October 23, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ଝିଅକୁ ପଚାରାଗଲା କି ମହିଳାଙ୍କ ଶରୀରର କେଉଁ ଭାଗରୁ ଝାଳ ବାହାରେ ନାହିଁ – ଝିଅଟି ଦେଲା ଏଭଳି ଉତ୍ତର ଯେ ସମସ୍ତେ ଚକିତ ହେଇ ଚାହିଁ ରହିଲେ…

ଆଜିର ସମୟରେ କିଏ ବି ଚାକିରି ପାଇବାକୁ ହେଲେ ବିନା ଇଣ୍ଟରଭ୍ୟୁରେ ଚାକିରି ପାଇପାରିବ ନାହିଁ , ସେମିତି କିଛି ଇଣ୍ଟରଭ୍ୟୁ ବହୁତ ହି କଷ୍ଟକର ହୋଇଥାଏ , ଯାହାକୁ କ୍ଲିୟର୍ କରିବା ବହୁତ କଠିନ ହୋଇଥାଏ , ଶେଷରେ ସରକାରୀ ଚାକିରି ଇଣ୍ଟରଭ୍ୟୁରେ କଣ ପ୍ରଶ୍ନ ପଚାରାଯାଇଥାଏ , କାରଣ ଏହି ପରୀକ୍ଷାରେ ଏମିତି କିଛି ଲୋକ ଥାନ୍ତି ଯେଉଁମାନଙ୍କୁ ଅସଫଳତା ହାତରେ ଲାଗିଥାଏ , ଏହି ସମୟରେ ନିଜର ମାନସିକ ଶକ୍ତିକୁ ପରୀକ୍ଷା କରିବା ପାଇଁ ସେହି ବ୍ୟକ୍ତି କିଛି ପ୍ରଶ୍ନ କରିଥାଏ ,ଯାହା ଆପଣ କେବେ ବି ପଢିନଥିବେ ଏହି ପରି ପ୍ରଶ୍ନ ଆପଣଙ୍କ ଆଇ କ୍ୟୁ ଟେଷ୍ଟ କରିବା ପାଇଁ ପଚାରାଯାଇଥାଏ , ଆପଣାକୁ ଏ ସମୟରେ ଏଭଳି ପ୍ରଶ୍ନ ପଚରାଯାଏ ଯେମିତି କି ଆପଣ ହଡ଼ବଡେ଼ଇ ଯିବେ ଓ ଏହାର ସଠିକ ଉତ୍ତର ଦେଇ ପାରୁଛନ୍ତି କି ନାଇଁ ଦେଖା ଯାଏ |ତେବେ ଏଭଳି କିଛି ପ୍ରଶ୍ନ ଆଜି ଦେଖିବା ଯାହା ଉତର ଦେଇ ଝିଅ ଟି ସମସ୍ତଙ୍କ ମନ ଜିତି ପାରିଛି |ଜବାବ ଶୁଣୁ ଶୁଣୁ ସେ ଝିଅର ଚାକିରୀ ପକା କରିଦେଇଥିଲେ |ଏଥିରେ ବହୁତ ସରଳ ପ୍ରଶ୍ନ ପଚରାଯାଏ କିନ୍ତୁ ଚତୁର ଧାରା ରେ ପଚାର ଯାଏ ଆସନ୍ତୁ ସେମିତି କିଛି ପ୍ରଶ୍ନ ଯାହାକୁ ଆମେ ପଚାରିଛୁ ଓ ତାର ଉତ୍ତର ଆପଣଙ୍କ ସାମନାରେ ରଖିଛୁ

 

୧) ପ୍ରଶ୍ନ : A, B ଙ୍କ ବାପା ଅଛନ୍ତି , କିନ୍ତୁ B, A ର ପୁଅ ନୁହେଁ , ଏମିତି କିପରି ହୋଇପାରିବ ।

ଉତ୍ତର : ଏହି ପ୍ରଶ୍ନ ଶୁଣିଲେ ମୁଣ୍ତ କାମ କରିବନି , କିନ୍ତୁ ଏହା ଉତ୍ତର ବହୁତ ସରଳ ଅଟେ । ଏହାର ଉତ୍ତର ହେଲା B ର ବାପା ଅଛି ହେଲେ କିନ୍ତୁ B, A ର ପୁଅ ନୁହେଁ ବରଂ ଝିଅ ଅଟେ ।

୨) ଭାରତର ପ୍ରଥମ ମହିଳା ଶାସକ କିଏ ଥିଲେ ।

 

ଉତ୍ତର : ରାଜିଆ ସୁଲତାନ୍

୩) ରାମ କୃଷ୍ଣ ମିଶନ ସ୍ଥାପନା କିଏ କରିଥିଲେ ।

ଉତ୍ତର : ସ୍ୱାମୀ ବିବେକାନନ୍ଦ

୪) ମହିଳାଙ୍କ ଶରୀରରେ କେଉଁ ଜାଗାରୁ ଝାଳ ବାହାରି ନଥାଏ ,

ଉତ୍ତର : ଓଠ

Leave a Reply

Your email address will not be published. Required fields are marked *