October 24, 2024

Odia Express

Leading Odia News Portal of Odisha

ପ୍ରେମିକ ଦେଲା ଧୋକା ତା ପରେ DJ ସାଉଣ୍ଡ ନେଇ ଝିଅଟି ପହଞ୍ଚିଲା ପୁଅ ଘରେ – ଆଉ ତାପରେ କରିଲେ ଏଭଳି କାମ ଯେ ଆପଣ ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଗୁରୁଗ୍ରାମ ବୟଫ୍ରେଣ୍ତ ରୁ ଧୋକା ମିଳିବା ପରେ ଜଣେ ଝିଅ କିଛି ଏପରି ପଦକ୍ଷେପ ନେଲା ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯିଏ ଏକେଲା ସଡକରେ ଏକ ଡିଜେ ଡକାଇ ଦୁଃଖ ଭରା ଗୀତରେ ନାଚ କରିଥିଲା । କୁହାଯାଏ କି ସଂମ୍ପର୍କରେ ଧୋକା ମିଳିବା ପରେ ସେ ଏହି ପଦକ୍ଷେପ ଉଠାଇଲା , ତାହାର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଫେସବୁକ୍ ରେ ସନ୍ଦୀପ ସେହ୍ୱାଗ ନାମକ ଜଣେ ବ୍ୟକ୍ତି ଗୋଟେ ଝିଅର କିଛି ଭିଡିଓ ସେୟାର୍ କରିଥିଲା । ଏହି ଫେସବୁକ୍ ୟୁଜର୍ ଅନୁସାରେ ଏହି ଝିଅଟି ଏପରି କିଛି କାମ କଲା ଯାହା ପରେ ସେ ଡିଜେ ନେଇ ପୁଅର ଘର ବାହାରେ ପହଞ୍ଚିଗଲା , ତାପରେ ଏକେଲା ଡ୍ୟାନ୍ସ କରିଥିଲେ ,

ଝିଅଟି ଦୁଃଖଭରା ଗୀତରେ ଡ୍ୟାନ୍ସ କରିବାକୁ ଲାଗିଲା , ଫେସବୁକ୍ ୟୁଜର ଲେଖିଥିଲା କି ଗୁରୁଗ୍ରାମର ପଟୋଦି ସହରର ହେଲମଣ୍ତି ଝିଅଟି ନିଶାରେ ବୟଫ୍ରେଣ୍ତ ଘରେ ଡିକେ ନେଇକରି ଡ୍ୟାସ କରିଥିଲା , ଯେଉଁଠି ଝିଅଟି ଧୋକା ଖାଇବା ପରେ ଦୁଃଖରେ ଭାଙ୍ଗିପଡିଛି । କିନ୍ତୁ ଲୋକେ ତା ଉପରେ ହସୁଛନ୍ତି , ଫେସବୁକ୍ ରେ ଏହି ଭିଡିଓରେ ପ୍ରାୟ ୬ ଲକ୍ଷ ଲୋକ ଦେଖିସାରିଛନ୍ତି । ଓ ପ୍ରାୟ ୯ ହଜାର ଲୋକ ଏହାକୁ ସେୟାର୍ କରିଛନ୍ତି , ଏହି ଭିଡିଓରେ ପୃଷ୍ଟି ହୋଇପାରିନାହିଁ।

 

Leave a Reply

Your email address will not be published. Required fields are marked *