February 13, 2025

Odia Express

Leading Odia News Portal of Odisha

ଯେବେ ଅବିବାହିତ ପୁଅ ସହ ପ୍ରେମ ହୋଇଗଲା ଜଣେ ଧନୀ ବିଧବା ମହିଳା ସହ – ଆଉ ତାହାପରେ ଯାହା ହେଲା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ…

ଆଜିର ସମୟରେ ବାହାଘର ନାଁରେ କେତେ ଧୋକାଧଡି ବଢି ଯାଇଛି, ଆମେ ଆପଣଙ୍କୁ କହିଦେବୁ କି ଏବେ ଲଗାତାର ଏହି ପରି ଘଟଣା ସାମନାକୁ ଆସୁଛି ଯାହାର ବିଷୟରେ ଜାଣିକରି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଉତ୍ତରପ୍ରଦେଶର ଏକ ଉଦ୍ୟୋଗପତି ମହିଳା ଜଣେ ବ୍ୟକ୍ତି ସହ ମିଥ୍ୟା ବିବାହର ପ୍ରଲୋଭନରେ ଫସାଇ ସେହି ଧନୀ ମହିଳା ସହ ଯାହା କଲେ ତାହା ବିଷୟରେ ଜାଣିଲେ ଆପଣ ବି ଚକିତ ହୋଇଯିବେ , ତେବେ ଆସନ୍ତୁ ଜାଣିବା ଏହାର ପୁରା ଘଟଣା ବିଷୟରେ ।

 

କହିଦେବୁ କି ନୋଏଡା ବିସରଖ ପୋଲିସ୍ ପାଖରେ ୨୫ ନଭେମ୍ବରକୁ ଏକ ମହିଳାଙ୍କ ଅଭିଯୋଗ ଦର୍ଜ କରାଯାଇଥିଲା , ଓ ସେ ନିଜର ପୁରା କାହାଣୀ କହିବାକୁ ଲାଗିଲେ , କହିଲେ ମୁଁ ଏକ ଉଦ୍ୟୋଗପତି ମହିଳା ଅଟେ , ଓ ମୋର ସ୍ୱାମୀ କିଛି ଦିନ ତଳେ ମୃତ୍ୟୁବରଣ କରିଛନ୍ତି , ଓ ଜଣେ ବ୍ୟକ୍ତି ମୋତେ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ମୋତେ ବାରମ୍ବାର ବଳାତ୍କାର କରିଆସୁଥିଲା,  ତାଙ୍କ ନାଁ ସୂର୍ଯ୍ୟକାନ୍ତ ତ୍ରିପାଠୀ ଅଟେ , ଯିଏକି ମୋର ସହ ଏହି ସବୁ କାମ କଲା , ଏବେ ସେ ବାହା ହେବାପାଇଁ ରାଜି ନାହାନ୍ତି , ଓ ସେ କହୁଛନ୍ତି କି ମୁଁ ତୁମ ସହ ଏବେ ବିବାହ କରିପାରିବି ନାହିଁ, ତାପରେ ଥାନା ଅଧିକାରୀ ସେହି ମହିଳାର ସବୁ ଘଟଣା ବିଷୟରେ ଶୁଣିଲା ପରେ ସେହି ବ୍ୟକ୍ତିଙ୍କ ବିପକ୍ଷରେ ଏକ ଚାର୍ଜସିଟ୍ ଦର୍ଜ କଲେ ।

 

ତାପରେ ପୋଲିସ୍ ଘଟଣାକୁ ଖୋଳତାଡକରି ସେ ଆସାମୀକୁ ଧରିନେଲେ , ଓ ଜେଲ୍ ପଠାଈଦେଲେ , ତାପରେ ପୋଲିସ୍ ତାଙ୍କୁ କୋର୍ଟରେ ପେଶ୍ କରିଥିଲା , ଓ ତାପରେ ତାକୁ ୧୪ ଦିନର ହିରାସତ୍ ରେ ଜେଲ୍ ପଠାଇଥିଲେ , ଏହି ପ୍ରକାର ସମାଜରେ ବହୁତ ଏମିତି ଘଟଣା ସାମନାକୁ ଆସୁଛି, ଯାହାକୁ ବିଶ୍ୱାସ କରିପାରିବା ମୁଶକିଲ୍ ଅଟେ , ଆଜି କାଲିର ବାହାଘର ନାଁରେ ଲୋକେ ଧୋକା ଦେଉଛନ୍ତି , ଓ ମହିଳାଙ୍କ ସହ ଅତ୍ୟାଚାର ହେଉଛି, ଯାହା ସେହି ଉଦ୍ୟୋଗପତି ମହିଳା ଙ୍କ ସହ ହୋଇଥିଲା ଯିଏକି ସୁର୍ଯ୍ୟକାନ୍ତ ତ୍ରିପାଠୀଙ୍କ କଥାରେ ରାଜି ହୋଇଯାଇଥିଲେ , ବାହାଘର ନାଁରେ ସେ ସେହି ମହିଳାଙ୍କୁ ବଳାତ୍କାର କରିଆସୁଥିଲା , ଯେତେବେଳେ ବାହାଘର କଥା ଆସିଲା ତେବେ ସେ ବିବାହ ନ କରିବାକୁ କହିଥିଲା ,

 

 

Leave a Reply

Your email address will not be published. Required fields are marked *