October 22, 2024

Odia Express

Leading Odia News Portal of Odisha

ନିର୍ବାଚନ ପ୍ରଚାରରେ ଯାଇଥିଲେ ଏହି ଅଭିନେତ୍ରୀ , ପ୍ଲେନ୍ ଦୁର୍ଘଟଣାରେ ହେଇଥିଲା ଲୋମ ଟାଙ୍କୁରା ମୃତ୍ୟୁ – ଦେଖନ୍ତୁ କିଏ ସେ ହିରୋଇନ..

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ବଲିଉଡ୍ ରେ ବହୁତ ଷ୍ଟାର୍ ବଲିଉଡ୍ ରୁ ଅବସର ନେଇସାରିଛନ୍ତି , କେହି ତ ରାଜନୀତି ଦଳ ବି ଯୋଗ ଦେଇସାରିଲେଣି , ଓ କିଛି ଏପରି ଷ୍ଟାର୍ ଅଛନ୍ତି , ଯିଏକି ଏକ ବଡ ପଦବୀରେ ଅଛନ୍ତି , ଆଜି ଆମେ ଆପଣଙ୍କୁ ଏକ ଏମିତି ଅଭିନେତ୍ରୀଙ୍କ ସହ କଥା ହେବାକୁ ଯାଉଛୁ , ଯିଏକି ରାଜନୀତିରେ କିଛି ସମୟ ଆସିବା ଭିତରେ ଏହି ଦୁନିଆଁକୁ ଅଲବିଦା କହିଦେଲେ । ଆପଣଙ୍କୁ କହିଦେବୁ କି ଏହି ଅଭିନେତ୍ରୀଙ୍କ ନାଁ ସୌନ୍ଦର୍ଯ୍ୟା ଅଟେ , ତାଙ୍କର ଜନ୍ମ ୧୮ ଜୁଲାଇ ୧୯୭୨ କୁ ହୋଇଥିଲା , ତାଙ୍କ ସ୍ୱାମୀଙ୍କ ନାଁ ଏସ୍, ସତ୍ୟ ନାରାୟଣ ଥିଲା , କନ୍ନଡ ଫିଲ୍ମରେ ରାଇଟର୍ ଓ ପ୍ରଡୁସର୍ ଥିଲେ , କହିଦେବୁ କି ସେ ନିଜ କ୍ୟାରିୟରର ଆରମ୍ଭ ୧୯୯୨ ରୁ ରିଲିଜ୍ ହୋଇଥିବା କନ୍ନଡ ଫିଲ୍ମରୁ କରିଥିଲେ ।

 

ସେମିତି ସେ ବହୁତ ଇଣ୍ତଷ୍ଟିରେ କାମ କରିଥିଲେ , ଯେପରି ତାମିଲ୍ ତେଲେଗୁ, କନ୍ନଡ , ମାଲାୟଲମ୍ ଓ ହିନ୍ଦୀ ଭାଡାରେ ଫିଲ୍ମ କରିଥିଲେ , ୧୯୯୯ ରେ ରିଲିଜ୍ ହୋଇଥିବା ଫିଲ୍ମ ସୂର୍ଯ୍ୟବଂଶମରେ ସେ ଜଣାଯାଇଥିଲେ , ତାଙ୍କର ଏହା ବଲିଉଡ୍ ରେ ପ୍ରଥମ ଓ ଶେଷ ଫିଲ୍ମ ବୋଲି ଜଣାଯାଇଥିଲା । ଏହି ଫିଲ୍ମରେ ସେ ଏତେ ଲୋକପ୍ରିୟତା ପାଈଥିଲେ କି ସେ ୨୦୦୪ ରେ ୭ ଅପ୍ରେଲ୍ କୁ ତେଲେଗୁ ଦେଶମ୍ ପାର୍ଟିରେ ନିର୍ବାଚନୀ ଭୋଟରଙ୍କୁ ପ୍ରଚାରପାଇଁ କରିମନଗର ଯାଉଥିଲେ , ଓ ବିମାନ ଯାତ୍ରା ସେ କରୁଥିଲେ ।

 

ସୌନ୍ଦର୍ଯ୍ୟା ଙ୍କୁ କଣ ଜଣା ଥିଲା କି ସେ ମୃତ୍ୟୁବରଣ କରିବେ ବୋଲି, ସକାଳ ୧୧ ବାଜିକରି ୫ ମିନିଟ୍ ସମୟରେ ତାଙ୍କ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହୋଇଗଲା , ଓ ପ୍ଲେନ୍ ରେ ବସିଥିବା ସବୁ ଯାତ୍ରୀ ଏହି ପ୍ଲେନ୍ ରେ ମୃତ୍ୟୁବରଣ କଲେ , ଓ ଏହି ପ୍ଲେନ୍ ରେ ତାଙ୍କ ଭାଇ ଥିଲେ ।

Leave a Reply

Your email address will not be published. Required fields are marked *