October 22, 2024

Odia Express

Leading Odia News Portal of Odisha

ଇନ୍ସପେକ୍ଟର ହୋଇଗଲେ ସାଂସଦ – କିନ୍ତୁ ତାଙ୍କ ପୂର୍ବ DSP ଙ୍କୁ ଦେଖିକରି କରିଲେ ସ୍ୟାଲୁଟ୍ – ତାପରେ ଯାହା ହେଲା ଜାଣିଲେ ଆପଣ ନିଶ୍ଚୟ ଖୁସି ହେବେ..

ଆନ୍ଧ୍ର ପ୍ରଦେଶର ନିବାସୀ ଗୋରଂତା ମାଧବ ଏହି ବର୍ଷ ଲୋକସଭା ନିର୍ବାଚନ ଲଢିଥିଲେ । ଓ ଏସେ ଆନ୍ଧ୍ରପ୍ରଦେଶର ହିନ୍ଦୁ ପୁର ଲୋକସଭା ସିଟ୍ ରୁ ସାଂସଦ ହୋଇଥିଲେ , ସେମିତି ସାଂସଦ ଗୌଙ୍ଗତା ମାଧବଙ୍କ ଗୋଟିଏ ଫଟୋ ବହୁତ ଭାଇରାଲ୍ ହୋଇଛି , ଏହି ଫଟୋରେ ସ୍ୟାଲୁଟ୍ ମାରୁଥିବାର ନଜର  ଆସିଥିଲା । ନିର୍ବାଚନ ପୂର୍ବରୁ ଏକ ଇନ୍ସିପେକ୍ଟର ସେ ଥିଲେ , ସାଂସଦ ହେବାପରେ ସେ ନିଜ ଅଧିକାରୀଙ୍କୁ ଦେଖିଲେ ସେ ଆଉ ନିଜକୁ ଅଟକାଇପାରିଲେ ନାହିଂମ୍ ,  ଓ ସେ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ସ୍ୟାଲୁଟ୍ କରିଥିଲେ ।

 

ସାଂସଦ ଗୌରତା ମାଧବ ନିଜ ପୂର୍ବ ଅଧିକାରୀ  ଦ୍ୱାରା ତାଙ୍କୁ ସ୍ୟାଲୁଟ୍ ମରାଯାଈଥିଲା , ଓ ସେ ଏହାର ପ୍ରତିଜବାବରେ ସ୍ୟାଲୁଟ୍ ମାରିଥିଲେ , ଓ ସେହି ସମୟରେ ଜଣେ ବ୍ୟକ୍ତି ଫଟୋ ଉଠାଇନେଇଥିଲେ । ଓ ଏବେ ସେହି ଫଟୋକୁ ଲୋକେ ବହୁତ ପସନ୍ଦ କରୁଛନ୍ତି , କୁହାଯାଉଛି କି ଏହି ଫଟୋ ସେତେବେଳେ ଉଠାଯାଇଥିଲା ଯେବେ ସେ ଭୋଟ  ଗଣନା ଚାଲୁଥିଲା , ଭୋଟ ଗଣନା ସମୟରେ ପୋଲିଙ୍ଗ୍ ସେଣ୍ଟରରେ ଗୌରତା ମାଧବ ଥିଲେ , ସେହି ସମୟରେ ସିଆଇଡି ଡିଏସ୍ ପି ମେହବୁବ ବାଶା ଆସିଥିଲେ , ଓ ନିଜ ପୁର୍ବ ଅଧିକାରୀଙ୍କୁ ଦେଖିକରି ମାଧବ ତାଙ୍କୁ ସାଙ୍ଗେ ସାଙ୍ଗେ ସ୍ୟାଲୁଟ୍ ମାରିଦେଇଥିଲେ , ଜବାବରେ ଡିଏସ୍ ପି ମେହବୁବ୍ ବାଶା ବି ମାଧବଙ୍କୁ ସ୍ୟାଲୁଟ୍ କରିଥିଲେ , ଜଣେ ଅନ୍ୟ ଜଣଙ୍କୁ ସ୍ୟାଲୁଟ୍ ମାରିବାପରେ ଲୋକେ ସେଠାରେ ହସିବାକୁ ଲାଗିଲେ ।

ସ୍ୟାଲୁଟ୍ ମାରିବାପରେ ମାଧବ ମିଡିଆ ଆଗରେ କହିଲେ କି ସେ ସିଆଇଡି ଡିଏସ୍ ପି ମେହବୁବ ବାଶାଙ୍କ ବହୁତ ବଡ ପ୍ରଶଂସକ ଅଟନ୍ତି , ଏଥିପାଇଁ ସେ ତାଙ୍କୁ ସମ୍ମାନ ବି କରନ୍ତି , କହିଦେବୁ କି ନିର୍ବାଚନ ପୂର୍ବରୁ ଗୌରତା ମାଧବ ଅନ୍ତନପୁରର ଜିଲ୍ଲା ପୂର୍ବ ସର୍କଲର ଇନ୍ସିପେକ୍ଟର ରହିସାରିଛନ୍ତି , ସେ ସିଆଇଡି ଡିଏସ୍ ପି ମେହବୁବା ବାଶାଙ୍କ ସହ କାମ ବି କରିଛନ୍ତି , ଯାହାର କାରଣରୁ ସେ ତାଙ୍କୁ ସମ୍ମାନ ବି କରୁଛନ୍ତି , ସେ ନିଜ ସରକାରୀ ଚାକିରି ଛାଡିକରି ବାଇଏସ୍ ଆର୍ କଂଗ୍ରେସରେ ଜଏନ୍ କରିନେଲେ , ଓ ଏହି ପାର୍ଟି ତରଫରୁ ଲୋକସଭା ନିର୍ବାଚନ ଲଢିଲେ , ମାଧବଙ୍କ ଅନୁସାରେ ଥରେ ଟିଡିପି ଲିଡର ଓ ଅନ୍ତନପୁର ପୂର୍ବ ସାଂସଦ ଜେସି ଦିବାକର ରେଡି ଆମ ଦେଶର ପୋଲିସ୍ ଉପରେ ବିବାଦିତ ମନ୍ତବ୍ୟ ଦେଇଥିଲେ , ଯାହାକି ମାଧବଙ୍କୁ ପସନ୍ଦ ଆସିନଥିଲା ,

ଯେସି ଦିବାକର ରେଡ୍ଡିଙ୍କ ଏହି ବୟାନରୁ ଦୁଃଖି ହୋଇକରି ମାଧବ ରାଜନୀତିରେ ଆସିବାକୁ ଫଇସଲା ନେଲେ , ଓ ବାଇଏସ୍ ଆର୍ କଂଗ୍ରେସ ପାର୍ଟିରେ ସେ ସାମିଲ୍ ହୋଇଗଲେ,  ମାଧବ କହିଲେ କି ବାଇଏସ୍ ଆର୍ କଂଗ୍ରେସର ନେତାଙ୍କୁ ସେ ଦେଖାକଲେ , ଓ ନେତାଙ୍କୁ ଦେଖାକରିବାପରେ ସେ ହିନ୍ଦପୁର ଲୋକସଭା ସିଟ୍ ରୁ ଟିକେଟ୍ ପାଇଥିଲେ , ଯାହାପରେ ମାଧବ ଟିଡିପି ସାଂସଦ କ୍ରିସ୍ତପ୍ପା ନିମ୍ମଲାଙ୍କ ବିପକ୍ଷରେ ଲୋକସଭା ନିର୍ବାଚନ ଲଢିଥିଲେ , ଓ ଜିତ୍ ହାସିଲ୍ କରିଥିଲେ । ଲୋକ ସଭା ନିର୍ବାଚନ ଛଡା ରାଜ୍ୟରେ ବିଧାନସଭା ନିର୍ବାଚନ ବି ହୋଇଥିଲା , ବିଧାନସଭା ନିର୍ବାଚନରେ ବି ବାଇଏସ୍ ଆର୍ କଂଗ୍ରେସ ପାର୍ଟି କୁ ବହୁତ ଭଲ ପ୍ରଦର୍ଶନ କରାଯାଇଥିଲା , ଓ ଏହି ପାର୍ଟି ତେଲେଗୁ ଦେଶମ ପାର୍ଟିକୁ ଏହି ରାଜ୍ୟର ସତ୍ତାରୁ ହଟାଇଦେଇଥିଲା ।

Leave a Reply

Your email address will not be published. Required fields are marked *