October 23, 2024

Odia Express

Leading Odia News Portal of Odisha

ସମସ୍ତଙ୍କ ସାମ୍ନାରେ କ୍ୟାଟରିନାଙ୍କ ଶାଢୀ ସଜେଇବାକୁ ଲାଗିଲେ ସଲମାନ ଖାଁ , ତେବେ କ୍ୟାଟରିନା ସମସ୍ତଙ୍କ ସାମ୍ନାରେ ସଲମାନଙ୍କ ଟାଣିଥିଲେ..

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ଭାରତର ଏବେ ନୁଆ ଗୀତ ଜିନ୍ଦା ରିଲିଜ୍ ହୋଇଯାଇଛି, ଏବେ ଫିଲ୍ମର ନୁଆ ଗୀତ ଜିନ୍ଦା ରିଲିଜ୍ ହୋଇଥିଲା , ଏହି ଗୀତରେ ଲଞ୍ଚିଙ୍ଗ୍ ପାଇଁ ଏକ ଇଭେଣ୍ଟ ଅର୍ଗାନାଇଜ୍ କରାଯାଇଥିଲା , ଇଭେଣ୍ଟରେ ଫିଲ୍ମର ଲିଡ୍ ଅଭିନେତା ସଲମାନ କ୍ୟାଟରିନ୍ କୈଫ୍ ଦେଖାଦେଇଥିଲେ , ଏବେ ଏହି ଗୀତକୁ ମୁମ୍ବାଇରେ ଲଞ୍ଚ କରାଯାଇଥିଲା , ଲଞ୍ଚ ସମୟରେ ସଲମାନଙ୍କ ଫିଲ୍ମର ନୁଆ ଗୀତ ସମସ୍ତଙ୍କୁ ବହୁତ ପସନ୍ଦ ଲାଗିଥିଲା ।

 

କହିଦେବୁ କି ଲଞ୍ଚ ମଧ୍ୟରେ କ୍ୟାଟରିନାର ଶାଢୀର ପ୍ଲେଟ୍ ବିଗଡିଯାଇଥିଲା । ଯେପରି ସଲମାନଙ୍କ ନଜର ଏହା ଉପରେ ପଡିଲା ତେବେ ତୁରନ୍ତ କ୍ୟାଟରିନାଙ୍କୁ ସାହାଯ୍ୟ କରୁଥିବା ସଲମାନ ଦେଖାଯାଇଥିଲେ , ସେ ତୁରନ୍ତ କ୍ୟାଟରିନାଙ୍କ ଶାଢୀ ଠିକ୍ କରୁଥିବାର ଦେଖାଯାଇଥିଲେ , କ୍ୟାଟରିନା ଏହି ସମୟରେ ବହୁତ ଖୁସି ହୋଇଥିଲେ , କାରଣ ସଲମାନ ସବୁବେଳେ ଅସୁବିଧାର ସମୟରେ ଏକ ଭଲ ସାଥୀ ହୋଇ ତାଙ୍କ ସହ ରୁହନ୍ତି ।

 

ଲୁକ୍ କଥା କହିବାକୁ ଗଲେ ସଲମାନ ଡେନିମ୍ ଜିନ୍ସ ସହ ବ୍ଲାକ୍ ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ । ସେମିତି କ୍ୟାଟରିନା ବି ସାଢୀରେ ଫ୍ଲୋରାଲ୍ ପ୍ରିଣ୍ଟେଡ୍ ଶାଢୀ ପିନ୍ଧିଥିବାର ନଜର ଆସିଥିଲେ । ଏହି ପରି କ୍ୟାଟ ବହୁତ ସୁନ୍ଦର ଲାଗୁଥିଲେ , ଏହି ଇଭେଣ୍ଟରେ କିଛି ଏପରି ଦେଖିବାକୁ ମିଳିଥିଲା ଯାହା ଫ୍ୟାନ୍ସ କଳ୍ପନା କରିନଥିଲେ ଇଭେଣ୍ଟରେ କ୍ୟାଟରିନାଙ୍କ ଶାଢୀ ଠିକ୍ କରିବାପାଇଁ ସଲମାନ ତଳକୁ ଆସି ତାକୁ ଠିକ୍ କରିବାକୁ ଲାଗିଲେ ।

ଶାଢୀ ଠିକ୍ କରୁଥିବାର ସଲମାନ ଓ କ୍ୟାଟରିନାଙ୍କ ଫଟୋ ବହୁତ ଭାଇରାଲ୍ ହେଉଛି , କ୍ୟାଟରିନା ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ତ ରହିସାରିଛନ୍ତି , ବ୍ରେକ୍ ଅପ୍ ପରେ ଦୁହେଁ ଏମିତି ବଣ୍ତିଙ୍ଗ୍ ଦେଖିକରି ଫ୍ୟାନ୍ସଙ୍କୁ ବହୁତ ଭଲ ଲାଗିଲା , ସଲମାନ କ୍ୟାଟରିନା ଗୋଟେ ଭିଡିଓରେ ଭାଇରାଲ୍ ହୋଇଛନ୍ତି , ସଲମାନଙ୍କ ସେ ଗାଲ ଟାଣିଥିବାର ଦେଖାଯାଇଛି, କିନ୍ତୁ ଦୂର ହୋଇଯିବା କାରଣରୁ ସେ ଛୁଇଁ ପାରିନାହାନ୍ତି ।

Leave a Reply

Your email address will not be published. Required fields are marked *