October 19, 2024

Odia Express

Leading Odia News Portal of Odisha

ଯେବେ ସ୍ତ୍ରୀକୁ ଛାଡି ଗାର୍ଲଫ୍ରେଣ୍ତର ସାବିତ୍ରୀ ବ୍ରତ ଛଡାଇବାକୁ ଯାଉଥିଲେ ସ୍ୱାମୀ , ତେବେ ବାଟରେ ହେଲା ଏଭଳି ଘଟଣା ଯେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବା…

କୁହନ୍ତି ନା ସାବିତ୍ରୀ ବ୍ରତ ସବୁ ବିବାହିତ ନାରୀପାଇଁ ଏକ ବିଶେଷ ମହତ୍ତ୍ୱ ହୋଇଥାଏ । ଏହି ଦିନ ସ୍ତ୍ରୀମାନେ ନିଜ ସ୍ୱାମୀମାନଙ୍କ ପାଇଁ ନ ଖାଇ ନ ପିଇ ନିଜ ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି । ଦିନର ଆରମ୍ଭ ହୋଇଥାଏ ଷୋଳହ ଶୃଙ୍ଗାର ଯାହାକି ସ୍ତ୍ରୀଙ୍କ ପାଇଁ ବହୁତ ମହତ୍ତ୍ୱ ରହିଥାଏ , ଏମିତି ମାନ୍ୟତା ଅଛି କି ଏହି ଦିନ ଯଦି କେଉଁ ବିବାହିତ ମହିଳା ପୁରା ଷୋଳ ସୃଙ୍ଗାର କରି ଚନ୍ଦ୍ରକୁ ଦେଖି ନିଜ ସ୍ୱାମୀଙ୍କ ପାଇଁ ନିର୍ଜଳା ବ୍ରତ ରଖିଥାଏ ତେବେ ତାର ସ୍ୱାମୀଙ୍କ ପାଈଁ ତାହା ଲମ୍ବା ବୟସର କାମନା ହୋଇଥାଏ , କିନ୍ତୁ ଠିକ୍ ସାବିତ୍ରୀ ବ୍ରତ ଦିନ ଜାମସେଦପୁର ପରିବାରରେ ଏପରି ଏକ ଘଟଣା ହୋଇଥିଲା ଯାହା ଏମିତି ମାନ୍ୟତା ଅଛି ଯାହାକି ହୃଦୟ ବିଦାରକ ଅଟେ ,

 

ଘଟଣା ଝାରଖଣ୍ତର ଜାମସେଦପୁର ସହରର ଅଟେ , ଯେଉଁଠି ଗୋଟିଏ ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଇଁ ବ୍ରତ ଖୋଲିବା ପାଇଁ ବହୁତ ପ୍ରତୀକ୍ଷା କରିଥିଲେ । କିନ୍ତୁ କଣ ଜଣାଥିଲା ଆଜି ଯାହାର ଜୀବନ ରକ୍ଷା ପାଇଁ ସେ ବ୍ରତ ରଖିଥିଲେ ତାଙ୍କର ଜୀବନ ବଞ୍ଚାଇପାରିବ , ଜଣାଯାଏ ଯେ ଜାମସେଦପୁରରେ ରହୁଥିବା ଗୀତାଞ୍ଜଳୀ ବାରର ମାଲିକଙ୍କ ଛୋଟ ପୁଅ ଗୋଟେ ଦୂର୍ଘଟଣାର ଶିକାର ହୋଇଗଲା , ସେ ନିଜ ସ୍ତ୍ରୀକୁ ଛାଡି ନିଜ ଗାର୍ଲଫ୍ରେଣ୍ତର ସାବିତ୍ରୀ ବ୍ରତ ଖୋଲିବାକୁ ଯାଊଥିଲା , ଏହି ଦୂର୍ଘଟଣାର ଖବର ତାର ଗାର୍ଲଫ୍ରେଣ୍ତ ହିଁ ଦେଇଥିଲା , ଏଠାରେ ତାର ଗାର୍ଲଫ୍ରେଣ୍ତ ହସ୍ପିଟାଲ୍ କୁ ଶବ ପହଞ୍ଚାଇଥିଲା , ହସ୍ପିଟାଲ୍ ପହଞ୍ଚିକରି ପରିବାର ଲୋକେ ମୃତକ ସ୍ତ୍ରୀ ସହ ଯାହାର ଆଖିରୁ ଲୁହ କମିବାର ନାଁ ବି ନେଉନଥିଲା ।

 

ମୃତକ ରବି ର ପରିବାର୍ ଲୋକେ ଯେବେ ମେଡିକାଲ୍ ରେ ପହଞ୍ଚିଲେ ତାର ଗାର୍ଲଫ୍ରେଣ୍ତକୁ ଦେଖିଲେ ତେବେ ସେ ଭଡକି ଗଲେ ରବିଙ୍କ ଭାଉଜ କହିଲେ କି ଏହି ଝିଅକୁ ସେ ଦେଖାକରିବାକୁ ଯାଉଥିଲା , କିନ୍ତୁ ଝିଅଟି ସୁସାଇଡ୍ କରିବ ବୋଲି ଧମକ ଦେଇ ରବିକୁ ଜବରଦସ୍ତି ଡକାଇଥିଲା , ସବୁ ପରିବାର ଲୋକେ ତାକୁ ଦେଖାକରିବାକୁ ମନା କରୁଥିଲେ , କିନ୍ତୁ ରବି ବାହାଘର ପରେ ତାର ପରିବାରକୁ ଦେଖାକରିବାକୁ ଯାଉଥିଲା , ଓ ଶେଷରେ ଆଜି ରବିର ଜୀବନ ଚାଲିଗଲା । ଘରଲୋକଙ୍କ ଏହା ବି ଦାବା ଅଛି ଅଛି ସେ ଝିଅଟି ରବିକୁ ନିଜ ଜାଲରେ ଫସାଇରଖିଥିଲା ।

Leave a Reply

Your email address will not be published. Required fields are marked *