October 23, 2024

Odia Express

Leading Odia News Portal of Odisha

ଏହି ତିନୋଟି ରଙ୍ଗରୁ ବାଛନ୍ତୁ ଗୋଟେ ରଙ୍ଗ, ଜଣା ପଡିଯିବ ଆପଣଙ୍କ ଭବିଷ୍ୟତ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା…

ଆଜିର ସମୟରେ ଲୋକେ ଯେତେ ଫାଷ୍ଟ ହୋଇଗଲେଣି ସେତିକି ଅନ୍ଧବିଶ୍ୱାସ ବି ବଢିଯାଇଛି , ଆପଣଙ୍କ ଭବିଷ୍ୟକୁ ନେଇ ଛୋଟ ମୋଟ କଥା ଜାଣିବାପାଇଁ ଆପଣ ଇଚ୍ଛା ପ୍ରକାଶ କରନ୍ତି , କାରଣ ସମସ୍ତେ କମ୍ ସମୟ ମଧ୍ୟରେ ପଇସା ହାସିଲ୍ କରିବାକୁ ଚାହଁନ୍ତି , କିନ୍ତୁ ବହୁତ ଲୋକ ଅଛନ୍ତି ଯିଏ କି ଭବିଷ୍ୟ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ୍ୟଶାସ୍ତ୍ରର ସାହାଯ୍ୟ ନେଇଥାନ୍ତି , ଯଦି ସେହି ଜ୍ୟୋତିଷ୍ୟ ମାନେ ଭବିଷ୍ୟତ ବିଷୟରେ କିଛି ଭୁଲ୍ କହିଲେ ତେବେ ତାହା ମିଛ ପ୍ରମାଣିତ ହୋଇଯାଏ , ଲୋକ ଜାଣିବାକୁ ଚାହଁନ୍ତି କି କେବେ ତାଙ୍କ ଚାକିରି ହେବ , ଓ ସମାଜରେ ତାଙ୍କର ସ୍ଥାନ କିପରି ଜାଗାରେ ହେବ , ଆଜି ଆମେ ସେହି ବିଷୟରେ ଆମେ ଆର୍ଟିକିଲ୍ ରେ କହିବାକୁ ଯାଉଛୁ , ଆଜି ଆମେ ଆପଣଙ୍କୁ ତିନୋଟି ରଙ୍ଗ ଦେଇଛୁ ଆପଣଙ୍କୁ ଏହା ମଧ୍ୟରୁ ଆପଣଙ୍କ ପସନ୍ଦର ରଙ୍ଗକୁ ବାଛିବାକୁ ଅଛି,  ଏହାପରେ ପଢନ୍ତୁ ଆପଣଙ୍କ ଆସୁଥିବା ସମୟ କିପରି କଟିବାର ଅଛି ।

 

୧) ହଳଦିଆ ରଙ୍ଗ : ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି ତେବେ ଏହାର ମତଲବ ଏହା ହୋଇଥାଏ କି ଆପଣଙ୍କ ଜୀବନରେ ପଇସା ସଂବନ୍ଧିତ ସମସ୍ୟା ସବୁବେଳେ ରହୁଛି , କାରଣ ଆପଣ ନିଜ ଆୟର ଅଧିକା ପଇସ ଖର୍ଚ୍ଚ କରିଦେଉଛନ୍ତି , ହଳଦିଆ ରଙ୍ଗ ପସନ୍ଦ କରୁଥିବା ଲୋକ କଞ୍ଜୁସ୍ ହୋଇନଥାନ୍ତି , କିନ୍ତୁ କିଛି ଲୋକ କଞ୍ଜୁସ ବୋଲି କହିଦିଅନ୍ତି , ସତ କଥା ଏହା କି ଯେ ଏମିତି ଲୋକଙ୍କର ହୃଦୟ ଆକାଶ ଭଳି ବଡ ହୋଇଥାଏ , କିନ୍ତୁ ପଇସାର ଅସୁବିଧା ସକାଶେ ସେ ନିଜ ହାତକୁ ରୋକି କରି ଆଗକୁ ବଢିବାକୁ ପଡିଥାଏ , ଓ ଲୋକେ ତାଙ୍କୁ ଏହା ଦେଖି କଞ୍ଜୁସ୍ ବୋଲି କହିଥାନ୍ତି ।

 

୨) ଲାଲ ରଙ୍ଗ : ଯଦି ଆପଣା ଲାଲି ରଙ୍ଗ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ବହୁତ ସୁବିଧା ଅସୁବିଧା ଲାଗିରହିବ , କେବେ ଭାଗ୍ୟ ଆପଣଙ୍କ ସାଥ୍ ଦେବ , ଓ କେବେ ଭାଗ୍ୟ କେବେ ହେଲେ ବି ସାଥ୍ ଦେଇନପାରେ , ଲାଲ ରଙ୍ଗ ପ୍ରେମର ରଙ୍ଗ ହୋଇଥାଏ , ଓ ପ୍ରେମ କରୁଥିବା ଲୋକ ଏଥିରେ ମାହିର୍ ହୋଇଥାନ୍ତି , ଆପଣଙ୍କୁ ନିଜ ପ୍ରେମର ନିବେଦନ ଭଲ ଭାବରେ କରି ଆସିଥାଏ , କିନ୍ତୁ ସାମନା ବାଲା ଆପଣଙ୍କ ଫିଲିନ୍ସକୁ ଭଲ ଭାବେ ବୁଝିପାରିନଥାଏ , ଆପଣଙ୍କୁ ତାଙ୍କୁ ବୁଝାଇବାକୁ ପଡିଥାଏ କି ଏହା କଣ ପାଇଁ ହେଉଛି , ଯଦି ଆପଣ ବୁଝାଇପାରିଲେ ତେବେ ଠିକ୍ , ଆପଣଙ୍କୁ ଭବିଷ୍ୟତରେ ସଫଳତା ମିଳିବ , କିନ୍ତୁ ଆପଣ ଯଦି କଡା ପରିଶ୍ରମ କରିବେ ,ତେବେ ଆପଣଙ୍କୁ ସବୁ କିଛି ମିଳିବ ଯାହା ଆପଣ ଆଶା ରଖିଛନ୍ତି ।

 

୩) ସବୁଜ ରଙ୍ଗ : ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି ତେବେ ଆପଣ ଏକ ସଫା ହୃଦୟର ବ୍ୟକ୍ତି ଅଟନ୍ତି , ଆପଣ ଯେତେ ବଡ ଅସୁବିଧା ଆସିଲେ ବି ସହଜରେ ତାକୁ ସାମନା କରିପାରିବେ , ଆପଣ କାହା ଠାରୁ ବି ହାର୍ ମାନିନଥାନ୍ତି , ଆପଣଙ୍କ ଏହି ଗୁଣ ଆପଣଙ୍କ ସୁନ୍ଦର ଭବିଷ୍ୟତ ବିଷୟରେ ସାହାଯ୍ୟ କରିଥାଏ , ଆପଣଙ୍କ ଗୁଣ ଓ ଆପଣଙ୍କ ସୁନ୍ଦର ଭବିଷ ବନାଇବାରେ ସାହାଯ୍ୟ କରିଥାଏ , ଯେଉଁ ରଙ୍ଗ ଆପଣ ବାଛିଛନ୍ତି , ଆପଣ ନିଜ ପରିବାରକୁ ବହୁତ ଭଲ ପାଆନ୍ତି , ଓ ପରିବାର ଲୋକଙ୍କ ଇଜ୍ଜତ ବି କରିଥାନ୍ତି , କିନ୍ତୁ ଯେତେ ଭଲ ପାଇବା ଲୋକଙ୍କ ସାମ୍ନାରେ କରିଥାନ୍ତି , ତାହା ବଦଳରେ ସେତିକି ଭଲ ପାଇବା ମିଳିପାରିନଥାଏ , ଏହି କାରଣରୁ ଆପଣ ଉଦାସ ହୋଇପଡନ୍ତି , କିନ୍ତୁ ସତ କଥା ଏହି କି ଯେ ଆପଣଙ୍କ ଭବିଷ୍ୟତ ଏତେ ଉଜ୍ଜଳ ହେବ କି ଆପଣଙ୍କ ପରିବାର ଓ ପାଖପାଖ ଲୋକେ ଆପଣଙ୍କ ସାଥ୍ ଦେବେ ।

Leave a Reply

Your email address will not be published. Required fields are marked *