October 22, 2024

Odia Express

Leading Odia News Portal of Odisha

ପତ୍ନୀ ସ୍ତ୍ରୀ ସହ ଝଗଡା କରୁଥିବା ଲୋକେ କେବେ ଖୁସି ରୁହନ୍ତି ନାହିଁ , ଅଟକି ଯାଇଥାଏ ତାଙ୍କର ଆର୍ଥିକ ପରିସ୍ଥିତି କାରଣ..

ବ୍ୟକ୍ତିର ଜନ୍ମ ସହ ତାହାର ଜୀବନରେ ଗ୍ରହ-ନକ୍ଷତ୍ରର ପ୍ରଭାବ ପଡିବା ଆରମ୍ଭ ହୋଇଯାଏ , ସେହି ସମୟରେ କିଛି ଭଲ ପ୍ରଭାବ ପଡିଥଏ , ଓ କିଛି ଖରାପ ପ୍ରଭାବ ପଡିଥାଏ । କେଉଁ ଛୁଆର ଜନ୍ମ ସହ ତାର କୁଣ୍ତଳି ବନାହୋଇଥାଏ , ଯାହା ଦ୍ୱାରା ଗ୍ରହ ନକ୍ଷତ୍ର ବିଷୟରେ ଭଲ ଭାବେ ଜଣାପଡିପାରିବ , କିନ୍ତୁ ଗ୍ରହ ଓ ନକ୍ଷତ୍ରରୁ ଅଧିକା ମଣିଷ ନିଜ ଜୀବନ ଉପରେ ଅଧିକା ପ୍ରଭାବ ପଡିଥାଏ , ଯଦି ବ୍ୟକ୍ତିର କର୍ମ ଭଲ ହୋଇଥାଏ , ତେବେ ଗ୍ରହଗୁଡିକ ଶୁଭ ଅଶୁଭ ପ୍ରଭାବ ବଦଳି ପାରିବ । ସବୁ ବ୍ୟକ୍ତି ଭିତରେ କିଛି ଭଲ ଓ ଖରାପ ଅଭ୍ୟାସ ଅଛି, ତାହାର କିଛି ଅଭ୍ୟାସ ଏମିତି ହୋଇଥାଏ , ଯାହା ଦ୍ୱାରା ତାହାର ଜୀବନ ପର୍ଯ୍ୟନ୍ତ ରହିଥାଏ , କିଛି ଲୋକ ନିଜ ଖରାପ ଅଭ୍ୟାସ ସମୟର ସହ ବଦଳିଯାଇଥାନ୍ତି , କିନ୍ତୁ ଚାହିଁକରି ବଦଳି ପାରିନଥାନ୍ତି , ଆପଣଙ୍କ ମଧ୍ୟରୁ କିଛି ଲୋକେ ନିଜ ପତ୍ନୀଙ୍କ ସହ ଝଗଡା କରୁଥିବାର ଦେଖିଥିବେ , ଏମିତି ଲୋକ କେବେ ଖୁସିରେ ରୁହନ୍ତି ନାହିଁ ।

 

ଯଦି ଆପଣଙ୍କ କିଛି ଖରାପ ଅଭ୍ୟାସ ଅଛି ତେବେ ସମୟ ରହିବା ଭିତରେ ବଦଳାଇଦିଅନ୍ତୁ , ନହେଲେ ଜୀବନରେ ଧନୀ ହେବାରେ ଆପଣଙ୍କ ଇଚ୍ଛା କେବେ ପୁରା ହୋଇପାରିବ ନାହିଁ , ଭାରତରେ ମହିଳା ମାନଙ୍କୁ ଲକ୍ଷ୍ମୀଙ୍କ ଦର୍ଜା ମିଳିଛି , ଜଣେ ମହିଳା ଘରକୁ ସ୍ୱର୍ଗ ବନାଇଦିଅନ୍ତି , ଏମିତି କୁହାଯାଏ କି ଯେଉଁ ଘରେ ମହିଳାମାନଙ୍କ ସମ୍ମାନ ହୋଇନଥାଏ ,ସେଠାରେ ସବୁବେଳେ ଦାରିଦ୍ରତା ଆସିଥାଏ । ଓ ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ତେବେ ସେହି ଘରେ ଧନର ଅଭାବ ହୋଇନଥାଏ ।

 

ଗୋଟେ ପରିବାରର ସୁଖଦ ହେବାପାଇଁ ଦୁହେଁଙ୍କ ଉପରେ ନିର୍ଭର କରିଥାଏ , ଯଦି ସ୍ୱାମୀ ସ୍ତ୍ରୀ ଦୁହେଁ ମିଶିକରି ପ୍ରୟାସ କରିବେ ତେବେ କିଛି ନିରାଶା ହାତରେ ଲାଗିବ ନାହିଁ , କୁହାଯାଇଛି କି ଯେଉଁଠି ସୁଖ ଶାନ୍ତି ଆସିଥାଏ , ସେଠାରେ ଧନର କେବେ ଅଭାବ ହୁଏ ନାହିଁ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ମହିଳାଙ୍କ କୁଣ୍ତଳୀରେ ଶୁକ୍ର ପୁରୁଷଙ୍କ କୂଣ୍ତଳୀରେ ସୁଖୀ ଦାମ୍ପତ୍ୟ ଜୀବନ କାରକ ହୋଇଥାଏ , ଶୁକ୍ର ରୋମାନ୍ସ ଓ ସମ୍ମୋହକତା ପ୍ରତିକ ଅଟନ୍ତି , ଏଥିରେ ଶାରରୀକ ସୌନ୍ଦର୍ଯ୍ୟ, ବିବାହ , ବଂଶ ବୃଦ୍ଧି ,ଓ ପ୍ରେମ ବଢିଥାଏ , ଯଦି କେଉଁ ପୁରୁଷ କୁଣ୍ତଳୀରେ ଶୁକ୍ର ଅଶୁଭ ଚାଲୁଛି , ତେବେ ଧନ ଓସ୍ୱାସ୍ଥ୍ୟ ସମ୍ବନ୍ଧୀ ସମସ୍ୟାଗୁଡିକ ସାମନା କରିବାକୁ ପଡିଥାଏ ।

୧) ସବୁବେଳେ ଜୀବନ ସାଥୀକୁ ସମ୍ମାନ କରିବା ଉଚିତ୍ ।

୨) ସବୁ ଦିନ ନିଜ ଜନନାଂଗୋ କୁ ଦହିରେ ଧୋଇବା ଉଚିତ୍ ।

୩) କଂସାର କେଉଁ ପାତ୍ରରେ ଚାଉଳ ରଖିକରି ଧାର୍ମିକ ଜାଗାରେ ଦାନ କରିବା ଉଚିତ୍ ।

୪) ଭୁଲ୍ ରେ ବି ସୂର୍ଯ୍ୟଙ୍କୁ ଉପସ୍ଥିତି ଅର୍ଥାତ୍ ଦିନରେ ଶାରରୀକ ସଂବନ୍ଧ ରଖିବା ଉଚିତ୍ ନୁହେଁ ।

୫) ଯେଉଁଠି ଶରୀରରେ ଅବାଞ୍ଚିତ ରୁପରେ ବାଳ ଉପୁଜେ ସେଠାକାର ଅଂଶ ସଫା ରହିବା ଉଚିତ୍ , ଏମିତି ଜାଗାରେ ବାଳ ରହିବା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *