ମୁମ୍ବାଇରେ ଏହି ବ୍ୟକ୍ତି ଲଟେରୀରେ ଜିତିଲେ କୋଟିଏ ଟଙ୍କା ଫ୍ଲାଟ୍ କିନ୍ତୁ ଘର ଫେରାଇ ଦେଲେ କାରଣ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ..
ମୁମ୍ବାଇର ପରି ବଡ ସହରରେ ଯେଉଁଠି ଲୋକ ରହିବା ପାଇଁ ଛାତ ମିଳେ ନାହିଁ , ସେଠାରେ ଜଣେ ବ୍ୟକ୍ତି ଲଟେରିରୁ ଜିତିଲେ ୫ କୋଟି ୮୦ ଲକ୍ଷ ଟଙ୍କାର ଫ୍ଲାଟ୍ , ଯାହାକୁ ସେ ଫେରାଇଦେଲେ , ମହାରାଷ୍ଟ୍ରର ଶିବସେନା କାର୍ଯ୍ୟକର୍ତ୍ତା ବିନୋଦ ସିକ୍ରେ ଙ୍କୁ ଗତ ବର୍ଷ ଡିସେମ୍ବର ରେ ମହାରାଷ୍ଟ୍ରର ହାଉସିଙ୍ଗ୍ ଏରିଆ ଡେଭେଲପମେଣ୍ଟ ଅଥୋରିଟି ଦ୍ୱାରା ଲଟେରିରେ ୨ ଟି ଫ୍ଲାଟ୍ ମିଳିଥିଲା , ଏଥିରେ ଗୋଟେ ଫ୍ଲାଟ୍ ୪କୋଟି ୯୯ ଲକ୍ଷ ଓ ଦ୍ୱିତୀୟ ୫,୦୮ କୋଟି ଟଙ୍କା ଥିଲା ।କହିଦେବୁ କି ମହାରାଷ୍ଟ୍ରର ହାଉସିଙ୍ଗ୍ ଏରିଆ ଡେଭେଲପମେଣ୍ଟ ଅଥୋରିଟି ଏବେ ସବୁଠାରୁ ମହଙ୍ଗା ଫ୍ଲାଟ୍ ୫,୦୮ କୋଟି ଟଙ୍କାର ବିକ୍ରି କରିଥିଲେ , ଯାହାକୁ ବିନୋଦ ସିକ୍ରେ ଫେରାଇଦେଇଛନ୍ତି ,
ମୁମ୍ବାଇ ସହରରେ ଏତେ ମହଙ୍ଗା ଫ୍ଲାଟ୍ ଫେରାଇଦେବାରେ କାରଣ ଯାହା ଥିଲା ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ , ବିନୋଦ ସିକ୍ରେ ଏହି ମହଙ୍ଗା ଫ୍ଲାଟ୍ ଏଥିପାଇଁ ଫେରାଇ ଦେଇଥିଲେ କାରଣ ତାହାର ବାସ୍ତୁ ଠିକ୍ ନଥିଲା ,ସେ ବାସ୍ତୁ ଉପଦେଶ କର୍ତ୍ତା ଙ୍କ କହିବା ଦ୍ୱାରା ଫ୍ଲାଟ୍ ଫେରାଇବାର ଫଇସଲା ନେଇଥିଲେ, ଏଏନ୍ ଆଇ ସହ କଥାବାର୍ତ୍ତା ସମୟରେ ବିନୋଦ ସିକ୍ରେ କହିଲେ କି ମୁଁ ଗୋଟେ ବିଲଡିଙ୍ଗ୍ ରେ ୨ ଟି ଫ୍ଲାଟ୍ ଜିତିଥିଲି , କିନ୍ତୁ ନିଜ ବାସ୍ତୁ ଉପଦେଶକର୍ତ୍ତାଙ୍କ ଉପଦେଶରେ ଫଇସଲା ନେଇଥିଲି ମୁଁ ୫ କୋଟି ୮୦ ଲକ୍ଷ ଫ୍ଲାଟ୍ କୁ ନେବି ନାହିଁ ,
ସେ କହିଲେ କି ମୋର ବାସ୍ତୁ ଉପଦେଶ କର୍ତ୍ତା ମୋର ରାଜନୈତିକ ଓ ସାମାଜିକ ଜୀବନରେ ଏକ ବଢିଆ କ୍ୟାରିୟର ସୁନିଶ୍ଚିତ କରିବାପାଇଁ ଫ୍ଲାଟ୍ସ କିଛି ଅନିବାର୍ଯ୍ୟ ଉପଦେଶ ଦେଇଥିଲେ , କହିଦେବୁ କି ମହାରାଷ୍ଟ୍ରର ହାଉସିଙ୍ଗ୍ ଏରିଆ ଡେଭେଲପମେଣ୍ଟ ଅଥୋରିଟିର ଏକ ଅଧିକାରୀ ଏଏନ୍ ଆଇ ଙ୍କୁ କହିଲେ କି ବିନୋଦ ସିକ୍ରେ ବିଭାଗକୁ ନିଜ ଫଇସଲା ବିଷୟରେ ସୁଚିତ କରିଥିଲେ , ଓ ଏବେ ପ୍ରକିୟା ଅନୁସାରେ ୱେଟିଙ୍ଗ୍ ଲିଷ୍ଟରେ ଆସୁଥିବା ଲୋକଙ୍କୁ ଏହି ଫ୍ଲାଟ୍ ପେଶ୍ କରାଯିବ ।