October 19, 2024

Odia Express

Leading Odia News Portal of Odisha

ପଚାଶ ହଜାର ଟଙ୍କାରେ ବିକ୍ରି ହେଉଛି ଏହି ଟଙ୍କି କିଆ ନୋଟ୍ , ଜାଣନ୍ତୁ ଏହି ଟଙ୍କାରେ କଣ ରହିବା ଆବଶ୍ୟକ..

ନୋଟ୍ କିଛି କିଣାହେବାକୁ କାମରେ ଆସିଥାଏ , ଓ କିଛି ନୋଟ୍ କିଣିବା ଓ ବିକ୍ରି ହୋଇପାରିବ , ଭାରତରେ ଏହା ବହୁତ ମାତ୍ରାରେ ହେଉଛି , ବହୁତ ଅନଲାଇନ୍ ସପିଙ୍ଗ୍ କମ୍ପାନୀଗୁଡିକ ଓ ସାଇଟ୍ସ ନୋଟ୍ ବିକ୍ରି କରୁଛନ୍ତି , ଏହା ଉପରେ ଗୋଟେ ନୋଟ୍ ୩୦ ଗୁଣା ଓ ୧୦୦ ନୋଟ୍ ୧୨ ଗୁଣା ଦାମ୍ ଉପଲ୍ଲବ୍ଧ ଅଛି , କେଉଁ ନୋଟ୍ ର କିଣା ବିକ୍ରି ଉପରେ ଆଇନ୍ ଅପରାଧ ଅଟେ । ମାଙ୍ଗଳିକ କାର୍ଯ୍ୟରେ ଏକ ଟଙ୍କିଆ ନୋଟ୍ ବହୁଳ ବ୍ୟବହାର ହୋଇଥାଏ । ଶୁଭ ଅବସରରେ ସଗୁନ୍ ହିସାବରେ ଦିଆଯାଇଥିବା ଧନରାଶି ନୋଟ୍ ଦେବାର ରୀତିନୀତି ବି ଅଛି , ଏକ ଟଙ୍କିଆ ନୁଆ ନୋଟ୍ ଦୂର୍ଲ୍ଲଭ ଅଟେ । ବିବାହ ତିଳକ, ଜନେଉ, ମୁହୁର୍ତ୍ତ ପ୍ରଥମେ ବ୍ୟାଙ୍କ୍ ରେ ଗ୍ରାହକ ବହୁତଥର ଏହାର ଚାହିଦା କରିଥାନ୍ତି ,

 

ଅନଲାଇନ୍ ସପିଙ୍ଗ୍ କମ୍ପାନୀଗୁଡିକ ଏହାର ଚାହିଦା ଅଧିକା କରିନେଇଛନ୍ତି , ଏକ ଟଙ୍କିଆ ବିଡା ଟଙ୍କାରେ ଅନଲାଇନ୍ ବିକ୍ରି ହେଉଛି, ଆମାଜନ୍ ରେ ଏକ ଟଙ୍କିଆ ବିଡାର ଦାମ୍ ୨୦ ହଜାର ଟଙ୍କା ଦେଇ ବହୁତ ଡିସକାଉଣ୍ଟ ବି ଦେଉଛନ୍ତି , ବିକ୍ରିପାଇଁ ଏହା ୨୯୯୯ ଟଙ୍କାରେ ଉପଲ୍ଲବ୍ଧ ଅଛି , ଏହାର ସ୍ପେସାଲ୍ ଅଫର୍ ଦେଇ ୧୫୯୯ ଟଙ୍କା ରଖାଯାଈଛି ।

 

ପୂର୍ବ ବିତ୍ତ ସଚିବ ପୁର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ହସ୍ତାକ୍ଷର ବାଲା ଏକ ଟଙ୍କିଆ ନୋଟ୍ ଆମାଜନରେ ୩୯୯ ଟଙ୍କାରେ ବିକ୍ରି ହେଉଛି , ମୋଟେକ୍ ସିଂ ଅହଲୁ ବାଲିଆ ହସ୍ତାକ୍ଷର ବାଲା ଏକ ଟଙ୍କିଆ ନୋଟ୍ ସପ୍ କ୍ଲୁଜ୍ ରେ ୫୦ ହଜାରରେ ବିକ୍ରି ହେଉଛି , ଆମାଜନ୍ ରେ ଏହା ୧୦୦ ଟଙ୍କିଆ ଗୋଟେ ନୋଟ୍ ୧୧୯୯ ଟଙ୍କାରେ ବିକ୍ରି ହେଉଛି , ଆମାଜନ୍ ରେ ପୁରୁଣା ଏକ ଟଙ୍କିଆ ବିଡା ନୋଟ୍ ୨୯୯୯ ଟଙ୍କାରେ ବିକ୍ରି ହେଉଛି ।

Leave a Reply

Your email address will not be published. Required fields are marked *