October 22, 2024

Odia Express

Leading Odia News Portal of Odisha

ଝିଅ ବିଦା ହେବାର ମାତ୍ର କିଛି ମିନିଟ ପୂର୍ବରୁ ଭାଙ୍ଗିଲା ବାହାଘର – ବର-କନ୍ୟାର ବାପା ଜଣେ ଅନ୍ୟ ଜଣଙ୍କୁ ହାତ ଯୋଡି ମାଗିଲେ କ୍ଷମା – ଦେଖନ୍ତୁ କଣ ଏହାର କାରଣ…

ଆମର ସମାଜରେ ବାହାଘରକୁ ବହୁତ ମହତ୍ତ୍ୱ ଦିଆଯାଇଛି , କିନ୍ତୁ ଏହାର ପଛରେ ଏକ ସତ୍ୟତା ରହିଛି , ଯେଉଁଠି ଗୋଟେ ଝିଅର ବାହାଘରରେ ବାପା ତାର ଜୀବନ ସାରା ଉପାର୍ଜିତ କରିଥିବା ଧନ ଖର୍ଚ୍ଚ କରିଦେଇଥାଏ , ଓ ତାହା ସହ ସେ ତାର ସବୁ ଦାୟିତ୍ୱ ପୁଅ ଘର ପରିବାରକୁ ତାହାର ଦାୟିତ୍ୱ ଦେଇଥାଏ , କିନ୍ତୁ ବହୁତ ପୁଅ ଘର ଲୋକେ ଠିକ୍ ହୋଇନଥାନ୍ତି , ଝିଅମାନେ ସମାଜରେ ଖରାପ ନ ହୁଅନ୍ତୁ ଏଥିପାଇଁ ସମସ୍ତେ ଡରିକି ସହି ରୁହନ୍ତି , କିନ୍ତୁ ଏବେ ଜମାନା ବଦଳିଯାଇଛି ,ଓ ଏବେ ସମସ୍ତଙ୍କୁ ନିଜ ଫଇସଲା ନେବାର ପୂର୍ଣ୍ଣ ହକ୍ ଅଛି , କିଛି ଏପରି ହୋଇଥିଲା ଗ୍ୱାଲିୟରର ଶିବାନୀଙ୍କ ସହ , ଯେବେ ସେ ଯୌତୁକ ବୋଝ ପାଇଁ ସେ ସବୁ ସହି ରହିଥିଲେ , ତେବେ ବିଦାଇ ସମୟର ଠିକ୍ ପୂର୍ବରୁ ବାହାଘର ଭାଙ୍ଗିଗଲା, କାରଣ ପୁଅ ଯୌତୁକ ନେବା ନିଜ କ୍ଷମତାରୁ ଅସହ୍ୟ ଥିଲା , ଏହାପରେ ଯାହା ହେଲା ଆସନ୍ତୁ ଜାଣିବା ।

 

ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଶନିବାରକୁ ଏକ ଏପରି ଘଟଣା ହେଲା ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା , ଏଠାରେ କନ୍ୟା ବରଯାତ୍ରୀ ଫେରାଇ ଦେଲା , ଓ ସବୁଆଡୁ ମାହୋଲ୍ ଏତେ ଗରମ ଥିଲା ,କି ପୋଲିସ୍ କୁ ଡକାଇବାକୁ ପଡିଲା , ଏହି ଘଟଣା ଜିବାଜି କ୍ଲବ୍ ଗେଟ୍-୧ ରେ ହୋଇଥିଲା , ଯେଉଁଠି ଗହଣାଦୋକାନୀ ଦ୍ୱାରିକା ପ୍ରସାଦ ଅଗ୍ରୱାଲଙ୍କ ଝିଅ ଶିବାଙ୍ଗିଙ୍କ ବାହାଘର ଫାଲକା ବଜାର ନିବାସୀ ସୁରେଶ ଅଗ୍ରୱାଲଙ୍କ ପୁଅ ପ୍ରତୀକଙ୍କ ସହ ହେବାର ଥିଲା , ପ୍ରତୀକ ବି କମ୍ କରିଛନ୍ତି , ଓ ଫାଲକା ବଜାରରେ ସେନେଟ୍ରି ଦୋକାନ ଚଲାନ୍ତି , ସେମିତି ସିବାଙ୍ଗୀ ଗ୍ୱାଲିଅୟର୍ ରେ ଏମ୍ ବିଏ କରିବାପରେ ଜବ୍ କରୁଥିଲେ , ଶୁକ୍ରବାରକୁ ବରଯାତ୍ରୀ ଆସିଲେ , ଶନିବାରକୁ ଯେବେ ବିଦାଇ ର କଥା ବାର୍ତ୍ତା ଚାଲିଥିଲା ,

 

ତେବେ ପୁଅ ଘର ବାପା ସୁରେଶ୍ କନ୍ୟାର ଜିନିଷ ସବୁ ଦେଖିବାକୁ କହିଲେ , କନ୍ୟା ଏଥିରେ ରାଗିଯାଇଥିଲେ , ଓ ବରଯାତ୍ରୀ ଫେରାଇ ନେବାକୁ କହିଥିଲେ , କନ୍ୟା କହିଲା କି ବର ପକ୍ଷ ତରଫରୁ ଟଙ୍କା ମାଗିଥିଲେ , ମୋର କୌଣସି ଭାଇ ନାହିଁ , ମୋର ମା ଡାଇବେଟିଜ୍ ରୋଗୀ ଅଟନ୍ତି , ଓ ମୁଁ ନିଜ ବାପା ମାଙ୍କ ଦାୟିତ୍ୱ ନେବାକୁ ଚାହୁଁଛି , ଏଥିପାଇଁ ପାଖରେ ବାହାଘର କରାଇଲେ , ଏଥିପାଇଁ ଶୁଣିକରି ସହିଥିଲି କିନ୍ତୁ ଯେବେ ଯୌତୁକ ନାଁରୁ ଏତେ କଥା ବାହାରିଲା ତାହା ସହିବାର ସୀମା ଅତିକ୍ରମ କରିଦେଲା  ଏଥିପାଇଁ ମୁଁ ବାହାଘର ଭାଙ୍ଗିଦେଲି ।

 

ଯେବେ ପୋଲିସ୍ ଆସିଲା ତେବେ ସେ ବରକୁ ବୁଝାଇବାକୁ ଚାହିଁଲେ , କିନ୍ତୁ କନ୍ୟା ସିଧା ସିଧା କହିଦେଲା କି ଏବେ ଯଦି ଭଗବାନ ବି ଆସିଲେ ବି ସେ ଶାଶୁଘର ଯିବେ ନାହିଁ , ଏହାଉପରେ ପ୍ରତିକ କହିଲା , ଆମେ କେଉଁ ଯୌତୁକ ମାଗିନାହୁଁ , କନ୍ୟା ମିଛ କହୁଛି , ଆମେ ବିଦାଇ ସମୟରେ କିଛି ମାଗିନାହୁଁ , ଆମେ ତାଙ୍କୁ ଅଧିକା ପଇସା ଦେଇଦେବୁ କିନ୍ତୁ କନ୍ୟାକୁ ସାଥିରେ ନେଇଯିବୁ , ଯଦି ଝିଅ ଘର ବିଦାଇ କରୁନାହାନ୍ତି ତେବେ ଆମେ କଣ କରିପାରିବୁ , ଏହାପରେ ବରର ବାପା କହିଲେ , ମୁଁ କେଉଁ ଯୌତୁକର ଦାବି କରିନଥିଲି , କନ୍ୟାକୁ କିଛି ଜିନିଷ ଓ ସୁଟକେଶ୍ ରେ ଥିବା ଶାଢି ଓ ଗହଣା ଦେଖେଇବାକୁ କହିଥିଲି ,

 

ଯାହାପରେ କନ୍ୟାପକ୍ଷ ବାପା ଓ କନ୍ୟା ଏହି ବାହାଘର ଭଙ୍ଗ କରିବାପାଇଁ କହିଥିଲେ , କନ୍ୟାର ବାପା ଦ୍ୱାରିକା ପ୍ରସାଦ କହିଲେ କି ବାହାଘର ଠିକ୍ ହେବା ପରେ ପୁଅ ଘର ପକ୍ଷରୁ ସବୁବେଳେ ନୂଆ ନୁଆ ଦାବି ହେଉଥିଲା , ଓ ଏହା ସହିବାର ସୀମାରୁ ଅଧିକା ହୋଇଥିଲା , କିନ୍ତୁ ବିଦାଇ ସମୟରେ ଝିଅର ଜିନିଷ ଦେଖିବାକୁ ସେମାନେ ବାଧ୍ୟ କରିଥିଲେ , ଏହା ଉପରେ ଝିଅ କହିଲା ଏବେ ଲୋକେ ଏହିପରି ଅବସ୍ଥା କରୁଛନ୍ତି , ଆଗକୁ କଣ କରିବେ ।

Leave a Reply

Your email address will not be published. Required fields are marked *