October 22, 2024

Odia Express

Leading Odia News Portal of Odisha

ଏହି ୫ଟି ପ୍ରକିୟା ଦ୍ୱାରା କାନ ମଧ୍ୟରେ ଜମିଥିବା ମଇଳା ବାହାର କରନ୍ତୁ , ଶୁଣିବା ଶକ୍ତି ବହୁ ଗୁଣା ଅଧିକା ତେଜ୍ ହେଇଯିବ…

ଶରୀରକୁ ସଫା କରିବା ସହ କାନର ସଫାଇ କରିବା ବହୁତ୍ ଜରୁରୀ ହୋଇଥାଏ , ବହୁତ୍ ଲୋକ ନିଜ ଶରୀରକୁ ଭଲ ଭାବେ ସଫା କରିନିଅନ୍ତି କିନ୍ତୁ କାନର ସଫା କରିବା ଭୁଲିଯାଆନ୍ତି , କାନ ସଫା ନ କରିବା ଦ୍ୱାରା ବ୍ୟକ୍ତିକୁ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ , କାନ ସଫା ନ କଲେ ରୋଗକୁ ନିମନ୍ତ୍ରଣ କରିବା ସହ ସମାନ , କାନରେ ଜମା ହୋଇଥିବା ମଇଳା ଯୋଗୁଁ କାନ ପାଚିବା କିମ୍ବା କାନ ପୀଡା ହେବା ପରି ଅସୁବିଧା ଦେଖାଦେଇଥାଏ , ଏହା କାନ ସଂକ୍ରମଣ ହେବାର ବିପଦ ରହିଥାଏ , ଅଧିକା ମଇଳା ଜମି ରହିଲେ ଆପଣଙ୍କୁ କାନରେ କଷ୍ଟ ଅନୁଭବ ହୋଇଥାଏ , ଯଦି ଆପଣ ନିଜ କାନକୁ ସଫା ବହୁତ ଦିନ ହେଲା ଯଦି କରିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ୫ ଟି ପ୍ରକିୟା ବିଷୟରେ ଜଣାଇବୁ ଯାହା ଦ୍ୱାରା ଆପଣ ସହଜରେ କାନରୁ ମଇଳା ବାହର କରିପାରିବେ ଓ କାନକୁ ସଫା ରଖିପାରିବେ ।

 

ପ୍ରଥମ ତରିକା : ପ୍ରଥମେ ଅଧା କପ୍ ଗରମ ପାଣି ନିଅନ୍ତୁ , ସେଥିରେ କିଛିଟା ଲୁଣ ପକାନ୍ତୁ , ତାହା ପରେ ଗୋଟେ କାନ ସଫା କରିବାପାଇଁ ଏକ ସଫା ତୁଳି ନେବେ , ଓ ସେଥିରେ ଯେଉଁ ପାଣି ଅଛି ସେଥିରେ ବୁଡାଇଦିଅନ୍ତୁ , ଓ କାନ ମଧ୍ୟରେ ସେହି ପାଣିକୁ ଛାଡିଦେବେ , ଧ୍ୟାନ ରଖିବେ କି ପାଣି ଭିତରକୁ ଭଲ ଭାବେ ଯିବାର୍ ଅଛି , ତାହାପରେ କାନକୁ ଓଲଟାଇ ସବୁ ପାଣି ବାହାର କରିଦିଅନ୍ତୁ ।

 

ଦ୍ୱିତୀୟ ତରିକା : ବେବୀ ଏୟେଲ୍ ଦ୍ୱାରା କାନର ମଇଳାକୁ ସଫା କରିପାରିବେ , ଏଥିପାଇଁ ଆପଣଙ୍କୁ କିଛି ପରିମାଣର ବେବି ଅୟେଲ୍ କିଛି ବୁନ୍ଦା ନେଇ କାନରେ ତୁଳା ଦେଇ ଲଗାଇ ଦିଅନ୍ତୁ , ଏହା କାନରେ ଜମା ହୋଇଥିବା ମଇଳାକୁ ବାହାର କରିଦେବ ,

 

ତୃତୀୟ ତରିକା : ହାଇଡ୍ରୋଜେନ୍ ପାରାଅକ୍ସିସାଇଡ୍ ଓ ପାଣିର କିଛି ବୁନ୍ଦା ବରାବର ମାତ୍ରାରେ ନେଇକରି କାନରେ ପକାନ୍ତୁ , ଯେବେ କାନରେ ଏହା ଭଲ ଭାବରେ ଚାଲିଯିବ ତେବେ କିଛି ସମୟ ଛାଡି ଦେବେ , ଓ କାନକୁ ଓଲଟାଇ ସେହି ପାଣିକୁ ବାହର କରିଦେବେ , କିନ୍ତୁ ଧ୍ୟାନ ରଖିବେ କି ହାଇଡ୍ରୋଜେନ୍ ପାରାଅକ୍ସିସାଇଡ୍ ମାତ୍ରା ୩ ପ୍ରତିଶତରୁ ଅଧିକ ନ ହୁଏ  , ଏହା ଦ୍ୱାରା କାନ ମଧ୍ୟରେ ଜମି ରହିଥିବା ମଇଳା ସହଜରେ ବାହାରି ଯିବ ।

 

ଚତୁର୍ଥ ତରିକା : ଅଲିଭ୍ ଅୟେଲ୍ ଦ୍ୱାରା କାନରୁ ମଇଳା ବାହାର କରାଯାଇପାରିବ , ଏହା ପାଇଁ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ ଅଲିଭ୍ ଅୟେଲ୍ କିଛି ବୁନ୍ଦା କାନରେ ପକାଇବାକୁ ହେବ , ପ୍ରାୟ ୩-୪ ଦିନ ଏହା ନିୟମିତ କରିଲେ ଆପଣଙ୍କ କାନରେ ଥିବା ମଇଳା ନରମ ହୋଇ ବାହାରକୁ ବାହାରି ଆସିବ ,

 

ପଞ୍ଚମ ତରିକା : ଏହି ତରିକା କରିବାକୁ ହେଲେ ଆପଣଙ୍କୁ ଠିକ୍ ଗାଧୋଇ ଗଲା ବେଳକୁ କରିବାକୁ ହେବ , ଗାଧୋଇବା ପାଇଁ ଗଲା ବେଳେ କିଛି ଗରମ ପାଣି ନେଇ କାନରେ ପକାଇବାର ଅଛି , ଗାଧୋଇବା ପରେ ଓଦା କପଡାରେ ଇୟରବଡ୍ ଦ୍ୱାରା ଏହାକୁ ସଫା କରନ୍ତୁ , ଏହା ବହୁତ କାମିକା ତରିକା ଅଟେ , ଗାଧୋଇବା ପରେ କାନର ମଇଳା ନରମ ହୋଇଯାଏ , ଓ ସହଜରେ କାନରୁ ମଇଳା ବାହାରିଯାଇଥାଏ ।

Leave a Reply

Your email address will not be published. Required fields are marked *