October 22, 2024

Odia Express

Leading Odia News Portal of Odisha

ମୋଦୀ ସରକାରଙ୍କ ଏକ ବଡ ପଦକ୍ଷେପ – ଯେଉଁ ଲୋକଙ୍କର ବ୍ୟାଙ୍କ୍ ଖାତାରେ ଆସୁଛି ସବସିଡି ସେମାନଙ୍କର ପାଇଁ ବଡ ଖୁସି ଖବର..

ମୋଦୀ ସରକାର ଦିନ ପ୍ରତିଦିନ ନୁଆ ନୁଆ ପରିବର୍ତ୍ତନ ନେଇ ଆସୁଛନ୍ତି , ଯାହାଙ୍କ ବ୍ୟାଙ୍କ୍ ଖାତାରେ ଗ୍ୟାସ୍ ସବସିଡି ଆସୁଛି ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି, ତେବେ ଆସନ୍ତୁ ଜାଣିବା ମୋଦୀ ସରକାର କଣ ଖୁସିଖବର ନେଇକରି ଆସିଛନ୍ତି । ଆପଣଙ୍କୁ କହିଦେବୁ କି ସବୁଠାରୁ ପ୍ରଥମେ ସ୍ମାର୍ଟଫୋନ୍ ରେ www.mylpg.in ୱେବସାଇଡ୍ ରେ ଯାଇକରି ଏଲ୍ ପିଜି ଆଡି ଓ ମୋବାଇଲ୍ ନମ୍ବର ଆପଣଙ୍କ ଯେଉଁ ଗ୍ୟାସ୍ ଏଜେନ୍ସିଙ୍କ ଦ୍ୱାରା ରେଜିଷ୍ଟର୍ଡ ହୋଇଛନ୍ତି ସେଥିରେ ଯାଇ ଲଗିନ୍ ହେବାର ଅଛି , ତାହାପରେ ନିଜ ଗ୍ୟାସ୍ ସବସିଡିର ପୁରା ଷ୍ଟାର୍ଟସ୍ ଚେକ୍ କରିପାରିବେ ।

 

ଏହା ଧ୍ୟାନ ରଖିବା ବାଲା କଥା ଅଟେ କି ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଗ୍ୟାସ୍ ଏଜେନ୍ସି ସହ ରେଜିଷ୍ଟର୍ ନାହିଁ ତେବେ ଆପଣଙ୍କୁ ସେହି ରେଜିଷ୍ଟର ନମ୍ବରକୁ ଗ୍ୟାସ୍ ଏଜେନ୍ସିଙ୍କୁ ଦେବାକୁ ହେବ , ତାପରେ ଯାଇ ଷ୍ଟାର୍ଟସ୍ ଚେକ୍ କରିପାରିବେ ।

ଆପଣ ସମସ୍ତଙ୍କୁ ଜଣା ଥିବ କି ମୋଦୀ ସ୍ରକାର ସବସିଡି ବାଲା ଗ୍ୟାସ୍ ସିଲିଣ୍ତରର ଚଳନ ଲାଗୁ କରିଛନ୍ତି , ଯାହାପରେ ଲକ୍ଷାଧିକ ଲୋକଙ୍କର ସବସିଡି ବାଲା ଗ୍ୟାସ୍ ସିଲିଣ୍ତରର ଲାଭ ଉଠାଇପାରୁଛନ୍ତି , କିନ୍ତୁ ଭାରତରେ ଏମିତି ବହୁତ ଲୋକ ଅଛନ୍ତି , ଯାହାଙ୍କ ସବସିଡି ବାଲା ଗ୍ୟାସ୍ ସିଲିଣ୍ତର ବ୍ୟବହାର କରୁଛନ୍ତି , ତାଙ୍କୁ ଟିକିଏ ବି ଜଣା ନାହିଁ କି ତାଙ୍କ ବ୍ୟାଙ୍କ୍ ଖାତାରେ ସବସିଡି ଆସୁଛି କି ନାହିଁ ।

ଯଦି ଆପଣଙ୍କ ବ୍ୟାଙ୍କ୍ ଖାତାରେ ସବସିଡି ଆସିପାରୁନାହିଁ , ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ , ନା ହିଁ ଗ୍ୟାସ୍ ଏଜେନ୍ସିର ଚକ୍କର କାଟିବେ , , ତାହା ବିଷୟରେ ସଂପୂର୍ଣ୍ଣ ବିବରଣୀ ଆପଣ ଏଲ୍ ପିଜି ୱେବସାଇଡ୍ ରୁ ଆପଣ ପତ୍ତା ଲଗାଇପାରିବେ ।

Leave a Reply

Your email address will not be published. Required fields are marked *