October 17, 2024

Odia Express

Leading Odia News Portal of Odisha

ଏହି ବ୍ୟକ୍ତି ହେଲେ ସାରା ଭାରତର ସବୁଠୁ ଗରିବ ସାଂସଦ – ଲୋକ ତାଙ୍କୁ କହୁଛନ୍ତି ଓଡ଼ିଶାର ନରେନ୍ଦ୍ର ମୋଦି – ତାଙ୍କ ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଗର୍ବ କରିବେ..

ଲୋକସଭା ନିର୍ବାଚନରେ ମୋଦୀଙ୍କ ତୁଫାନ ଆସିଲା , ଏହି ତୋଫାନରେ ପୁରା ବିପକ୍ଷ ଉଡିଗଲା , ଭାଜପା ଏକେଲା ଦମ୍ ରେ ୩୦୦ ସିଟ୍ ରୁ ଜିତ୍ ହାସିଲ୍ କଲା , ବହୁତ ନୂଆ ଚେହେରା ଏବେ ସଂସଦରେ ଦେଖିବାକୁ ମିଳିଲା , ଆଜି ତାଙ୍କ ମଧ୍ୟରୁ ଜଣେ ଅଟନ୍ତି ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ପ୍ରତାପ ଚନ୍ଦ୍ର ଷଡଙ୍ଗୀ ବାସ୍ତବରେ ଛୋଟରୁ ହିଁ ନିଜ ଜୀବନ ଅତିବାହିତ କରିଛନ୍ତି , ସେ ଜଣେ ସାଧାରଣ ବ୍ୟକ୍ତି ହିସାବରେ ସାଧାରଣ ଜନତାଙ୍କ ସହ ରହିଥିଲେ , ସେ ଓଡିଶାର ବାଲେଶ୍ୱର ସିଟ୍ ରୁ ଜିତି ଛନ୍ତି , ଷଡଙ୍ଗି ଓଡିଶାର ମୋଦୀ କୁହାଯାଆନ୍ତି , ସେ ବିଜୁ ଜନତା ଦଳର ରବିନ୍ଦ୍ର କୁମାର ଜେନାଙ୍କୁ ଏକ ଲକ୍ଷ ଭୋଟରୁ ହରାଇଥିଲେ , ୨୦୧୪ ରେ ରବିନ୍ଦ୍ର ଜେନା ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ହରାଇଥିଲେ , କିନ୍ତୁ ଏହି ଥର ଏହି ବ୍ୟକ୍ତି ସଂସଦରେ ପହଞ୍ଚିବାକୁ ସଫଳ ହୋଇଥିଲେ , ଷଡଙ୍ଗୀ ନିଜେ ସାଂସଦ ବଞ୍ଚା ଯିବାପରେ ସୋସିଆଲ୍ ମିଡିଆରେ ତାଙ୍କର ଜବରଦସ୍ତ ପ୍ରଶଂସା ହେଉଛି , ଖାସକରି ଟ୍ୱିଟରରେ ତାଙ୍କ ଫଟୋ ଭାଇରାଲ୍ ହେଉଛି , ଜାଣନ୍ତୁ ତାଙ୍କ ବିଷୟରେ ।

 

ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଜନ୍ମ ଓଡିଶାର ଏକ ବହୁତ ହିଁ ଗରିବ ପରିବାରରେ ହୋଇଥିଲା , ସେ ଆରମ୍ଭରୁ ଧାର୍ମିକ ପ୍ରବୃତ୍ତିର ଥିଲେ , ଓ ସାଧୁ ହେବାକୁ ଚାହୁଁଥିଲେ , ନୀଳଗିରିର ଫକୀର ମୋହନ କଲେଜରୁ ଗ୍ରାଜୁଏସନ୍ କରିବାପରେ ସେ ସାଧୁ ହେବାପାଇଁ ରାମକୃଷ୍ଣ ମଠ ଚାଲିଯାଇଥିଲେ , ସେଠାରେ ଲୋକଙ୍କୁ ଜଣାଗଲା କି ତାଙ୍କର ବିଧବା ମା ଅଛନ୍ତି , ଓ ପରିବାରରେ କେହି ବି ନାହାନ୍ତି , ସେଥିପାଇଁ ଲୋକେ ତାଙ୍କୁ ଘରକୁ ଯାଇ ମାଙ୍କ ସେବା କରିବାକୁ ଉପଦେଶ ଦେଇଥିଲେ ,

 

ଷଡଙ୍ଗୀ ବାହା ହୋଇନାହାନ୍ତି , ଓ ନିଜ ଜୀବନ ପୁରା ଜନସେବାରେ ଲଗାଇଦେଇଛନ୍ତି , ସେ ଗୋଟିଏ ଛୋଟ ଘରେ ରୁହନ୍ତି , ସାଇକେଲ୍ ରେ ଯିବା ଆସିବା କରନ୍ତି , ତାଙ୍କ ସଂମ୍ପତ୍ତି ବୋଲି କିଛି ବି ନାହିଁ , ପରିବାରରେ ତାଙ୍କ ମା ଅଛନ୍ତି , ଯାହାଙ୍କ ଗତ କିଛି ବର୍ଷ ତଳେ ନିଧନ ହୋଇଥିଲା , ସଂସଦିୟ କ୍ଷେତ୍ରରେ ଷଡଙ୍ଗୀଙ୍କ ଅଲଗା ପରିଚୟ ଅଛି , ଯିଏ ଧର୍ମ ଓ ଆସ୍ଥା ସହ ଯୋଡି ହୋଇଛନ୍ତି , ନିସ୍ୱାର୍ଥ ଭାବନାରେ ଲୋକଙ୍କ ଭଲ କରିବାରେ ସେ ଆଗେଇ ଆସନ୍ତି , ସେ ଛୁଆଙ୍କୁ ପଢାନ୍ତି , ଓ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ବି ଦେଇଥାନ୍ତି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସେ ବହୁତ ପ୍ରଭାବିତ ହୋଇଛନ୍ତି , ମୋଦୀ ଯେବେ ଓଡିଶା ଆସନ୍ତି , ତାଙ୍କୁ ନିଶ୍ଚିତ ଦେଖା କରନ୍ତି , ମୋଦୀଙ୍କ ଏକ ଯୋଜନାରୁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାଜନୀତିରେ ପାଦ ଥାପିଥିଲେ , ଏହା ପୂର୍ବରୁ ସେ ୨୦୦୪ ଓ ୨୦୦୯ ରେ ନୀଳଗୀରି ବିଧାନସଭାରେ ବିଧାୟକ ହୋଇସାରିଛନ୍ତି , ୨୦୧୪ର ଲୋକସଭା ନିର୍ବାଚନରେ ତାଙ୍କୁ ହାର୍ ର ସାମ୍ନା କରିବାକୁ ପଡିଥିଲା , କିନ୍ତୁ ଏହି ଥର ସେ ଦିଲ୍ଲୀ ପହଞ୍ଚିବାରେ ସଫଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *