March 16, 2025

Odia Express

Leading Odia News Portal of Odisha

ମହିଳା ମାନକ ପାଇଁ ୩୦ ବର୍ଷ ବୟସ ବହୁତ ହି ଖାସ୍ ହେଇଥାଏ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

କୁହାଯାଏ କି ବ୍ୟକ୍ତିର ବୟସ ସାଥେ ତାର ଭାବନା ଓ ବ୍ୟବହାରରେ ପରିବର୍ତ୍ତନ ଦେଖାଦେଇଥାଏ , ଜୀବନରେ ବୟସ ବଢୁଥିବା ସହ ଆମେ କିଛି ଅଲଗା ଅଲଗା ଭାବିଥାଉ । ସେମିତି ମହିଳାଙ୍କ ବୟସର ଏହି ପରିବର୍ତ୍ତନ ସହ ବହୁତ କିଛି ବଦଳିଯାଇଥାଏ , ବୟସ ବଢିବା ସହ ଲୋକଙ୍କ ବ୍ୟବହାରରେ ପରିପକ୍ୱତା ବି ଆସିଯାଏ , ଓ ଜୀବନ ଭଲରେ ଚଳିବା କଳା ବି ଶିକ୍ଷା ମିଳିଯାଏ । ଯେମିତି କି ଆମେ ସମସ୍ତେ ଜାଣିଛେ ୩୦ ବର୍ଷ ବୟସ ସମସ୍ତଙ୍କ ଜୀବନରେ କିଛି ଟା ପରିବର୍ତ୍ତନ ଆଣିଥାଏ , ସେମିତି ଏମିତି ଭାବିଥାନ୍ତି କି ଏହି ବୟସରେ ମହିଳାଙ୍କ ଜୀବନରେ ଏକ ସୁନ୍ଦର ବର୍ଷ ହୋଇଥାଏ , ମାନେ କହିବାକୁ ଗଲେ ୨୦ ବର୍ଷ ବୟସରୁ ମହିଳା ମାନେ ଅଧିକା ସୁନ୍ଦର ହୋଇଯାନ୍ତି ,

 

ଏହା ସହ ଅଧିକା ବୁଦ୍ଧିମତା , ଧୈର୍ଯ୍ୟ, ଓ ସହନଶୀଳତା ମାତ୍ରା ବଢିଯାଇଥାଏ , ଏହି ବୟସରେ ଆପଣଙ୍କ ସବୁ ଦୂର୍ବଳତା ବିଷୟରେ ଭାବି କରି ଦୁଃଖି ହେବା ପରିବର୍ତ୍ତେ ହସିକରି ଜୀବନ ବଞ୍ଚିବା ଶିକ୍ଷା କରିବା ଉଚିତ୍ , ସେଥିପାଇଁ ମହିଳା ମାନଙ୍କୁ ୨୦ ରୁ ୩୦ ବର୍ଷ ବୟସ ବହୁତ ମାଇନା ରଖିଥାଏ , ଆପଣଙ୍କୁ ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ୩୦ ବର୍ଷ ବୟସକୁ ନେଇ ବହୁତ କିଛି ତଥ୍ୟ ଅଛି , ଆଜି ଆମେ ସେହି ବିଷୟରେ ଆଲୋଚନା କରିବୁ ।

 

ଏହି ବୟସକୁ ଆସିଲା ପରେ ଛୁଆବେଳର ସବୁ ହରକତ୍ ଶେଷ ହୋଇଯାଏ , ଓ ଭୁଲ୍ ଠିକ୍ ର ଗଣନା ସଠିକ୍ ହୋଇଯାଏ , ଏହି ବୟସରେ ଛୋଟ ଛୋଟ କଥାକୁ କାନ୍ଦିବା ଅପେକ୍ଷା ତାହାର ସମାଧାନ ବାହାର କରିବା ଶିକ୍ଷା ମିଳିଯାଏ , ଓ ପରିସ୍ଥିତିରେ ଲଢିବା ଶିକ୍ଷା ମିଳିଯାଏ , ସବୁ ସମସ୍ୟାର କିଛି ଉପାୟ ନିଶ୍ଚିତ ଥାଏ ,

 

ଏହି ବୟସରେ ମହିଳା ମାନେ ବୁଦ୍ଧିମତା ହେବା ସହ ଭଲ ଓ ଖରାପ ପରିସ୍ଥିତିରେ ଲଢିବା ଶିଖିଯାଇଥାନ୍ତି , ତାହା ସହ ଅନ୍ୟ ମାନଙ୍କ ଆଗରେ ସେମାନେ ଅଧିକା ସମ୍ମାନିତ ବି ହୁଅନ୍ତି , ଓ ନିଜର ଜୀବନ ଶୈଳୀରେ ଚଳିବା ଶିଖିଯାଇଥାନ୍ତି , ଯେମିତ୍ କି ଆପଣଙ୍କୁ କେତେ ସମୟ ଶୋଇବାର ଅଛି , ଓ କେତେ ପରିମାଣର ଖାଇବାର ଅଛି, ଆଦି ସଂବନ୍ଧିତ ସୁଚନା ଆଗରୁ ଭଲ ଭାବେ ଜଣାପଡିଯାଏ । ସେଥିପାଇଁ ଏହି ବୟସରେ ମହିଳାମାନେ ଅଧିକା ସୁନ୍ଦର ଓ ଆର୍କଷିତ ଦେଖାଯାଆନ୍ତି  ।

 

ଆମ ଦେଶରେ କିଛି ଝିଅ ଓ ମହିଳା ଏପରି ଅଛନ୍ତି , ଯେଉଁମାନେ ଏହି ବୟସରେ ଏକୁଟିଆ ଥାଆନ୍ତି , କିନ୍ତୁ ଏମିତି ଦେଖାଯାଇଛି ଯେବେ କେଉଁ ସିଙ୍ଗଲ୍ ମହିଳା ୩୦ ବର୍ଷ ବୟସ ପାର୍ କରିନିଅନ୍ତି ତେବେ ସେ ନିଜ ଲାଇଫ୍ କୁ ସେଟ୍ କରିବାକୁ ଭାବନ୍ତି , ଓ ଅଲଗା କଥା କିଛି ଭାବନ୍ତି ନାହିଁ , ଏହି ବୟସରେ ତାଙ୍କ ପାଇଁ ପ୍ରେମ ପରିବର୍ତ୍ତେ ନିଜ କ୍ୟାରିୟର ଅଧିକା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଓ ତାହାକୁ ଅଧିକା ଧ୍ୟାନ ଦିଅନ୍ତି ।

Leave a Reply

Your email address will not be published. Required fields are marked *