October 23, 2024

Odia Express

Leading Odia News Portal of Odisha

ଛାଡପତ୍ର ଦେଇଥିବା ମହିଳାଙ୍କ ସହ ବାହା ହେଲେ ହୋଇଥାଏ ବହୁତ ସାରା ଫାଇଦା , ନିଶ୍ଚିତ ପଢନ୍ତୁ ଏହି ଖବର…

ଆଜି କାଲିର ଜମାନାରେ ବାହାଘର ବେଶୀ ଦିନ ଯାଏଁ ରହିଥାଏ , ଆଜିକାଲିର ଜେନେରେସନ୍ ରେ ଛୋଟ ଛୋଟ କଥାରେ ଛାଡପତ୍ର ଦେବା କଥା ପଡିଯାଏ , ସେତେବେଳେ ଜୋସ୍ ରେ ଆସି ଛାଡପତ୍ର ତ ନେଇଯାଆନ୍ତି , କିନ୍ତୁ ଜୀବନ ସେତିକି ସହଜ ହୋଇନଥାଏ , ଖାସ୍ କରି ଯେଉଁ ମହିଳାଙ୍କ ଛାଡପତ୍ର ହୋଇଯାଏ , ସେମାନଙ୍କୁ ସମାଜରେ ଇଜ୍ଜତ ଓ ମାନ ସମ୍ମାନ ମିଳେନାହିଁ , କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଛାଡପତ୍ର ଦେଇଥିବା ମହିଳାମାନଙ୍କ ବିଷୟରେ କିଛି କଥା କହିବୁ , ଯେଉଁମାନଙ୍କ ବିଷୟରେ ଜାଣିସାରିଲା ପରେ ଆପଣଙ୍କ ତାଙ୍କ ପ୍ରତି ଇଜ୍ଜତ ଆହୁରି ବଢିଯିବ

 

ବହୁତଥର ଯେତେବେଳେ ବାହାଘର କଥା ଆସେ ସେତେବେଳେ ଜଣେ ଅବିବାହିତ ପୁଅ ଜଣେ ଅବିବାହିତ ଝିଅକୁ ଖୋଜିବା ପାଇଁ ଲାଗିଯାଏ , କେହି ବି ଛାଡପତ୍ର ଦେଇଥିବା ମହିଳାଙ୍କୁ ବାହା ହେବାପାଇଁ ଚାହନ୍ତି ନାହିଁ , କିନ୍ତୁ ଆପଣ କଣ ଜାଣିଛନ୍ତି କି ଜଣେ ଅବିବାହିତ ଝିଅ ଅପେକ୍ଷା ଜଣେ ଛାଡପତ୍ର ଦେଇଥିବା ମହିଳା ଭଲ ଜୀବନସଙ୍ଗୀନୀ ହୋଇପାରିବେ , ଛାଡପତ୍ର ଦେଇଥିବା ମହିଳାଙ୍କୁ ବାହାହେଲେ ବହୁତ କିଛି ଫାଇଦା ହୋଇଥାଏ , ଯାହା ଏକ କୁଆଁରି ଝିଅ ପାଖରେ ମିଳିବ ନାହିଁ , ଆସନ୍ତୁ ଜାଣିବା ସେହି ବିଷୟରେ ।

୧) ଜଣେ ଛାଡପତ୍ର ଦେଇଥିବା ମହିଳା ବାହାଘରର ଭଲ ଅନୁଭବ ଥାଏ ,ତାଙ୍କୁ ଏହି ବିଷୟରେ ଭଲ ଭାବରେ ଜଣା ଥାଏ ,କେଉଁ କାରଣରୁ ସଂମ୍ପର୍କରେ ଫାଟକ ଆସିବ କେଉଁ କଥା ସାମନା ବାଲାଙ୍କୁ ଦୁଃଖ ପହଞ୍ଚାଇବ ,ସେମାନେ ସ୍ୱାମୀ ଓ ସ୍ତ୍ରୀ ସଂମ୍ପର୍କକୁ ଭଲ ଭାବେ ତୁଲାଇପାରନ୍ତି , ଏମିତିରେ ସେମାନେ ବାହାହେଲା ପରେ ଏହି କଥାର ପୂରା ଧ୍ୟାନ ରଖନ୍ତି

 

୨) ଜଣେ ଛାଡପତ୍ର ଦେଇଥିବା ମହିଳା କେବେ ଧୋକା ଦେବେ ନାହିଁ , ଆପଣଙ୍କ ସହ ଜୀବନସାରା ସାଙ୍ଗରେ ରହିବାର ଚେଷ୍ଟା କରିବ , କାରଣ ସେହି ମହିଳାଙ୍କ ଜୀବନରେ ଥରେ ଧୋକା ମିଳିସାରିଛି , ସେଥିପାଇଁ ଧୋକା ପାଇଲା ପରେ କେତେ କଷ୍ଟ ଓ ଦୁଃଖ ମିଳିଥାଏ ତାହା ତାଙ୍କୁ ଭଲ ଭାବରେ ଜଣା ହୋଇଥାଏ , ସେଥିପାଇଁ ସେ ଭୁଲ୍ ରେ ବି ଏପରି କରିବା ଚାହନ୍ତି ନାହିଁ ,

୩) ଛାଡପତ୍ର ମହିଳା ଆପଣଙ୍କୁ ଅଧିକା ଭଲ ପାଇବେ , ଆପଣଙ୍କ ପାଇଁ ତାଙ୍କ ଜୀବନ ଆଉଥିରେ ସୁଧୁରି ଯିବ , ଏଥିପାଇଁ ତା ବଦଳରେ ସେ ଆପଣଙ୍କୁ ବହୁତ ସାରା ଭଲ ପାଇବା ଦେବ ,ଏତିକି ନୁହେଁ ତାଙ୍କୁ ରୋମାନ୍ସ କରିବାର ଅନୁଭବ ଅଛି ,ଏମିତିରେ ଆପଣ ଶାରରୀକ ହେବାଦ୍ୱାରା ସେମାନେ ପୁରା ଭାବେ ସନ୍ତୋଷ ଦେବେ ।

 

୪) ଜଣେ ଛାଡପତ୍ର ଦେଇଥିବା ମହିଳା ବହୁତ ପରିପକ୍ୱ ହୋଇଥାନ୍ତି ,ସେମାନେ ନିଜ ଘରକୁ ଚଲାଇବାର ଅନୁଭବ ଥାଏ ,ଜଣେ କୁଆଁରି ଝିଅ ତୁଳନାରେ ସେ ଭଲ ଭାବେ ଘର ଚଳାଇପାରିବେ ,ସେଥିପାଇଁ ଜଣେ ଛାଡପତ୍ର ଦେଇଥିବା ମହିଳାଙ୍କୁ ବିବାହ କଲେ ଆର୍ଥିକ ଲାଭ ମିଳିଥାଏ , ଓ ଆପଣଙ୍କ ଘର ଉନ୍ନତି ପାଇଥାନ୍ତି ।

୫) ଜଣେ ଛାଡପତ୍ର ଦେଇଥିବା ମହିଳା ସଂମ୍ପର୍କର ମୂଲ୍ୟବୋଧ ଠିକ୍ ଭାବେ ଜାଣିଥାନ୍ତି ,ସେଥିପାଇଁ ସେ ପରିବାର ସଦସ୍ୟଙ୍କୁ ନେଇ ଭଲ ଭାବେ ଚଳନ୍ତି , ସେମାନେ କେବେ ହେଲେ ବି ପରିବାର ଭାଙ୍ଗିବା ଚେଷ୍ଟା କରନ୍ତି ନାହିଁ ,

ବନ୍ଧୁଗଣ ଏବେ ଆପଣ ଜାଣିପାରିଲେ କି ଜଣେ ଛାଡପତ୍ର ଦେଇଥିବା ମହିଳାଙ୍କୁ ବାହା ହେଲେ କେତେ କଣ ଫାଇଦା ମିଳିଥାଏ ,ସେମାନେ ଏକ ଉତ୍ତମ ସ୍ତ୍ରୀ ଭାବେ ନିଜକୁ ପରିଚୟ ଦେଇଥାନ୍ତି ,ଆପଣ ଯଦି କେଉଁ ଛାଡପତ୍ର ଦେଇଥିବା ମହିଳାଙ୍କୁ ପସନ୍ଦ କରୁଛନ୍ତି , ତେବେ ବିବାହ କଲେ କିଛି ଅସୁବିଧା ନାହିଁ ,

Leave a Reply

Your email address will not be published. Required fields are marked *