ଯେଉଁ ଘର ମୁଖ୍ୟ କବାଟରେ ହୋଇଥାଏ ଏହି ଗୋଟେ ଚିହ୍ନ ସେଠାରେ ଶତ୍ରୁ କଣ ନିଜେ ମୃତ୍ୟୁ ବି କିଛି କ୍ଷତି ପହଞ୍ଚିପାରିବ ନାହିଁ…

ଶାସ୍ତ୍ରନୁସାରେ ଘରର ମୁଖ୍ୟ ଦ୍ୱାର ଉପରେ ଶୁଭ ଧାର୍ମିକ ଚିହ୍ନ ହୋଇଯିବାର ସୁଖ ସମୃଦ୍ଧି ଆଗମନ ହୋଇଥାଏ , ଏହାର ଅତିରିକ୍ତ ବାସ୍ତୁ ଅନୁସାରେ କିଛି ଏପରି ଚିହ୍ନ ଉଲ୍ଲେଖ କରାଯାଇଛି , ସବୁ ଚିନ୍ତାରୁ ମୁକ୍ତି ଦେବାକୁ ହେଲେ ସହାୟତା କରିଥାଏ , ଘରର ମୁଖ୍ୟ ଦ୍ୱାରାରେ ସ୍ୱସ୍ତିକ ,ଓଁ, ଶୁଭ ଲାଭ ଆଦି ଚିହ୍ନ ଲଗାଇଲେ , ସୁଖ ଶାନ୍ତି ଓ ସମୃଦ୍ଧି ବଢିଥାଏ , ଓ ନକରାତ୍ମକ ଉର୍ଜା ପ୍ରବେଶ କରୁଥାଏ , ଆମେ ଯେବେ କବାଟ ଖୋଲିଥାଉ ତେବେ ଆମର ପରିବାରର ସଦସ୍ୟ ଘରେ ପ୍ରବେଶ କରିଥାନ୍ତି , ବରଂ ଆମ ସହ ବହୁତ ଉର୍ଜା ବି ଘରେ ପ୍ରବେଶ କରିଥାଏ , କିଛି ଉର୍ଜା ଏତେ ଅଧିକା ଶକ୍ତିଶାଳୀ ହୋଇଥାଏ , ଯାହା ନକରାତ୍ମକ ହୋଇଥାଏ, ଯାହା ନା କେବଳ ଆମର ଧନ ହାନି କରିଥାଏ , ବରଂ ଏହା ଆମର ଅସୁବିଧା ସୃଷ୍ଟି କରିଥାଏ ।
ବହୁତଥର ଏମିତି ଦେଖାଯାଇଛି କି ଆପଣଙ୍କ ଘରେ ସୁଖ ବେଶୀ ଦିନ ରହେ ନାହିଁ, ଆପଣଙ୍କ ଛୁଆଙ୍କ ପାଠ ପଢାରେ ମନ ଲାଗେ ନାହିଁ , ଘରର ସଦସ୍ୟ ବାରମ୍ବାର ଦେହ ଖରାପ ହେବା , ଆଦି କ୍ଷତି ହେବା , ଚାକିରି ପ୍ରମୋଶନ୍ ନ ମିଳିବା ଅଶୁଭ ସଙ୍କେତ ହୋଇଥାଏ , ଯଦି ଆପଣଙ୍କ ଘରେ ଦୁଶକ୍ତିର ଉର୍ଜାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ପରିବାରରେ ସୁଖ ସମ୍ପତ୍ତି ଏବଂ ମା ଲକ୍ଷ୍ମୀଙ୍କର କୃପା ପାଇବାକୁ ଚାହୁଁଛନ୍ତି ତେବେ ବାସ୍ତୁ ଏବଂ ଜ୍ୟୋତିଷ୍ୟ ଦୁହେଁ ଏହ୍ ବି କହିଥାନ୍ତି , ନିଜ କବାଟରେ ହିଁ ଉର୍ଜା ଆପଣଙ୍କ ବାସ୍ତୁ ପ୍ରତିକ ମାଧ୍ୟମରେ ରୋକିଦିଏ ।
ଶାସ୍ତ୍ରନୁସାରେ ଦେଖାଗଲେ ତ୍ରିଶୁଳ ଓଁ ଓ ସ୍ୱସ୍ତିକ ହିନ୍ଦୁ ସଂସ୍କୃତି ଏହା ତିନି ଶୁଭ ପ୍ରେରଣାଦାୟୀ ପ୍ରତିକ ଅଛି ,ଯାହା ଆତ୍ମବିଶ୍ୱାସ ଓ ଏକାଗ୍ରତା ବଢିବାରେ କାମ କରିଥାଏ , ଉର୍ଜାର ଗୋଳାର ମଧ୍ୟଭାଗରେ ଏହି ପ୍ରତିକ ରଖାଯାଏ , ଶିବ ଓ ଶକ୍ତି ଉର୍ଜାର ସ୍ରୋତ ସେଥିରେ ଦର୍ଶନ ହୋଇଥାଏ , ଶ୍ରଦ୍ଧା ଓ ବିଶ୍ୱାସର ସହ ଦର୍ଶନ କରିଲେ ବ୍ୟକ୍ତିର ପ୍ରଗତି ହୋଇଥାଏ , ନିବାରଣରେ ଏହି ଉପଯୋଗ କରିଲେ ଆସୁରି ଶକ୍ତି ଦୁର ହୋଇଥାଏ ।
ଆପଣ ତ୍ରିଶକ୍ତି ବିଷୟରେ ବୋଧେ ଜାଣିଥିବେ , ଅର୍ଥାତ୍ ତ୍ରିଶୁଳ, ଓଁ ଓ ସ୍ୱତ୍ତିକ ଏହି ତିନି ଚିହ୍ନର ହିନ୍ଦୁ ଧର୍ମରେ ଅତ୍ୟାଧିକ ମହତ୍ତ୍ୱ ହୋଇଥାଏ , ଓ ଯେଉଁଠି ଏହି ତିନି ଜିନିଷ ଗୋଟେ ସହ ହୋଇଥାଏ , ବୁଝିନିଅନ୍ତୁ ଏହା ଲାଭ କରିଥାଏ , ଆମର ଶାସ୍ତ୍ରରେ ସ୍ୱତ୍ତିକ ଚିହ୍ନ ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ , ଯେବେ ଘରେ କେଉଁ ଶୁଭ କାର୍ଯ୍ୟ ହୋଇଥାଏ , ସବୁଠାରୁ ପ୍ରଥମେ ସ୍ୱତ୍ତିକ ଚିହ୍ନ ବନାହୋଇଛି, ସ୍ୱତ୍ତିକ ଚିହ୍ନ ନା କେବଳ ଶୁଭ ସଙ୍କେତ ହୋଇଥାଏ, ବରଂ ସବୁ ମଙ୍ଗଳ କାର୍ଯ୍ୟରେ ଏହାର ପ୍ରଥମେ ପୁଜା ହୋଇଥାଏ ।
ସ୍ୱସ୍ତିକ ଚିହ୍ନ ବାସ୍ତୁରେ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ପୁଜାର ପୂର୍ବରୁ ଏହାର ନିର୍ମାଣ କରାଯାଈଛି, ସ୍ୱତ୍ତିକ ଚିହ୍ନ ଘରର ସୁଖ ସମୃଦ୍ଧି ଏବଂ ଧନ ବୃଦ୍ଧି କରିଥାଏ, ଆପଣ ଦେଖିଥିବେ କି ଲୋକଙ୍କ ପୁଜା ସ୍ଥାନରେ କେଉଁ ଶୁଭ ଅବସରରେ ସ୍ୱସ୍ତିକ ଚିହ୍ନ ବନାଇଥାନ୍ତି , ଏହାର ପଛରେ ମାନ୍ୟତା ଅଛି କି ସ୍ୱସ୍ତିକ ଚିହ୍ନ ଓ ଶୁଭ ଲାଭ ବୃଦ୍ଧି କରିଥାଏ, ବାସ୍ତୁଶାସ୍ତ୍ରର ଅନୁସାରେ ସ୍ୱସ୍ତିକ ସଂବନ୍ଦ ଅସଲରେ ବାସ୍ତୁରୁ ଅଟେ ,ଏହାର ନିର୍ମାଣ ଏପରି ହୋଇଥାଏ ଏହା ସବୁ ଦିଗରେ ଗୋଟେ ପରି ହୋଇଥାଏ , ନିଜ ଗଢଣ ଏହି ଖୁବି କାରଣରୁ ଏହା ଘରେ ଥିବା ସବୁ ବାସ୍ତୁ ଦୋଷ କମ୍ କରିବାରେ ସହାୟକ ହୋଇଥାଏ ।
ଶାସ୍ତ୍ରରେ ଏହା କୁହାଯାଇଛି କି ସ୍ୱସ୍ତିକ ଚିହ୍ନ ଘରକୁ ଆସୁଥିବା ସବୁ ନକରାତ୍ମକ ଉର୍ଜା ରୋକିଥାଏ, ସେଠାରେ ଓଁ ଚିହ୍ନ କାଳୀ ଶକ୍ତିଗୁଡିକ ଖରାପ ଉର୍ଜା ଏହା ପର୍ଯ୍ୟନ୍ତ ମୃତ୍ୟୁରୁ ବିଜୟ ପ୍ରାପ୍ତ କରିଥାଏ , ସେମିତି ତ୍ରିଶୁଳ ଭଗବାନ ଶିବଙ୍କର ଅସ୍ତ୍ର ଅଟେ , ଯେଉଁଠାରେ ତ୍ରିଶୂଲ ହୋଇଥାଏ , ସେଠାରେ ବ୍ୟକ୍ତିର କର୍ମ ବିଚାର ଓ ସ୍ୱଭାବ ତିନିଟି ଯାକ ସକରାତ୍ମକ ହୋଇଯାଏ ,
ବନ୍ଧୁଗଣ ଯଦି ଆପଣଙ୍କ ଘରେ ଓଁ ସ୍ୱସ୍ତିକ ତ୍ରିଶୁଳ ଚିହ୍ନ ଲଗାଉଛନ୍ତି , ତେବେ ଖରାପ ଶକ୍ତି ପ୍ରବେଶ କରିପାରିବ ନାହିଁ , ଓ ଆପଣଙ୍କ ଘର ସବୁବେଳେ ସୁଖ ସମୃଦ୍ଧିରେ ଭରି ଉଠିବ ।