October 24, 2024

Odia Express

Leading Odia News Portal of Odisha

ଦାଢୀ ରଖିବାର ୧୦ଟି ଫାଇଦା ବିଷୟରେ ଜାଣିରଖନ୍ତୁ….ଜାଣିବା ପରେ ଆପଣ ମଧ୍ୟ ଆଜିଠୁ ଦାଢ଼ି ରଖିବା ଆରମ୍ଭ କରିଦେବେ

ଆଜି କାଲି ଦାଢି ରଖିବାର ସଉକ ସମସ୍ତଙ୍କୁ ଲାଗିଛି , ଏମିତିରେ କିଶୋର ମାନେ ହୁଅନ୍ତୁ ନାଁ ୪୦ ବର୍ଷର ବ୍ୟକ୍ତି ହେଉ, ସମସ୍ତେ ଦାଢୀ ରଖିବାର ଟ୍ରେଣ୍ତ ବନାଇଦେଇଛନ୍ତି , ବ୍ୟକ୍ତି ଯେତେ କଳା ହୁଅନ୍ତୁ କିମ୍ବା ଗୋରା ଦାଢୀ ରଖିନେଲେ ତାଙ୍କର କିଛି ଅଲଗା ପରିଚୟ ହୋଇଥାଏ , ଏହା ଛଡା ଆଜି କାଲି ଫିଲ୍ମରେ ବି ହେଉ କିମ୍ବା କେଉଁ ମଡେଲ୍ ଙ୍କ ଦାଢୀ ନଜର ଆସିଥାଏ , ଦାଢୀ ତ ସମସ୍ତେ ରଖିନିଅନ୍ତି ,କିନ୍ତୁ ଏହା ସହ ସେମାନେ ଫାଇଦା ଜାଣନ୍ତି କି ?

ଦାଢୀ ରଖିବାର ୧୦ ଟି ଫାଇଦା : ଦାଢୀ ରଖିବା ସଉକ ତ ସମସ୍ତଙ୍କର ହୋଇଥାଏ । କିନ୍ତୁ ଏହା ବିଷୟରେ ଫାଇଦା ଗୁଡିକ ଜଣା ନଥାଏ , ଦାଢୀ ରଖିଲେ ସ୍କିନ୍ ରେ ଆଲର୍ଜୀ ହୁଏ ନାହିଁ , ଦାଢୀ ରଖିଲେ ଆପଣଙ୍କ ସ୍କିନ୍ ସୂର୍ଯ୍ୟଙ୍କ ଅଲଟ୍ରାଭାଓଲେଟ୍ କିରଣରୁ ବଞ୍ଚାଇଥାଏ , ଦାଢୀ ରଖିଲେ ଅଜିଙ୍ଗ୍ ଓ କଳାଦାଗ ହୁଏ ନାହିଁ ଏଥିରେ ପୁରୁଷଙ୍କୁ ବୟସ ଜଣା ପଡେନି , ଯେଉଁ ପୁରୁଷ ସବୁବେଳେ ଦାଢୀ ରଖୁଛନ୍ତି, ସେହି ପୁରୁଷମାନଙ୍କୁ କ୍ୟାନସର ହେବାର ବିପଦ ବହୁତ କମ୍ ହୋଇଥାଏ ।

 

ଦାଢୀ ପୁରୁଷଙ୍କ ଚେହେରାରେ କିଛି ବ୍ରଣ ହୁଏ ନାହିଁ , ଓ ସେବିଙ୍ଗ୍ ହୋଇଥିବା ଜାଗା ଅଧିକ ସୁସ୍ଥ୍ୟ ହୋଇଥାଏ , ଦାଢୀରେ ଗୋଟେ ପୁରୁଷର ପରିଚୟ ହୋଇଥାଏ , ଓ ମହିଳାଙ୍କୁ ବି ପୁରୁଷଙ୍କ ଦାଢୀ ଦ୍ୱାରା ଆକର୍ଷିତ ହୋଇଥାନ୍ତି , ଦାଢୀ ରଖିଲେ ପୁରୁଷଙ୍କ ଚେହେରା କୋମଳ ରହିଥାଏ , ଓ ଯେଉଁଥିରେ ଚେହେରା ସୁସ୍ଥ୍ୟ ରହିଥାଏ ,

 

ଥଣ୍ତା ମୌସୁମରେ ପୁରୁଷଙ୍କ ଚେହେରାରେ ଥଣ୍ତାରୁ ରକ୍ଷାକରିଥାଏ , ଦାଢୀ ରଖିଲେ ପୁରୁଷଙ୍କୁ କେଉଁ ଭଳି ବ୍ୟାକ୍ଟିରିଆଲ୍ ଇନ୍ଫେକ୍ସନ୍ ହୁଏ ନାହିଁ , କ୍ଲିନ୍ ସେଭ୍ ରୁ ୫ ବର୍ଷରୁ ଅଧିକା ବଞ୍ଚିପାରିବେ , ଦାଢୀ ରଖିଲେ , ପୁରୁଷଙ୍କ ଚେହେରାରେ ବ୍ରଣ ହୋଇନଥାଏ , ଏହା ଛଡା ତାଙ୍କ ଚେହେରାରେ ଅନ୍ୟ ଦାଗ କମ୍ ହୋଇଥାଏ ।

Leave a Reply

Your email address will not be published. Required fields are marked *