October 24, 2024

Odia Express

Leading Odia News Portal of Odisha

ଭାରତୀୟ ଡାକ୍ତର କହିଲେ କି ମାତ୍ର ୯ ଦିନରେ ମୂଳରୁ ଶେଷ ହୋଇଯିବ ଯେ କୌଣସି ଷ୍ଟେଜ୍ ର କ୍ୟାନ୍ସର୍.. ଚିକିତ୍ସା ପାଇଁ ଆସିବାକୁ ପଡିବ

ୟାନ୍ସର ବହୁତ ଭୟାନକ ରୋଗ ଅଟେ , ଏହାର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ପଶିଯାଏ , ଥରେ ଯାହାକୁ କ୍ୟାନ୍ସର୍ ହୋଇଗଲେ ତାଙ୍କୁ ଟିକ୍ କରିବା ପାଇଁ ବର୍ଷରୁ ଅଧିକା ସମୟ ଲାଗିଯାଏ , ଠିକ୍ ହେବାପରେ ଲଗାତାର ଟେଷ୍ଟ କରିବାକୁ ପଡିଥାଏ , ଯାହା ଦ୍ୱାରା ପୁଣି ଆଉଥରେ ସେହି କ୍ୟାନ୍ସର୍ ଫେରି ନ ଆସୁ । କ୍ୟାନ୍ସର୍ ଏମିତି ଏକ ରୋଗ ଅଟେ ,ଯେଉଁ ଲୋକ ବଞ୍ଚିପାରିବ ଯାହାର ଇଚ୍ଛା ଶକ୍ତି ମଜବୁତ୍ ହୋଇଥାଏ , କାରଣ ଏହି ରୋଗରେ କେମିୟୋଥେରାପି ଦେବାକୁ ପଡିଥାଏ , ଯାହା ବହୁତ କଷ୍ଟକର ହୋଇଥାଏ

 

କେମିଓଥେରାପି ପରେ ଶରୀରରେ ବହୁତ କଷ୍ଟ ହୋଇଥାଏ , ମୁମ୍ବାଇର ଏକ ଡାକ୍ତର କହିଲେ କି ୯ ଦିନ ମଧ୍ୟରେ ଠିକ୍ କରିବାରେ ସେ ସମର୍ଥ ଅଟନ୍ତି , ହଁ ଆଜ୍ଞା କ୍ୟାନ୍ସର ସର୍ଜନ ଡାକ୍ତ ପଙ୍କଜ ଚର୍ତ୍ତୁବେଦୀ କହିଲେ କି ଯଦି କ୍ୟାନ୍ସର ଠିକ୍ ସମୟରେ ଜଣା ପଡିଯାଏ ତେବେ ଏହାର ଚିକିତ୍ସା କରିପାରିବେ , ଡାକ୍ତର ପଙ୍କଜ ଟାଟାର ମେଡିକାଲ୍ ରେ କ୍ୟାନ୍ସର୍ ବିଶେଷଜ୍ଞ ଅଛନ୍ତି , ଡାକ୍ତର କହିଲେ ଚିକିତ୍ସା ହାଇଟେକ୍ ଟେକନିକ୍ ପରେ ବି କ୍ୟାନ୍ସର ଡର ଛାଡୁନଥିଲେ ସେମାନେ ଯାଞ୍ଚ କରନ୍ତି ନାହିଁ ।

 

କ୍ୟାନ୍ସର୍ ବିଷୟରେ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୂଚିତ କରାଯାଇଥାଏ , ଏହା ପରେ ମଧ୍ୟ ଲୋକ ଜାଗୃତ ହୁଅନ୍ତି ନାହିଁ ଗାଁ ରେ କ୍ୟାନ୍ସର ହେଲା ପରେ ମଧ୍ୟ ରୋଗୀର ସବୁ ବାସନ ଓ ବିଛଣାକୁ ଅଲଗା କରିଦିଆଯାଏ , ଡାକ୍ତର ପଙ୍କଜଙ୍କ ମୁତାବିକ ମୁମ୍ବାଇର ଟାଟା ହସ୍ପିଟାଲ୍ ରେ ଅଧିକାଂଶ ରୋଗୀ ୟୁପି, ବିହାର ,ଝାଡଖଣ୍ତ,ରୁ ଆସିଥାନ୍ତି

ଆଜି କାଲି କ୍ୟାନ୍ସର ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ୍ ରେ ହୋଇପାରୁଛି , ସରକାର ଆସୁଥିବା ତିନି ବର୍ଷ ମଧ୍ୟରେ କ୍ୟାନ୍ସର ରୋଗୀଙ୍କ ପାଇଁ ୩୦୦୦ ରୁ ଅଧିକା ବେଡ୍ ବଢାଇବେ , ତମାଖୁ, ଗୁଡଖା, ଯେପରି ନିଶାଯୁକ୍ତ ପଦାର୍ଥ କାରଣରୁ କ୍ୟାନ୍ସର ମାମଲା ବଢିଯାଇଛି , କିନ୍ତୁ ଠିକ୍ ସମୟରେ କ୍ୟାନ୍ସର ଚିକିତ୍ସା କଲେ , ଏଥିରୁ ମୁକ୍ତି ପାଇପାରିବେ ।

Leave a Reply

Your email address will not be published. Required fields are marked *