଦେବୁ କି ସକାଳ ଉଠିବା ଓ ସ୍ନାନ କରିବାପରେ ଭଗବାନଙ୍କ ସାମ୍ନାରେ ଯାଇକରି ପ୍ରତ୍ୟେକ ଚୌପାଇ କମ୍ ସେ କମ୍ ପାଞ୍ଚଥର ପଢନ୍ତୁ , ଓ ଭଗବାନଙ୍କ ନିକଟରେ ସଂକଳ୍ପ କରନ୍ତୁ କି ଆପଣ କାହା ବିଷୟରେ ଖରାପ ଚିନ୍ତାଧାରା ରଖିବେ ନାହିଁ , ଏମିତି କଲେ ଜୀବନରେ ସଫଳତା ପ୍ରାପ୍ତି କରିବେ ।

Leave a Reply

Your email address will not be published. Required fields are marked *