January 26, 2025

Odia Express

Leading Odia News Portal of Odisha

ଫ୍ରାନ୍ସରୁ ଭାରତ ବୁଲିବାକୁ ଆସିଥିଲେ ଏହି ଝିଅ, ୧୦ମ ପାସ୍ କରିଥିବା ଗାଇଡ୍ ସହ ହୋଇଗଲା ପ୍ରେମ… ଦେଶୀ ବୋହୂ ହୋଇ ରହିଲେ ଗାଁରେ ଆଉ ତାପରେ…

୭ ବର୍ଷ ପ୍ରଥମେ ଫ୍ରାନ୍ସର ପ୍ୟାରିସ ସହରରୁ ମାଂଣ୍ତୁ ବୁଲିବାକୁ ଆସିଥିଲେ ୩୩ ବର୍ଷୀୟ ମାରି ଏବେ ପୁରା ଭାବେ ଭାରତୀୟ ସଂସ୍କୃତି ବସିଯାଇଛି , ମାଂଣ୍ତୁ ର ପୁରୁଣା କିଲ୍ଲା ଓ ସୁନ୍ଦର ଜାଗାର ଇତିହାସ ଗାଇଡ୍ ଫ୍ରାନ୍ସ ଭାଷାରେ ଶୁଣିକରି ଶିକ୍ଷକ ମାରି ତାଙ୍କ ମନରେ ଥିବା ଭଲ ପାଇବା ପ୍ରେମକୁ ପଢିଦେଇଥିଲେ , ହିନ୍ଦୀ ନ ଜାଣିଥିବା ଏହି ବିଦେଶୀ ମହିଳା ଗାଇଡ୍ ଧୀରଜଙ୍କ ସହ ବିବାହ କରିଦେଇଥିଲେ , ମାଣ୍ତୁଙ୍କ ଜୀବନ କାଟିବାକୁ ନିର୍ଣ୍ଣୟ କରିନେଇଥିଲେ ।ସ୍ୱୟଂ ଶିକ୍ଷକ ହେବା ସହ ପିତା ଡାକ୍ତର ଓ ମା ଶିକ୍ଷକ ଅଟନ୍ତି , ଆଜି ବି ସେ ଅଧା ଖଣ୍ତିଆ ହିନ୍ଦୀ କହନ୍ତି , ତେବେ ସେ ଭାରତୀୟ ପିନ୍ଧୁଥିବା ଶାଢୀ ଓ ସାଲୱାର୍ ସୁଟ୍ ପିନ୍ଧିକରି ଗର୍ବ ଅନୁଭବ କରୁଛନ୍ତି , ଆଜି ବି ପ୍ୟାରିସରୁ ଛୁଆଙ୍କୁ ଅନ୍ ଲାଇନ୍ ପଢାଉଛନ୍ତି , ଓ ତାଙ୍କ ପାଇଁ ନୋଟ୍ ବି ବନାଇକରି ପଠାଇଥାନ୍ତି , ନିଜର ଦୁଇଟି ଛୁଆଙ୍କୁ ହିନ୍ଦୀ ଓ ଫ୍ରେଞ୍ଚ ଶିଖାଉଛନ୍ତି , ସବୁଠାରୁ ବଡ କଥା ଏହି କି ଯେ ମାରି ମାଣ୍ତୁ ନିଜର ଘର ବନାଉଛନ୍ତି , ଓ ଏଥିପାଇଁ ମିସ୍ତ୍ରୀଙ୍କ ସହ ନିଜେ କାମ କରୁଛନ୍ତି ।

 

ଧୀରଜଙ୍କ ସହ ବାହାଘରେ ପରେ ମାଣ୍ତୁ ରେ ବସି ମାରୀ ଏବେ ଦୁଇଟି ଛୁଆଙ୍କ ମା ଅଟନ୍ତି , ଜଣଙ୍କ ନାଁ କାଶୀ(୫ ବର୍ଷ) ଓ ଅନ୍ୟଙ୍କ ନାଁ ନୀଲ୍ (୩ ବର୍ଷ) ଅଟେ , ଜଣଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା , ଅନ୍ୟଙ୍କ କୋଚିରେ , ମାରି ପୁରା ଘରର କାମ ନିଜେ କରୁଛନ୍ତି , ଝାଡୁ ଲଗାଇବାଠାରୁ ନେଇକରି ଘର ସଫା ସଫି କାମ ଓ ଖାଇବା କାମ କମ୍ୟୁଟର ସିଷ୍ଟମରେ ଅଲଗା ଅଲଗା ପ୍ରକାରର ନୋଟ୍ସ ତିଆରି କରନ୍ତି , ଓ ପିଲାଙ୍କୁ ଅନଲାଇନ୍ ପଢାନ୍ତି , ସେ ସେହି ପ୍ରକାରର ନିଜ ଛୁଆଙ୍କୁ ବି ପଢାଉଛନ୍ତି , ତାଙ୍କର କହିବା କଥା କି ଛୁଆଙ୍କୁ ସ୍କୁଲ୍ କେବେ ପଠାଇବି ନାହିଁ , ୧୦ ବର୍ଷ ପର୍ଯ୍ୟନ୍ତ ନିଜେ ପଢାଇବି , ଓ ବେସିକ୍ ଜିନିଷକୁ ଜଣାଇଲା ପରେ ତାଙ୍କୁ ସ୍କୁଲ୍ କୁ ପଠାଇବି ।

 

ମାରି ଏବେ ପୁରା ଭାଏ ଦେଶୀ ରଙ୍ଗର ଧୁଳି ଲାଗିଛନ୍ତି , ଅଧିକାଂଶ ସଲୱାର ସୁଟ୍ ପିନ୍ଧିଥାନ୍ତି , ମାରି କହିଲେ କି ଭାରତୀୟ ପରିବେଶରେ ସାଢୀ ପିନ୍ଧିକରି ଖୁସି ଲାଗିଥାଏ , ସେ ନିଜ ଛୁଆଙ୍କ ଛଡା ପାରମ୍ପାରିକ ଖେଳ ବି ଖେଳିଥାନ୍ତି , ଖାଲି ଖାଇବା ପିଇବାରେ ଧ୍ୟାନ ରଖନ୍ତି , ଯାହା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହୁ , ଏହା ପରେ ସାଧା ଭୋଜନ କରନ୍ତି , ସାଲାଡ, ପରିବା ତରକାରୀ , ବିନା ତେଲ ଓ ଘିଅରେ ଖାଇବା ତିଆରି କରିଥାନ୍ତି , ମାରି କିମ୍ବା ତାଙ୍କ ଛୁଆଙ୍କର ସ୍ୱାସ୍ଥ୍ୟ ସଂବନ୍ଧୀ କିଛି ଅସୁବିଧା ହେଲେ ସେ ଫ୍ରାନ୍ସରୁ ନିଜ ବାପାଙ୍କ ସହ ଯୋଗାଯୋଗ କରନ୍ତି , ଓ ତାଙ୍କୁ ପଚାରିକରି ଚିକିତ୍ସା କରନ୍ତି ,

ମାରି ମାଣ୍ତୁ ଚାରି ରୁମ୍ ବାଲା ଘରକୁ ନିଜର ଆଶିଆନା କରିଛନ୍ତି , ସକାଳ ୧୦ ରୁ ୫ ଟା ଯାଏଁ ସ୍ୱାମୀଙ୍କ ସହ ନିଜ ଘର ତିଆରି କାମରେ ଠିଆ ହୋଇଥାନ୍ତି , ଓ ନିଜେ ବି କାମ କରନ୍ତି ,

Leave a Reply

Your email address will not be published. Required fields are marked *