October 23, 2024

Odia Express

Leading Odia News Portal of Odisha

ଏହି ଝିଅକୁ ଏହି ଅଟୋ ଵାଲା ଅସୁବିଧାରେ ନିଜ ଘରେ ୩ ରାତିର ଆଶ୍ରୟ ଦେଲେ ଓ ଏହାପରେ ଯେବେ ୬ ବର୍ଷ ପରେ ଦେଖାହେଲା ଦୁହିଁଙ୍କର ତେବେ ହେଲା କିଛି ଏପରି ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ…

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବାପରେ ଆପଣଙ୍କ ଆଖିରୁ ଲୁହ ଚାଲି ଆସିବ , ଏହି ଦୁନିଆଁରେ ବହୁତ କମ୍ ଲୋକ ଅଛନ୍ତି ଯିଏ କି ସାହାଯ୍ୟ କରିଥାନ୍ତି , ଆଉ ବହୁତ ଜଣ ଅଛନ୍ତି ଯିଏ କି ବିପଦ ପଡିଥିବା ସମୟରେ ଅଣଦେଖା କରିଦିଅନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଅଟୋ ବାଲାଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ବିନା କୌଣସି ଲୋଭରେ ଏହି ଛୋଟ ଝିଅଟିକୁ ସାହାଯ୍ୟ କରିଥିଲେ । ଆମେ ଯେଉଁ ଅଟୋ ଚାଳକଙ୍କ ନାଁ କହୁଛୁ ତାଙ୍କ ନାଁ ଦିବାକର ହଂସମୁଖ ଅଟେ , ଥରେ ଦିବାକର ସଂନ୍ଧ୍ୟା ସମୟରେ ନିଜ ଘରକୁ ଯାଉଥିଲେ ,

 

ତେବେ ସେ ନିଜ ଘର ପାଖରେ କାହାର କାନ୍ଦିବା ଶୁଣିବାକୁ ପାଇଥିଲେ , ସେ ଦେଖିବାକୁଯାଇଥିଲେ କି କିଏ କାନ୍ଦୁଛି, ସେ ଦେଖିଲେ କି ଗୋଟେ ୧୬ ବର୍ଷର ଝିଅ କାନ୍ଦୁଛି, ଦିବାକର ତା ପାଖକୁ ଗଲେ  ଓ ପଚାରିଲେ କଣ ପାଇଁ କାନ୍ଦୁଛ , ସେ ଝିଅଟି କୁଣ୍ତାଇକରି ଆହୁରି କାନ୍ଦିବାକୁ ଲାଗିଲା , ଦିବାକର ସେହି ଝିଅଟିକୁ ଘରକୁ ନେଇଗଲେ , ଓ ଖାଇବାକୁ ଦେଲେ , ଓ ତାପରେ ପଚାରିଲେ ସେ କେଉଁଠୁ ଆସିଛି । ଝିଅଟି କହିଲା କି ସେ ଦିଲ୍ଲୀରୁ ଆସିଛି, ତା ବାପା ଙ୍କ ନାଁ ରୋଶନ୍ ଲାଲ୍ ଓ ମା ଙ୍କ ନାଁ ଆରତୀ ବର୍ମା ଅଟେ , ସେ ଏଠାରେ ବିଏସ୍ ସି ପଢୁଛି, ତା ମାମୁଁ ଏଠାରେ ତାଙ୍କୁ ଫିଲ୍ମରେ କାମ ଦେବା ଲାଳସା ଦେଖାଇ ବିକ୍ରି କରିଦେଇଥିଲେ , ସେ ଲୁଚିକରି ପଳାଇଆସିଛନ୍ତି , ଝିଅଟି କହିଲା କି ସେ ତିନି ଦିନ ହେଲା କିଛି ବି ଖାଇନାହିଁ , ଓ ଏହା ଶୁଣି ଦିବାକରଙ୍କ ଆଖିରୁ ଲୁହ ଚାଲି ଆସିଲା , ଓ ଏହାପରେ ଦିବାକର ତିନି ଦିନ ପରେ ସେହି ଝିଅଟିକୁ ଘରେ ଛାଡିକରି ଆସିଲେ ।

 

୬ ବର୍ଷ ପରେ ଦିବାକରଙ୍କ ଆକ୍ସିଡେଣ୍ତ ହୋଇଯାଇଥିଲା , ଓ ତାଙ୍କର ଗୋଡ ଭାଙ୍ଗିଯାଇଥିଲା , ଓ ଏହି କାରଣରୁ ସେ ଘର ଚଳାଇବାକୁ ଅସମର୍ଥ ଥିଲେ , ପରେ ସେ ଦିଲ୍ଳୀ ଆସିକରି ରିକ୍ସା ଚଳାଇବାକୁ ଲାଗିଲେ , ଯେବେ ଦିବାକର ଗୋଟେ ହୋଟେଲ୍ କୁ ଖାଇବାକୁ ଯାଇଥିଲେ ତେବେ ସେଠାରେ ଜଣେ ମ୍ୟାଡାମ୍ ସେହି ହୋଟେଲ୍ ରୁ ବାହାରୁଥିଲେ , ଓ ସେହି ମ୍ୟାଡାମ୍ ସେହି ରିକ୍ସା ବାଲାକୁ ଦିବାଙ୍କରଙ୍କ ବିଷୟରେ ପଚାରିବାକୁ ଲାଗିଲେ ,

 

ଦିବାକର ତାଙ୍କୁ ଦେଖିକରି ଚିହ୍ନିପାରିଥିଲେ , ଓ ଦୁହେଁ ଦୁହିଁଙ୍କୁ ଦେଖିକରି କାନ୍ଦିପକାଇଥିଲେ , ପରେ ସେମାନେ ଏକାଠି ଖାଇଥିଲେ , ଆପଣଙ୍କୁ କହିଦେବୁ କି ସବୁ ବର୍ଷ ସେହି ଝିଅଟି ଦିବାକରଙ୍କ ଘରକୁ ଆସି ରାକ୍ଷୀ ବାନ୍ଧିଥାଏ , ଓ ନିଜ ଭାଇ ପରି ଦେଖେ , ଯିଏକି ତାଙ୍କ ଜୀବନ ବଞ୍ଚାଇଥିଲେ  ।

Leave a Reply

Your email address will not be published. Required fields are marked *