ଦୁଇ ବର୍ଷର ନିରୀହ ଛୁଆ ମୃତ୍ୟୁକୁ ଦେଲା ଚକମା – ତୃତୀୟ ମହଲା ଛାତରୁ ପଡିବ ପରେ ମଧ୍ୟ ଟିକେ ବି ଖଣ୍ଡିଆ ହେଲାନାହିଁ ପିଲାର – ଦେଖନ୍ତୁ ଭିଡ଼ିଓ
କହନ୍ତି ନାଁ ଯାହାର ରକ୍ଷା ସ୍ୱୟଂ ଭଗବାନ କରିଥାନ୍ତି ତାହାର କିଛି ବି ହେବ ନାହିଁ । ଆପଣ ତ ଏହି ଲୋକ କଥା ନିଶ୍ଚିତ ଶୁଣିଥିବେ କି ରଖେ ହରି ମାରେ କିଏ , ଏହା ବହୁତଥର ଆପଣ ବହୁତ ଲୋକଙ୍କ ଠାରୁ କହୁଥିବାର ଶୁଣିଥିବେ , ବହୁତଥର ଏମିତି ବହୁତ ଭୟାନକ ଦୃର୍ଘଟଣା ହୋଇଯାଏ , ଯାହାର କାହାର କିଛି କ୍ଷତି ହୋଇନଥାଏ , କିନ୍ତୁ ଏମିତି ଘଟଣାରେ ଏମିତି କିଛି ଲୋକ ଥାନ୍ତି , ଯିଏ ଅଳ୍ପକେ ନିଜ ଭାଗ୍ୟ ଜୋର୍ ସକାଶେ ବଞ୍ଚିଯାଇଥାନ୍ତି , ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହାକୁ ଶୁଣିବାପରେ ଆପଣ ଚକିତ ହୋଈଯାଇପାରନ୍ତି । ଆସନ୍ତୁ ଜାଣିବା ପୂରା ଘଟଣା ।
କହିଦେବୁ କି ଏହି ଘଟଣା ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଅଟେ , ସୋମବାର ଦିନ ରାଘବେନ୍ଦ୍ର ଇଲାକାରେ ଜଣେ ଦୁଇ ବର୍ଷର ଛୁଆ କାର୍ତ୍ତିକ ତୃତୀୟ ମହଲାରେ ଖେଲୁଥିଲା , ତେବେ ଅଚାନକ ତଳେ ଆସି ପଡିଥିଲା , କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କି ଯେ ସେ ଏତେ ଉପରୁ ତଳେ ଗଳିବାପରେ ବି କିଛି ଆଘାତ ଆସିନାହିଁ , କିନ୍ତୁ ଛୁଆଟି ଜଣେ ମହିଳାଙ୍କ ଉପରେ ପଡିବା କ୍ଷଣି ମହିଳାଙ୍କୁ କିଛି ଆଘାତ ଲାଗିଛି, ଓ ସେ ପାଖରେ ଥିବା ଏକ ଦୋକାନର ପାହାଞ୍ଚ ପାଖରେ ଯାଇବସିପଡିଛନ୍ତି , ଏହା ପରେ ଛୁଆକୁ ତୁରନ୍ତ ମେଡିକାଲ୍ ନିଆଯାଇଥିଲା , ସ୍ଥାନୀୟ ଲୋକେ କହନ୍ତି ଏହି ଘଟଣା କେଉଁ ଚମତ୍କାରରୁ କମ୍ ନୁହେଁଂ , ଏତିକି ନୁହେଁ ଲୋକେ ସେହି ମହୀଳାକୁ ଛୁଆ ପାଇଁ ଜୀବନ ଦାନ ବା ଭଗବାନ କହୁଛନ୍ତି , ଯଦି ସଟିକ୍ ସମୟରେ ସେହି ମହିଳା ସେଠାରେ ଯାଉନଥାନ୍ତି ତ ସେ ଛୁଆର ଅବସ୍ଥା ଗମ୍ଭୀର ହୋଇଯାଇଥାନ୍ତା
କାର୍ତ୍ତିକଙ୍କ ବାପା ରାଜବୀର ଯାଦବଙ୍କ ମୁତାବିକ ଘଟଣା ସେହି ସମୟରେ ସେ ଡ୍ୟୁଟିରେ ଥିଲ୍ , ଘଟଣାର ସମୟରେ ତୃତୀୟ ମହଲାର୍ ତାଙ୍କ ଝିଅ, ୧୮ ମାସର ପୁଅ କାର୍ତ୍ତିକ ସହିତ ମାମାଙ୍କ ୧୪ ବର୍ଷର ଝିଅ ଥିଲା , ଗେଟ୍ ଖୋଲିବା କାରଣରୁ କାର୍ତ୍ତିକ ନଜର ଛାତରେ ପହଞ୍ଚିଲା , ଓ ରେଲିଙ୍ଗ୍ ଉପରେ ଖେଳିବାକୁ ଲାଗିଲା , ଯେବେ ତାଙ୍କ ମା ଖୋଜି ଖୋଜି ଛାତରେ ପହଞ୍ଚିଥିଲ୍ ତ୍ବେ ସେ ବିଦ୍ୟୁତ୍ ତାର୍ ରେ ପଡିଯାଇଥିଲା , ଓ ସେହି ସମୟରେ ଯାଉଥିବା ଜଣେ ମହିଳାଙ୍କ ଉପରେ ପଡିଥିଲା , ସେଠାକାର ଲୋକେ ସେହି ନିରୀହ ଛୁଆଟିକୁ ମେଡୀକାଲ୍ ନେଇଗଲେ , ଏବେ ସେହି ନିରୀହ ଛୁଆଟି ବିପଦମୁକ୍ତ ଅଛି ।
https://youtu.be/raiYpi15sxc