October 26, 2024

Odia Express

Leading Odia News Portal of Odisha

ଭାରତୀୟ ସେନା ପାଇଁ ମହିନ୍ଦ୍ରା ଅଟୋମୋବାଇଲ୍ସ ବନାଇଲେ ବୁଲେଟ୍ ପ୍ରୁଫ୍ ଜିପ୍ , ଏହା ଉପରେ ବମ ପକେଇଲେ ମଧ୍ୟ କିଛି କ୍ଷତି ହେବନାହିଁ ଯବାନ ମାନକର..

ଏବେ ଆତଙ୍କୀ ଘଟଣାକୁ ରୋକିବାପାଇଁ ଏକ ଖାସ୍ ପ୍ରକାରର ଗାଡି ବାହାରିଛି , ଦେଶରେ ବଢୁଥିବା ଘଟଣାକୁ ରୋକିବାପାଇଁ ଓ ଆତଙ୍କବାଦୀ ଘଟଣାକୁ ରୋକିବା ଓ ଆତଙ୍କବାଦୀଙ୍କୁ ମଉକା ରୋକିବା ଓ ଆତଙ୍କବାଦୀ ମଉକାଙ୍କୁ ଢେର କରିବାପାଇଁ ମହିନ୍ଦ୍ରା ଏକ ଖାସ୍ ଗାଡି ନିର୍ମାଣ କରିଛନ୍ତି । ଆପଣଙ୍କୁ ସୁଚାଇଦେବୁ କି ଏହି ଗାଡିର ନାଁ ମହିନ୍ଦ୍ରା ମାର୍କ୍ସମ୍ୟାନ୍ ଏପିସି ଅଟେ , ଏଥିରେ ଏପିସି ର ତାର୍ପଯ୍ୟ Armoured Personnel carrier ଅଟେ , ଏହା ପୁରା ଭାବେ ବୁଲେଟ୍ ପ୍ରୁଫ୍ ଓ ଗ୍ରେନେଡ୍ ପ୍ରୁପ୍ ବାହାନ ଅଟେ , ମାନେ ଏହି ବାହାନ ଗ୍ରେନେଡ୍ ଆକ୍ରମଣରୁ ବି କିଛି ପ୍ରଭାବ ପକାଇବ ନାହିଁ ।

 

ଏହି ବାହାନର ଖାସିଅତ୍ : ମହିନ୍ଦ୍ରା ମାର୍କ୍ସମ୍ୟାନ୍ ଏପିସି ୧୨୦ କିଲୋମିଟର ପ୍ରତି ଘଣ୍ଟା ଗତିରେ ଚାଲିପାରିବ , କହିଦେବୁ କି ଏହି ବାହାନରେ ୭ ଜଣ ଜବାନ ବସିପାରିବେ , ଉପରେ ଲାଗିଥିବା ଲୁହାର ସିଲ୍ଡ ରକ୍ଷାକୁ ନେଇକରି ଜବାନଙ୍କ ବାହାରକୁ ବାହାରିବା ଦ୍ୱାରା ଫାଇରିଙ୍ଗ୍ କରିପାରିବେ , ମାଲୁମ୍ ଅଛି କି ଏହି ବାହାନକୁ ସ୍କରପିଓ ଚେସିସ୍ ରେ ବନାଯାଇଛି ,ମହିନ୍ଦ୍ରା ମାର୍କ୍ସମ୍ୟାନ୍ ଏପିସିର ଡୋର୍ ପୁରା ଲୁହାର ମୋଟା ଚାଦର ଅଛି । ଏତିକି ନୁହେଁ ଏହି ଗାଡିରେ ବୁଲେଟ୍ ପ୍ରୁଫ୍ କାଚ ବି ଲାଗିଛି, ଖାସ୍ କଥା ଏହି କି ଯେ ଏହା ଉପରେ କୌଣସି ବମ୍ ର ଆକ୍ରମଣରେ ପ୍ରଭାବ ପକାଇବ ନାହିଁ ।

 

ଏହା ଛଡା ଜବାନଙ୍କ ଗୁପ୍ତ ସନ୍ଦେଶ ଦେବାପାଇଁ ୱାକି ଟକି ବ୍ୟବସ୍ଥା କରାଯାଇଛି, ଦାମ୍ କଥା କହିଲେ ଏହାର ଦାମ୍ ୫୬ ଲକ୍ଷ ଟଙ୍କା ରଖାଯାଇଛି, ମହିନ୍ଦ୍ରା ମାର୍କ୍ସମ୍ୟାନ୍ ଏପିସିର ନିର୍ମାଣ ଦେଶର ସୁରକ୍ଷାକୁ ମଜବୁତ୍ କରିବାପାଈଁ ଉଦ୍ଧେଶ୍ୟରେ କରାଯାଈଛି , ଆପଣଙ୍କୁ କହିଦେବୁ କି ଏହି ବାହାନ ୨୦୦୬ ରେ ଡିଜାଇନ୍ କରାଯାଇଥିଲା । ଓ ୨୦୦୯ ରେ ପ୍ରଚଳନ ଅଛି , ମାଲୁମ୍ ଅଛି କି ଏହି ବାହାନର ଲମ୍ବା ୪,୩୯ ମିଟର , ଓ ଚଉଡା ୧,୮୬୩ ମିଟର ଉଚ୍ଚତା ୨,୦୩୦ ମିଟର ଅଛି, ଏହା ୪ ଗୁଣା ୪ ହ୍ୱିଇଲ୍ଡ ସସ୍ ପେନ୍ସନ ଆଧାରିତ ଅଛି ,

ଏଥିରେ ୨,୫ ଲିଟର ବିଏସ୍ -୩ ଇଞ୍ଜିନ୍ ଲାଗିଛି , ଆପଣଙ୍କୁ କହିଦେବୁ କି ମହିନ୍ଦ୍ରା ମାର୍କ୍ସମ୍ୟାନ୍ ଏପିସି ସବୁଠାରୁ ପ୍ରଥମେ ମୁମ୍ବାଇ ପୋଲିସ୍ ଉପଲ୍ଲବ୍ଧ କରାଯାଈଥିଲା , ତେବେ ଠାରୁ ଏବେ ପର୍ଯ୍ୟନ୍ତ ସେନା ଓ ଅର୍ଦ୍ଧସୈନିକ ବଳ ଏହି ବାହାନକୁ ବ୍ୟବହାରା କରୁଛନ୍ତି , ଦେଶର ରାଜଧାନୀ ଦିଲ୍ଲୀକୁ ଆତଙ୍କବାଦୀରୁ ନିରାପଦ ରଖିବାପାଇଁ ଦିଲ୍ଲୀ ପୋଲିସ୍ ଙ୍କୁ ପ୍ରଥମେ ମହିନ୍ଦ୍ରା ମାର୍କ୍ସମ୍ୟାନ୍ ଏପିସି ଦିଆଯାଇଛି ।

Leave a Reply

Your email address will not be published. Required fields are marked *